Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶୀତୁଆ ରାତିରେ ଟୋକାଙ୍କ ଦେହର ତାତି ବଢାଇଲେ ନିଶା

 
Yy
ଶୀତୁଆ ରାତିରେ ଲୋକଙ୍କୁ ଗରମ କରାଇଥିଲେ ନିଶା ମହାରଣା। ଲୋକମାନେ ମଧ୍ୟ ତାଙ୍କୁ ପାଗଳ ହୋଇ ଡାକୁଛନ୍ତି କି ନିଶା ୟାଡେ ଆସ ବୋଲି। ମଞ୍ଚ ଉପରେ ପୁଣି ଥରେ ନିଶା ମହାରଣା କରିଛନ୍ତି ଏଭଳି ନୃତ୍ୟ ଯାହାକୁ ଦେଖି ଲୋକ ମାନଙ୍କ ଦେହରୁ ଝାଳ ବାହାରି ଯାଇଛି। ମଞ୍ଚ ତଳେ ଲୋକମାନେ ଛିଡା ହୋଇ ଟଙ୍କା ବିଡା ବିଡା ଫୋପାଡି କହୁଛନ୍ତି କି ନିଶା ଆମ ଆଡେ ଆସ ବୋଲି। ନିଶା ମହାରଣା ମଧ୍ୟ ଟଙ୍କା ସବୁ ଉଠାଇ ଦେଉଛନ୍ତି।
Gg
ଆଉ ତାହାକୁ ନେଇ ସେ ଡ୍ରେସ୍ ଭିତରେ ମଧ୍ଯ ପୁରାଇବାରେ ଲାଗିଛନ୍ତି। ଏପରି ଅଶ୍ଳୀଳ ଭାବରେ ନୃତ୍ୟ ଆଉ କେତେଦିନ ଚାଲିବ? ସରକାର ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ରାତି ଅଧରେ ଯାତ୍ରା ମଞ୍ଚ ଉପରେ ଖୁଲମ୍ ଖୁଲା ଚାଲୁଛି ଏହି ଅଶ୍ଳୀଳ ନୃତ୍ୟ। ଆଉ ଏହାକୁ ଦେଖିବା ପାଇଁ ବାୟା ହୋଇ ଯାଉଛନ୍ତି ଯାତ୍ରା ପ୍ରେମୀ ମାନେ। କିଏ ତାଙ୍କର ହାତ ସ୍ପର୍ଶ ପାଇବା ପାଇଁ ମଞ୍ଚ ନିକଟକୁ ଦୌଡ଼ି ଆସୁଥିଲା ତ,
Yy
ଆଉ କିଏ ନିଶା ଙ୍କ ଅନ୍ଦାଜ ରେ ବାୟା ହୋଇ ଟଙ୍କା ଉପହାର ଦେଉଥିଲା। ଏପରି ଚିତ୍ର ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାରେ। ପିନିକା ଥାନା, କୁଲମୁଠି ଗ୍ରାମ ରେ ଗୌରୀ ଗଣନାଟ୍ୟ ର ଯାତ୍ରା ପଡ଼ିଥିବା ବେଳେ ପ୍ରଥମ ତିନି ରାତିରେ ଜବରଦସ୍ତ ନାଟକ ପରିବେଷଣ କରାଯାଇ ଥିଲା। ଯାତ୍ରା ପ୍ରେମୀଙ୍କ ସେଠାରେ ଖଚା ଖଚ ଭିଡ଼ ମଧ୍ୟ ଜମି ଥିଲା। ଚତୁର୍ଥ ଓ ପଞ୍ଚମ ଦିନ ପାଇଁ ନିଶା ମହାରଣା କୁ ଆଣିଥିଲେ।
ଯିଏକି ଦର୍ଶକ ମାନଙ୍କୁ ଆଦୌ ହେଲେ ମଧ୍ୟ ନିରାଶ କରି ନଥିଲେ। ଶୀତୁଆ ରାତିରେ ଏଭଳି କିଛି ନୃତ୍ୟ ପରିବେଷଣ କରି ପୂରା ମାହୋଲ ଗରମ କରି ଦେଇଥିଲେ ନିଶା ମହାରଣା। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବା ପରେ ଲୋକମାନେ ଏହାକୁ ବିରୋଧ କରିବା ସହ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.