ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସାଙ୍ଗକୁ ରଶିରେ ଘୋଷାଡି ଘୋଷାଡି ମା-ରିଦେଲା
Feb 28, 2025, 13:41 IST

ଦୁନିଆରେ ଅନେକ କଥା ଅଛି । ଜଣେ ସାଙ୍ଗ ସାଙ୍ଗ ପାଇଁ ଜୀବନ ଦେଇ ଦେଇଥାଏ । ଆଉ ଜଣେ ସାଙ୍ଗ ସାଙ୍ଗର ଜୀବନ ନେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ନାବାଳକର ମୃତଦେହ ମିଳିବା ପରେ ସାମ୍ନାକୁ ଆସିଲା ବଡ ସତ । ନାବାଳକ ଜଣଙ୍କୁ ହ-ତ୍ୟା କରିଥିବା ଅପରାଧୀକୁ ମାତ୍ର ୨୪ ଘଣ୍ଟା ଭିତରେ ଗିରଫ କରିଲା ପୋଲିସ । ଏହାପରେ ହତ୍ୟାକାରୀ ଜଣକ ନିଜ ମୁହଁରେ ସତ ବଖାଣିଥିଲା । ଆଉ ହତ୍ୟାକାରୀ ଯାହା କହିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଏହି ବିଷୟରେ ଶୁଣି ସ୍ତବ୍ଧ ହୋଇ ଯାଇଛି ।

ପ୍ରେମ ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ । ସାଙ୍ଗ ଜଣଙ୍କ ଜଣେ ଝିଅକୁ ଭଲ ପାଉଥିଲେ ଆଉ ସେହି ଝିଅ ସେହି ପିଲାକୁ ମଧ୍ୟ ଭଲ ପାଉଥିଲେ କିନ୍ତୁ ଏହି ପ୍ରେମିକ ଜଣଙ୍କର ସାଙ୍ଗ ସେହି ଝିଅକୁ ଭଲପାଇ ବସିଥିଲା । ଏହାପରେ ସେହି ପ୍ରେମିକା ଜଣକ ପ୍ରେମିକ ଜଣଙ୍କୁ ଛାଡି ତାର ସାଙ୍ଗକୁ ଭଲପାଇ ବସିଲା । ଏହି ଘଟଣା ବିଷୟରେ ପ୍ରେମିକ ଜଣକ ଜାଣିବା ପରେ ଏଭଳି କିଛି କରିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପ୍ରେମିକ ଜଣକ ତାର ସାଙ୍ଗକୁ ମାରି ଦେଇଥିଲା ।

ଏହି ପ୍ରେମିକ ଜଣକ ତାର ସାଙ୍ଗକୁ ରଶିରେ ମାରି ଦେଇଥିଲା । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଲା ଥାନା ତୁଙ୍ଗାମାଳ ଗ୍ରାମରେ ଏହି ଘଟଣା ଘଟିଥିଲା । ଏବେ ଏହି ହତ୍ୟାକାରୀ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ସୁଶିଲ ମୁଣ୍ଡା ଆଉ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁରଡପଶି ଗାଁର ଅମନ୍ ନାୟକ । ତଣ୍ଟି ଚିପି ଅମିତ୍ ମୁଣ୍ଡାଙ୍କୁ ମାରି ଦେଇଛନ୍ତି ଏହି ସାଙ୍ଗମାନେ । ସେ ନିଖୋଜ ଥିବାରୁ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।
ଆଉ ଅଭିଯୋଗ ପରେ ଗୋଟିଏ ସ୍ଥାନରୁ ଏହି ନାବାଳକ ଜଣଙ୍କର ମୃ-ତଦେହ ମିଳିଥିଲା । ଆଉ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା କି ଏହି ମୃ-ତ୍ୟୁ ଏକ ହ-ତ୍ୟା ବୋଲି ଜାଣି ପାରିଥିଲା । ଏହାପରେ ତଦନ୍ତ କରିବା ପରେ ଅଭିଯୁକ୍ତ ସୁଶିଲକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ସହ ସାହାଯ୍ୟ କରିଥିବା ପିଲାକୁ ମଧ୍ୟ ପୋଲିସ ଗିରଫ କରିଛି । ଅମନ୍ ଆଉ ସୁଶିଲ ଅମିତକୁ ମାରି ଦେଇଛନ୍ତି । ଏହି ଅଭିଯୁକ୍ତ ଜଣକ ଏବେ କରିଥିବା କାମ ମାନିଛନ୍ତି ଆଉ କିଭଳି ହ-ତ୍ୟା କରିଲେ ସେହି ବିଷୟରେ କହିଥିଲେ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।