Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ...ଶଙ୍ଖ ଭବନରୁ ଗିରଫ ହେଲେ ୟୁଟୁବର୍ ଜୟଦେବ

 
Yy
ପୁଣି ଥରେ ଗିରଫ ହୋଇ ଜେଲ ଗଲେ ୟୁଟ୍ୟୁବର ଜୟଦେବ ଲେଙ୍କା। ଏହି ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି କି କିଭଳି ଭାବରେ ଏହି ୟୁଟ୍ୟୁବର ଜଣକୁ ପୋଲିସ ଗିରଫ କରି ନେଇ ଯାଉଛି। ଗତ କିଛିଦିନ ହେବେ ଏବେ ସକ୍ରିୟ ହୋଇ ପଡିଛନ୍ତି କିଛି ୟୁଟ୍ୟୁବର ଓ ସୋସିଆଲ ମିଡ଼ିଆ ରେ ନିଜର ମତ ରଖୁଛନ୍ତି। ଏଭଳି ନିଜ ମନ ଇଚ୍ଛା କଥା କହି ଦେଉଛନ୍ତି ସେଥିପାଇଁ ଏବେ ତାଙ୍କୁ ଏଭଳି ଭାବରେ ଗିରଫ ମଧ୍ଯ କରିବାକୁ ପଡ଼ୁଛି।
Hh
ଏଭଳି ଏହି ୟୁଟ୍ୟୁବର ନାମରେ ଅନେକ ଅଭିଯୋଗ ରହିଛି।କିଛିଦିନ ଧରି କେନ୍ଦ୍ରାପଡ଼ାର ଏହି ଯୁବକ ଜଣକ ଫେସବୁକ୍ ,ୟୁଟ୍ୟୁବ ମଧ୍ୟରେ ରାଜ୍ୟରେ ଅନେକ ନେତା ମନ୍ତ୍ରୀ ମାନଙ୍କ ସମ୍ପର୍କରେ ଭିଡିଓ କରି ସେୟାର କରୁଥିଲେ। ସେଥିପାଇଁ ଏବେ ତାଙ୍କୁ ଗିରଫ କରାଯାଇଛି। ଧର୍ମଶାଳା ସ୍ଥାନୀୟ ଏମଏଲଏ ଏନେଇ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଯାଜପୁର ଜିଲ୍ଲା ର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ,
Hh
ଏବଂ ଖୋର୍ଦ୍ଧା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତଙ୍କ ସମ୍ପର୍କରେ ଅନେକ ଅଶ୍ଳୀଳ କଥା କହୁ ଥିବାର ଦୃଶ୍ୟ ସାମ୍ନା କୁ ଆସିଥିଲା। ବିଶେଷ କରି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ନାମରେ ଅଶ୍ଳୀଳ ଓ କାଟୁ କଥା କହିଥିବା ବେଳେ ବିଧାୟକ ଙ୍କ ସମ୍ପର୍ଥକ ଜଣେ ଯୁବକ ଧର୍ମଶାଳା ଥାନାରେ ଗତ ଚାରିଦିନ ତଳେ ତାଙ୍କ ନାମରେ ଏକ ଏତଲା ଦେଇଥିଲେ। ପୁର୍ବରୁ ମଧ୍ୟ ତାଙ୍କ ନାମରେ ଭୁବନେଶ୍ଵର ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଏବେ ପୋଲିସ ଏହି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଛି। ଆଉ ବର୍ତ୍ତମାନ ସମୟର ଯୁବପିଢୀ ମାନେ ଏବେ ପଇସା ରୋଜଗାର ପାଇଁ ଏଭଳି ଏକ ପନ୍ଥା ଆପଣେଇ ଛନ୍ତି। ଯାହାକି ସେମାନେ ନିଜେ ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି କି ବାସ୍ତବରେ ସେମାନେ କଣ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.