Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ତ୍ରୀ ବଦଳାଇ ଦେଲେ ଦୁଇ ସାଙ୍ଗ ସାଙ୍ଗର ସ୍ତ୍ରୀ ଦେଉଛି ଦେହ ସୁଖ ଆଉ ତାପରେ

 
Vv
ଏବେ ଏକ ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଦୁଇ ସାଙ୍ଗ ନିଜ ନିଜ ସ୍ତ୍ରୀ ଙ୍କୁ ବଦଳାଇ ଦେଇଛନ୍ତି। ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।ଜଣେ ସାଙ୍ଗ ଅନ୍ୟର ସ୍ତ୍ରୀ କୁ ନେଇ ଫେରାର ହୋଇ ଯାଇଥିଲା। ଅନ୍ୟ ଜଣେ ସାଙ୍ଗ ଆଉ ଜଣଙ୍କ ସ୍ତ୍ରୀ ପିଲାଙ୍କୁ ଆଣି ଶେଷରେ ନିଜ ପାଖରେ ରଖିଥିଲା। ଆଉ ଏହି ଘଟଣା ସମ୍ପର୍କରେ ଯେ କେହି ମଧ୍ୟ ଶୁଣିବାକୁ ପାଉଛି ସେ ଏହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି।
Gg
ପ୍ରଥମ ସାଙ୍ଗ ର ନାମ ହେଉଛି ଦେବରାଜ। ଯିଏକି ଜ୍ୟୋତ୍ସ୍ନା ନାମକ ମହିଳାଙ୍କୁ ପୁର୍ବରୁ ବିବାହ କରିଥିଲେ। ଆଉ ସେ ଦୁଇଟି ଝିଅର ବାପା ମଧ୍ୟ ହୋଇଥିଲେ। ହେଲେ ଶେଷରେ ଦେବରାଜ ନିଜର ସାଙ୍ଗ ର ସ୍ତ୍ରୀ କୁ ଧରି ଫେରାର ହୋଇଗଲା। ଛୁଆ ଦୁଇଟା ଙ୍କୁ ଅନାଥ କରି ବାପା ଏଭଳି କିଛି। କାମ କରିବାକୁ ଆଦୌ ହେଲେ ମଧ୍ଯ ପଛ ଘୁଂଚା ଦେଇ ନଥିଲା।ଦ୍ଵିତୀୟ ସାଙ୍ଗ ର ନାମ ହେଉଛି ଉମେଶ। ଯିଏକି ମନିଷା ନାମକ ମହିଳାଙ୍କୁ ବିବାହ କରିଥିଲେ।
Vv
ଦୁହେଁ ଖୁବ ଭଲ ସାଙ୍ଗ ଥିଲେ ସେଥିପାଇଁ ପରସ୍ପର ଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ।ଏହାରି ଭିତରେ ଦେବରାଜ ଓ ମନୀଷା ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଦେବରାଜ ର ସ୍ତ୍ରୀ ଥିଲା ଆଉ ତାର ଦୁଇ ଦୁଇଟା ଝିଅ ମଧ୍ୟ ଥିଲେ। ହେଲେ ସେ ମନୀଷା ପ୍ରେମରେ ଏମିତି ପାଗଳ ହୋଇ ଯାଇଥିଲା ଯେ ତାଙ୍କ କଥା ଆଦୌ ହେଲେ ମଧ୍ୟ ଚିନ୍ତା କରୁ ନଥିଲା।ଦେବରାଜ ମନୀଷା ଙ୍କୁ ଧରି ପ୍ରେମ କରୁଥିଲା। 
ଶେଷରେ ଦେବରାଜ ମନୀଷା କୁ ଧରି ଫେରାର ହୋଇ ଯାଇଥିଲା।ଉମେଶ ନିଜ ସ୍ତ୍ରୀ ଚାଲି ଯିବା ପରେ ଦେବରାଜ ର ସ୍ତ୍ରୀ ଓ ତାର ପିଲା ମାନଙ୍କୁ ଆଣି ପାଖରେ ରଖିଥିବା ଜଣା ପଡ଼ିଛି। ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି କି ବାସ୍ତବରେ ସେ ପିଲା ମାନଙ୍କ ଭବିଷ୍ୟତ କଣ ହେବ। ଆଉ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ସେମାନେ କଣ ଶିକ୍ଷା ପାଇବେ। ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.