ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସୌମ୍ୟାଙ୍କ ଭଳି ପୁଣି ଗର୍ଭବତୀ ସ୍ତ୍ରୀକୁ ମା-ରିଦେଲା ସ୍ବାମୀ...!
Dec 23, 2024, 16:57 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ସୌମ୍ୟାଙ୍କ ଘଟଣା ବିଷୟରେ ଆସିଥିବା ଖବର ସବୁ ଜାଣି ପାରିଥିଲେ । ଏବେ ପୁଣି ଏଭଳି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ପୁଣି ଚାଲି ଯାଇଛି ଜଣକ ଜୀବନ । ଜଣେ ଗର୍ଭବତୀ ମହିଳାଙ୍କୁ ମାରି ଦେଇଛି ସ୍ଵାମୀ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଦୁଇମାସର ଗର୍ଭବତୀ ଥିଲେ ଏହି ମହିଳା ଜଣକ ।
ଯେଉଁ ଛୁଆ ଦୁନିଆ ଦେଖି ନାହିଁ ଆଜି ସେ ଏହି ଦୁନିଆରେ ନାହିଁ । ଏହି ମହିଳା ଜଣକ ଗର୍ଭବତୀ ଥିଲେ ଆଉ କିଛି ଦିନ ପରେ ଘର ହସଖୁସିରେ ଫାଟି ପଡି ଥାଆନ୍ତା । ଏବେ ଏହି ମହିଳା ଜଣଙ୍କର ବିବାହ ହୋଇଥିଲା କିନ୍ତୁ ତାଙ୍କ ସହିତ ଏଭଳି ହେବ ବୋଲି କିଏ ଭାବିଥିଲା । ବିବାହକୁ ମାତ୍ର ୫ ମାସ ପୁରିଛି ଆଉ ଏଭଳି ସବୁ ଘଟିଗଲା । ଝିଅ ଯେତେବେଳେ ବିବାହ କରିଥାଏ ମନରେ ଅନେକ କିଛି କଥା ଭାବିଥାଏ ଆଉ ସବୁବେଳେ ଭଲରେ ରହିବାକୁ ଭାବୁଥାଏ । ମଥାରେ ସିନ୍ଦୂର ପିନ୍ଧି ଶାଶୂଘରକୁ ଅନେକ ଆଶା ନେଇ ଆସିଥିଲେ ଅନୁସୁୟା ।
ଆଉ ଅନୁସୂୟା ଅନେକ କିଛି ଭାବିଥିଲେ କିନ୍ତୁ ବିବାହର ୮ ଦିନ ପରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା । ତାଙ୍କୁ ଅତ୍ୟାଚାର ସହ ଯୌତୁକ ନିର୍ଯ୍ୟାତନା ଦେଉଥିଲେ ଶାଶୁଘର ଲୋକେ । ଶାଶୁଘର ଲୋକେ ତାଙ୍କୁ ୫୦ ହଜାର ଟଙ୍କା ସହ ବାଇକ୍ ଦାବି କରିଥିଲେ । ଏହି ମହିଳା ଜଣକ ସହିତ ଏଭଳି ଘଟଣା ଘଟି ଯାଇଥିଲା । ବାଇକ୍ ଆଉ ଟଙ୍କା ନ ଦେବାରୁ ଆଜି ସବୁଦିନ ପାଇଁ ଚାଲିଗଲା ଜୀବନ । ଏହି ଘଟଣା ଭଦ୍ରକ ଜିଲ୍ଳାରେ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଛି ।
ଏହି ବ୍ଲକ ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏହି ଘଟଣା ଘଟିଛି । ଜୁଲାଇ ୧୨ ତାରିଖରେ ସେମାନେ ବିବାହ କରିଥିଲେ । ବିଶ୍ବରଂଜନ ବେହେରା ଅନୁସୁୟାଙ୍କୁ ବିବାହ କରିଥିଲେ । ଆଉ ଝିଅର ବାପା ନାହାଁନ୍ତି । ଝିଅ ସହିତ କଥା କରାଇ ଦିଅନ୍ତି ନାହିଁ । ୨୦ ହଜାର ଟଙ୍କା ନଦେଲେ ଝିଅକୁ ମାରିଦେବେ ବୋଲି କହିଥିଲେ । ଅନୁସୁୟା ଘରେ ମୃ-ତ୍ୟୁବରଣ କରିଛନ୍ତି । ଏହା ଯୌତୁକ ନିର୍ଯ୍ୟାତନା ପାଇଁ ବୋଲି ଏବେ ଝିଅର ଘରଲୋକ ନ୍ୟାୟ ଦାବି କରିଛନ୍ତି । ପୋଲିସ ଏବେ ଏହି ଘଟଣାର ଯାଞ୍ଚ କରୁଛି ।