Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ରାସ୍ତା ମଝିରେ ଆଶା କର୍ମୀଙ୍କ କି ନାଚ...!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସୋସିଆଲ ମିଡିଆରେ ଆପଣମାନେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାଜନୀତି ଆଉ ନେତାଙ୍କ ବିଷୟରେ ଆସିଥିବା ଖବର ବିଷୟରେ କିଛି ସୂଚନା ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ । 
Hh
ଏବେ ଆମ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲୁଛି । ଆଉ ଡବଲ ଇଞ୍ଜିନ ସରକାର ଏବେ ଏଭଳି କିଛି କାମ କରିଛି ଯେଉଁଥିପାଇଁ ଅନେକ କିଛି ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ଏବେ ଆଣିଛନ୍ତି ଆଶା କର୍ମୀ । ଏବେ ଆଶା କର୍ମୀମାନେ ଆନ୍ଦୋଳନ କରିଥିବା ଖବର ତ ଆପଣମାନେ ପାଇଥିବେ । ଆଶା କର୍ମୀ ଆନ୍ଦୋଳନ କରିଥିଲେ । ଆଉ ଏବେ ସେମାନେ ତାଙ୍କର ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ କରିବେ ବୋଲି କହିଛନ୍ତି । 
Hh
ସରକାର ତାଙ୍କ ଦାବି ପୂରଣ ନ କରିଲା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି । ସରକାର ତାଙ୍କ ଦରମା ବଢାନ୍ତୁ ବୋଲି ଦାବି କରିଛନ୍ତି ଆଶା କର୍ମୀମାନେ । ଏବେ ଆଶା କର୍ମୀମାନେ ଏକାଠି ହୋଇ ରାଜଧାନୀର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ଆଉ ସେମାନେ ଏହି ବିକ୍ଷୋଭ ବେଳେ ଏଭଳି କିଛି କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଶା କର୍ମୀମାନେ ସେହି ବିକ୍ଷୋଭ ସମୟରେ ନାଚ କରିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । 
ଆଶା କର୍ମୀ ଜଣକ କହିଛନ୍ତି ନବୀନ ସରକାର ଥିବା ବେଳେ ତାଙ୍କ କଥା ଶୁଣୁଥିଲେ । ଆଉ ଏବେ ଯେଉଁ ଡବଲ ଇଞ୍ଜିନ ସରକାର ଆସିଛି ସେମାନେ ତାଙ୍କ କଥା ଶୁଣୁ ନାହାନ୍ତି । ଆଉ ଡାଇରେକ୍ଟରଙ୍କୁ ତାଙ୍କ ପାଖକୁ ପଠେଇ ଦେଇଥିଲେ । ଆଉ ସେହି ଡାଇରେକ୍ଟର କହିଥିଲେ ସେ କିଛି କରିପାରିବେ ନାହିଁ ସେଠାରେ ଆଶା କର୍ମୀମାନଙ୍କର ଯାହା ଇଚ୍ଛା ସେ କରନ୍ତୁ । ତାଙ୍କୁ ସୁରକ୍ଷା ଦିଆଯାଉ ଆଉ ତାଙ୍କୁ ପେନସନ ମିଳୁ ଆଉ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଉ ବୋଲି ଆଶା କର୍ମୀ ଆନ୍ଦୋଳନ କରିଛନ୍ତି ।

Around The Web