Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସୁର କହିଲେ ଏମିତି ଏତେ ଧୋକାବାଜ ପବନା ସରକାର ମୁଁ କୋଉଠି ଦେଖିନି

 
Hg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ କଂଗ୍ରେସ ବିଧାୟକ ସୁର ରାଉତରାୟ କିଛି କଥା କହୁଥିବାର ଦେଖିପାରିବେ । କଂଗ୍ରେସ ନେତା ପୂର୍ବତନ ବିଧାୟକ ସୁର ରାଉତରାୟ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଏବେ ସେ ବିଜେପି ସରକାର ମୋହନ ମାଝୀଙ୍କୁ ନେଇ କିଛି କଥା କହିଛନ୍ତି । ବିଜେପି ଦଳ ଶାସନକୁ ଆସିବା ପୂର୍ବରୁ ଅନେକ କିଛି କଥା କରିବାକୁ କହିଥିଲେ ।
Hg
ଏବେ ଏହିସବୁ କଥା ନେଇ ମୁହଁ ଖୋଲିଛନ୍ତି ସୁର ରାଉତରାୟ । ସେ କହିଛନ୍ତି ମୋହନ ସରକାର ଲୋକଙ୍କୁ ମିଛ କହିଥିଲେ । ଆଉ ସେ ବିଦ୍ୟୁତ ବିଲ ଛାଡ ବୋଲି କହିଥିଲେ କିନ୍ତୁ ଏହା କରିଲେ ନାହିଁ । ସେ ଲୋକଙ୍କୁ ଠକି ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟୁତ ଶକ୍ତିର ମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପଇସା ନେବ । ଟାଟା ପୂର୍ବରୁ ୫୧୫ ନେଉଥିଲା ଆଉ ଏବେ ୯୫୯ ଟଙ୍କା ନେଉଛି । ମିଟର ଲଗେଇଲା ବେଳେ ସରକାର ଦେଖୁଛନ୍ତି । ସରକାର କଣ ପରିବାର ପୋଷୁଛନ୍ତି । କିନ୍ତୁ ଏଭଳି କାମ କରୁଛନ୍ତି ସରକାର ।
Hh
ମୋହନ ସରକାର ଲୋକମାନଙ୍କୁ ଠକି ଦେଇଛନ୍ତି । ମାଗଣା ବିଦ୍ୟୁତ ଦେବେ ବୋଲି କହିଥିଲେ କିନ୍ତୁ ଏନେଇ କୌଣସି ପଦକ୍ଷେପ ନାହିଁ । ଏହି ମୋହନ ସରକାର ଲୋକଙ୍କୁ ଏଭଳି ଭାବରେ ଠକୁଛି ଯାହା ଠିକ୍ ନୁହେଁ । ବିଜେପି ଶାସନକୁ ଆସିବା ପୂର୍ବରୁ ୩୦୦ ୟୁନିଟ ବିଜୁଳି ମାଗଣା ଦେବ ବୋଲି କହିଥିଲା କିନ୍ତୁ ଏହା ସେ ଏପର୍ଯ୍ୟନ୍ତ କରି ନାହିଁ । ଏବେ ଏହି ସବୁ କଥାକୁ ନେଇ ସୁର ଭାଇ ଅନେକ କିଛି କଥା କହିଛନ୍ତି । ସେ ମୋହନ ସରକାର କିଭଳି ମିଛ କଥା କହିଛନ୍ତି ଆଉ ରାଜ୍ୟବାସୀଙ୍କୁ ଲୁଟୁଛନ୍ତି ଏହି ବିଷୟରେ କହିଛନ୍ତି ।
ଏବେ ସ୍ମାର୍ଟ ମିଟର ବସା ଯାଉଛି । ଆଉ ଏହି ସ୍ମାର୍ଟ ମିଟର ୯୫୯ ଟଙ୍କା ନେଉଛି । ଏହି ମିଟର ୫୨୫ ଟଙ୍କା ଥିଲା । ଆଉ ଏହା ଏତେ ପରିମାଣରେ ବୃଦ୍ଧି ହୋଇଛି ଯାହା ଠିକ୍ ନୁହେଁ । ଓଡିଶାବାସୀଙ୍କୁ ଧପଉଛି ଏହି ମୋହନ ମାଝୀ ସରକାର । ଗରିବ, ଖଟିଖିଆ ଓଡ଼ିଆ ବାସୀଙ୍କୁ ମୋହନ ସରକାର ଏଭଳି ଅବସ୍ଥାରେ ରଖିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମୋହନ ସରକାରଙ୍କୁ ନେଇ ଅନେକ ଆଶା କରିଥିଲେ ରାଜ୍ୟବାସୀ କିନ୍ତୁ ସେ ଏଭଳି ସବୁ କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Around The Web