ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପ୍ରେମିକ ପାଇଁ ସ୍ବାମୀକୁ କାଟି ପ୍ଲାଷ୍ଟର କରିଦେଲା ସୁନ୍ଦରୀ ସ୍ତ୍ରୀ
Mar 20, 2025, 11:12 IST

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆପଣମାନେ ଅନେକ କିଛି ବିଷୟରେ ଜାଣିପାରିବେ । ଆଜିକାଲି ଦୁନିଆରେ ଏଭଳି ଯୁବତୀ ଅଛନ୍ତି ଯେଉଁମାନେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ମଧ୍ୟ ପରକୀୟା ପ୍ରିତୀ ଯୋଗୁଁ ଏଭଳି କିଛି କରୁଛନ୍ତି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଯୁବତୀ ଜଣକ ନିଶା ଦେଇ ସ୍ୱାମୀର ଶରୀରକୁ ୧୫ ଖଣ୍ଡ କରିଲା । କଟା ମାଂସକୁ ଡ୍ରମରେ ପୁରାଇ ସିମେଣ୍ଟ ପ୍ଲାଷ୍ଟର କରିଲା ।

ଏହି ସୁନ୍ଦରୀ ସ୍ତ୍ରୀ ଜଣକ ପ୍ରେମ ପାଇଁ ବର୍ବରତାର ସୀମା ଟପିଗଲା । ମରଚାଣ୍ଟ ନେଭି ସ୍ୱାମୀକୁ ଟିକ ଟିକ କରି କାଟିଦେଲା ଆଉ ତାପରେ ସିମେଣ୍ଟ ପ୍ଲାଷ୍ଟର କରିଦେଲା । ସୁନ୍ଦରୀ ସ୍ତ୍ରୀ ମୁଷ୍କାନକୁ ତାର ସ୍ୱାମୀର ସାଙ୍ଗ ପ୍ରେମ କରିଲା ପାଗଳ । ଆଉ ଏହି ପ୍ରେମରେ ପାଗଳ ହୋଇ ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ହ-ତ୍ୟା କରି ଡ୍ରମରେ ପୁରାଇ ସିମେଣ୍ଟ ପ୍ଲାଷ୍ଟର କରିଦେଲା । ଏବେ ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଅଟେ । ଏହି ସ୍ତ୍ରୀ ଜଣକ ଏଭଳି ଭାବରେ କାଣ୍ଡ ଘଟାଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ସୁନ୍ଦରୀ ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ମାରିବା ପାଇଁ ପ୍ରଥମେ ଖାଇବାରେ ବିଷ ଦେଲା । ଆଉ ତାପରେ ନିଶା ମୁଣ୍ଡକୁ ଚଢ଼ି ଗଲା ପରେ ଗୋଟିଏ ଛୁରୀରେ ସ୍ତ୍ରୀ ଜଣକ ତାର ସ୍ୱାମୀକୁ ୧୫ ଖଣ୍ଡ କରି କାଟିଲା ଆଉ ନିଜର ଦୋଷ ଲୁଚାଇବାକୁ କରିଲା ଏଭଳି କାଣ୍ଡ । ଏହି ସ୍ତ୍ରୀ ଜଣକ ସ୍ଵାମୀ ଜଣଙ୍କୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାକୁ ଏକ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରିଦେଲା । ଆଉ ତାପରେ ଏହି ଡ୍ରମକୁ ପ୍ଲାଷ୍ଟର କରିଦେଲା । ଏହି ଯୁବକ ଆଉ ଯୁବତୀ ପ୍ରେମ ବିବାହ କରିଥିଲେ । ଆଉ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । ଏହାପରେ ସୁନ୍ଦରୀ ଯୁବତୀ ଜଣକ ଏଭଳି କାମ କରିବାର ଗୋଟିଏ କାରଣ ତାହା ହେଉଛି ପ୍ରେମ ।
ସୁନ୍ଦରୀ ଯୁବତୀ ଜଣକ ସ୍ୱାମୀର ସାଙ୍ଗକୁ ଭଲପାଇ ଏଭଳି କାମ କରୁଥିଲା । ମୁଷ୍କାନଙ୍କ ସ୍ଵାମୀ ହେଉଛି ସୌରଭ ଆଉ ସୌରଭର ସାଙ୍ଗ ହେଉଛି ସାହିଲ୍ । ସୌରଭ ମରଚାଣ୍ଟ ନେଭୀରେ କାମ କରୁଥିଲେ ଆଉ ନିଜ ସ୍ତ୍ରୀର ଜନ୍ମଦିନ ପାଳନ ପାଇଁ ସେ ଲଣ୍ଡନ ରୁ ଭାରତ ଆସିଥିଲେ । ଏହି ଯୁବତୀ ଜଣକ ପରକୀୟା ପ୍ରୀତି କରୁଥିଲେ । ଆଉ ଏହି କାରଣରୁ ନିଜ ପ୍ରେମିକ ସହ ମିଶି ଏଭଳି କାଣ୍ଡ କରିଛି । ମେରଟର ବ୍ରହ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏବେ ଏହି ଘଟଣାର ତଦନ୍ତ କରିଥିଲା । ଆଉ ତଦନ୍ତ କରିବାର ୧୫ ଦିନ ପରେ ସୌରଭ ରାଜପୁତଙ୍କ ମୃ-ତଦେହ ଖଣ୍ଡ ଖଣ୍ଡ ଅବସ୍ଥାରେ ଡ୍ରମ ଭିତରେ ମିଳିଥିଲା । ଏବେ ଏହି ଘଟଣାରେ ଦୋଷୀକୁ ପୋଲିସ ଗିରଫ କରିଛି ।