Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ରଡ଼ି ଛାଡୁଥିଲା ଭଉଣୀ ଶୀଳ ପୁଆରେ ମୁଣ୍ଡକୁ ଛେଚିଛେଚି ମା-ରିଦେଲା

 
Bb
ଭାଇ ଭଉଣୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନୃଶଂସ ସାଜି ଯାଇଥିଲା ପିଶାଚ ଭାଇ। ଭଉଣୀର ମୁହଁରେ ପ୍ରଥମେ ଶିଳ ପୁଆ ଛେଚି ଥିଲା। ତାପରେ ଭଉଣୀ ମରିଛି ନା ନାହିଁ ଦେଖି ପୁଣି ଥରେ ଭଉଣୀର ବେକ କୁ ଛୁରୀ ରେ କାଟି ପକାଇ ଥିଲା। ଭଉଣୀ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେବାରେ ଲାଗିଥିଲା। ନିଜକୁ ଛାଡି ଦେବା ପାଇଁ ଭାଇ ପାଖରେ ବାରମ୍ବାର ନେହୁରା ମଧ୍ୟ ହୋଇ ଚାଲିଥିଲା।
Hh
ରାକ୍ଷସ ରୂପୀ ଏହି ଭାଇ କିନ୍ତୁ ଭଉଣୀର କଥା ଟିକେ ହେଲେ ମଧ୍ୟ ଶୁଣି ନଥିଲା। ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀ ମହାନ୍ତି ତାଙ୍କୁ ତାଙ୍କର ଭାଇ ଅତି ନିର୍ମମ ଭାବରେ ମାରି ଘରେ ପକାଇ ଦେଇଥିବା ଜଣା ପଡ଼ିଛି। ସବୁ ବିଶ୍ବାସ ଓ ଭରଷା ଆଜି ଲିଭି ଯାଇଛି ଗୋଟେ ଭଉଣୀ ର। ଭଉଣୀର ଏଭଳି ଅବସ୍ଥା ଦେଖିବା ପରେ ମନେ ମନେ ଭାଇ ବହୁତ ଖୁସୀ ହୋଇ ଯାଉଥିଲା। ଯେଉଁ ହାତରେ ଭଉଣୀ ନିଜ ଭାଇ କୁ ରକ୍ଷା କରିବା ପାଇଁ ରାକ୍ଷୀ ବାନ୍ଧୁଥିଲା,
Gg
ଆଜି ସେହି ହାତ ହିଁ ଭଉଣୀର ଜୀବନ ନେଇ ଯାଇଛି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆସିକା ଥାନା , କୁମ୍ଭାପଡା ପଞ୍ଚାୟତ ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମରେ।୪୫ ବର୍ଷୀୟ ଭାଇ ବାବାଜୀ ପାତ୍ର ନିଜର ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତି ଙ୍କୁ ସକାଳ ୫ ଟା ସମୟରେ ଲୁକ୍କାୟିତ ଭାବରେ ଘରକୁ ଆଣି ନିର୍ମମ ଭାବରେ ହ-ତ୍ୟା କରି ଦେଇଥିଲେ। ହ-ତ୍ୟା କରିବା ପରେ ମଧ୍ୟ ସେଠାରୁ କୁଆଡେ ଏବେ ଚମ୍ପଟ୍ ମାରିଛି ଭାଇ।
ଏବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଆସିକା ପୋଲିସ ମଧ୍ୟ ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.