Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ...ସ୍ତ୍ରୀ ହ-ତ୍ୟା ପଛରେ ସ୍ବାମୀ ଥିଲା ଖଳନାୟକ

 
Ff
ଜଣେ ସ୍ବାମୀ ନିଜ ସ୍ତ୍ରୀ କୁ ହ-ତ୍ୟା କରିଛି। ସ୍ବାମୀ ଜଣକ ମହେଶ ମାଲି ଓ ସୋମନାଥ ମାଲି ନାମକ ଦୁଇଜଣ ବ୍ୟକ୍ତିଙ୍କ ସହ ମିଶି ନିଜ ସ୍ତ୍ରୀ କୁ ମାରି ଦେଇଛି। ସ୍ବାମୀ ଜଣକ ଅଧ ବାଟରେ ପହଞ୍ଚି ତାଙ୍କର ସାଙ୍ଗ ଙ୍କୁ ଫୋନ କରିଥିଲେ। ଏହାପରେ ସେମାନେ ଆସିଥିଲେ। ଏହାପରେ ମହେଶ ମାଲି ଏକ ଲାଠିରେ ତାଙ୍କର ସ୍ତ୍ରୀ ଙ୍କ ମୁଣ୍ଡକୁ ଏକ ପାହାର ପକାଇ ଥିଲେ। ଯାହା ଦ୍ବାରା ସେ ତଳେ ମଧ୍ୟ ପଡ଼ି ଯାଇଥିଲେ।
Tt
ଏହାପରେ ସ୍ବାମୀ ଜଣକ ନିଜେ ତାଙ୍କୁ ପିଟିବାକୁ ଆରମ୍ଭ କରି ଦେଇଥିଲେ। ଏହାପରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ସ୍ବାମୀ ଜଣକ ନାମ ହେଉଛି ମହେନ୍ଦ୍ର ଖରା। ଆଉ ବୋହୂ ଜଣକ ନାମ ହେଉଛି ସାବିତ୍ରୀ ଖରା। ସେ ଯେତେବେଳେ ଆଧାର ସେଣ୍ଟର୍ କୁ ଯାଇଥିଲେ ଆଉ ଫେରିଥିଲେ ଯିଏକି ତାଙ୍କୁ ବାନ୍ଧିକି ମହିଳା ଜଣକୁ ଜୀବନରୁ ମାରି ଦେଇଥିଲେ। ଏହି ଘଟଣାରେ ମଧ୍ୟ ତଦନ୍ତ ଆରମ୍ଭ ହୋଇ ଯାଇଥିଲା।
Ff
ଏହାପରେ ସ୍ବାମୀ କୁ ଥାନା କୁ ପଚରା ଉଚୁରା କରାଯାଇଥିଲା ଆଉ ଯେତେବେଳେ ତାଙ୍କର ଫୋନ ଯାଞ୍ଚ କରାଯାଇ ଥିଲା ସେତେବେଳେ ଏହା ଜଣାପଡି ଥିଲା କି ତାଙ୍କର ସ୍ବାମୀ ମହେନ୍ଦ୍ର ଖରା ଦୁଇ ଜଣକୁ କଲ୍ କରିଥିଲେ। ସେମାନେ ଦୁଇଜଣ ଥିଲେ ମହେଶ ମାଲି ଓ ସୋମନାଥ ମାଲି। ଏହାର ତଦନ୍ତ ପରେ ହିଁ ଜଣାପଡି ଥିଲା କି ସେମାନେ ତାଙ୍କର ସାଙ୍ଗ ଅଟନ୍ତି। ଏହାପରେ ଜଣା ପଡିଥିଲା କି ନିଜେ ତାଙ୍କର ସାଙ୍ଗ ସହ ମିଶି,
ନିଜ ପତ୍ନୀ ଙ୍କୁ ହ-ତ୍ୟା କରିଛନ୍ତି। ଏହାପରେ ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରି ତାଙ୍କୁ ପଚରା ଉଚରା କରିବା ମଧ୍ୟ ଜାରୀ ରଖିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଘଟଣାର ସଂପୂର୍ଣ୍ଣ ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ସବୁ ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.