Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶ୍ମଶାନରେ ଜଳୁଛି ଜୁଇ ପ୍ରେମିକାର ଅଶ୍ଳୀଳ ଭିଡିଓ କଲା ଭାଇରାଲ୍

 
Hh
ଗାଁ ଶ୍ମଶାନରେ ଜଳୁଛି ପ୍ରେମିକା ର ଜୁଇ। ଫେସବୁକ୍ ରେ ମନ ଦିଆ ନିଆ ହୋଇଥିଲା। ଏହାପରେ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇ ଥିଲା । ଏଭଳି କି ଦୁହେଁ ସମ୍ପର୍କ ମଧ୍ୟ ରଖିଥିଲେ ଆଉ ପ୍ରେମିକା ର ଅନ୍ତରଙ୍ଗ ଭିଡ଼ିଓ ସେ ନିଜର ଫୋନ ରେ ମଧ୍ୟ ରଖିଥିଲେ। ଏହାପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ବାଧ୍ୟ କରି ଚାଲୁଥିଲା। ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଦେଇଥିଲା।
Hh
ଏହାକୁ ଦେଖି କାହାକୁ ସେ ତାର ମୁହଁ ଦେଖାଇ ପାରିବନି ଭାବି ଶେଷରେ ପ୍ରେମିକା ତାର ଜୀବନ ହାରୀ ଦେଇଥିଲା। ଆଉ ଏବେ ଗାଁ ଶ୍ମଶାନରେ ଜଳୁଛି ପ୍ରେମିକା। ଯାହାକୁ ନେଇ ଏବେ ତାଙ୍କର ପୁରା ପରିବାର ମଧ୍ୟ ଭାଙ୍ଗି ପଡିଛନ୍ତି। ଅଧିକାଂଶ ଯୁବପିଢୀ ମାନେ ବର୍ତ୍ତମାନ ସମୟରେ ଏଭଳି ଭାବରେ ପ୍ରେମ କରୁଛନ୍ତି ଯେ ଯାହାର ପରିଣାମ କେତେବେଳେ ମୃ-ତ୍ୟୁ ତ ଆଉ କେତେବେଳେ ଜେଲ ର ଚାରି କାନ୍ଥ ଭିତରେ ଠେଲି ହୋଇ ଯାଉଛି ଜୀବନ।
Yy
ସେଇଭଳି ଭାବରେ ଆଜି ପ୍ରେମିକାର ଶରୀର ମଧ୍ୟ ଜୁଇ ରେ ଜଳି ଯାଉଛି। କଟକ ଜିଲ୍ଲା, ଭଦ୍ରେଶ୍ୱର ଥାନା ପୋଡ଼ାମରେଇ ଗ୍ରାମରେ ଏଭଳି ଘଟଣା ଘଟି ଯାଇଛି। ଏହି ଗ୍ରାମର ଜଣେ ଯୁବତୀକୁ ସେହି ଗ୍ରାମର ଅନିଲ ସେଠୀ ନାମକ ଜଣେ ଯୁବକ ମିଛ ପ୍ରେମ ଜାଲରେ ଫସାଇବା ସହିତ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା ଏହାପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଇ ଭିଡ଼ିଓ ଅନିଲ ନିଜ ଫୋନ ରେ ଉଠାଇ ଥିଲେ।
 
ବିଭିନ୍ନ ପ୍ରକାରର ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା ଝିଅର। ପରିବାର ଲୋକ ମିଛ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଝିଅକୁ ଘର ଠାରୁ ଦୂରରେ ରଖିଥିଲେ। ହେଲେ ସେଠାରୁ କିନ୍ତୁ ଏହା ହଠାତ୍ ଖବର ଆସିଥିଲା କି ଝିଅର ଜୀବନ ଚାଲି ଯାଇଛି ବୋଲି। କାହାକୁ ଶୁଣିବା ପରେ ଯେମିତି ପୂରା ପରିବାର ପାଦ ତଳୁ ମାଟି ଖସି ଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.