Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସୁର କହିଲେ ଏମିତି ତା ଗାଲକୁ ଚିକ୍କଣ କରି ଭୂତ ଛଡ଼େଇ ଦେବି

 
Cc
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ରାଜନେତା ସୁର ରାଉତରାୟ କିଛି କହୁଥିବାର ଜାଣିପାରିବେ । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ବିଧାୟକ ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଭୂତ ମାନଙ୍କର ସଭାପତିଙ୍କୁ କିଛି କଥା କହିଛନ୍ତି । ଏହି ଭୂତ ମାନଙ୍କର ସଭାପତିଙ୍କୁ ନେଇ ଅନେକ ଖବର ଆସୁଛି ଯାହା ଆପଣମାନେ ଜାଣି ପାରିଛନ୍ତି ।
Bb
ସେ ଭୂତ ମାନଙ୍କ ସହିତ କଥା ହୋଇପାରନ୍ତି । ସେ ଭୂତମାନଙ୍କୁ ମଧ୍ୟ ଦେଖିପାରନ୍ତି ବୋଲି କହିଥାନ୍ତି । ଏବେ ତାଙ୍କୁ ନେଇ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟ ବା ସୁର ଭାଇ କିଛି କଥା କହିଛନ୍ତି । ଏହି ବ୍ୟକ୍ତି ଜଣକ ଯିଏ କହୁଛନ୍ତି ସେ ଭୂତ ମାନଙ୍କର ସଭାପତି ସେ ଭୂତ ମାନଙ୍କର ସଭାପତି ନୁହେଁ ବରଂ ସେ ହେଉଛନ୍ତି ଡକାୟତ ମାନଙ୍କର ଡକାୟତ ମାନଙ୍କର ସର୍ଦ୍ଦାର । ତାର ଭୂତ ସବୁ ଛଡେଇ ଦେବି ବୋଲି ସୁର ଭାଇ କହିଛନ୍ତି । ଏଭଳି ଲୋକଙ୍କୁ ଗିରଫ କରିବା ଉଚିତ୍ ବୋଲି କହିଛନ୍ତି ।
Hh
ଏହିଭଳି ଭଣ୍ଡ ଲୋକଙ୍କୁ ପୋଲିସ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ଏ ହେଉଛନ୍ତି ଭୂତ ବାବା । ସେ ନବ ଦାସଙ୍କ କଥା ଉଠାଇଥିଲେ । ସେ ହେଉଛନ୍ତି ଭୂତ ମାନଙ୍କର ବାବା । ନବ ଦାସଙ୍କ ସମେତ ଅନେକ ଭୂତମାନଙ୍କ କଥା ସେ ଉଠାଇଥିଲେ । ଏବେ ଏହି ସବୁ କଥାକୁ ନେଇ ଅନେକ କିଛି କହିଛନ୍ତି ସୁର ରାଉତରାୟ । ସେ ଆହୁରି ଅନେକ କିଛି କଥା ଗଣମାଧ୍ୟମ ସାମ୍ନାରେ କହିଥାନ୍ତେ କିନ୍ତୁ ତାଙ୍କର ଏକ ଖେଳ ଥିଲା ସେଥିପାଇଁ ସେ ଏଭଳି କିଛି କହି ଦେଇଥିଲେ ।
ଏହାସହ ସୁର ରାଉତରାୟ କହିଛନ୍ତି ଯଦି ଏହି ଭୂତ ବାବା ତାଙ୍କ ହାବୁଡ଼ରେ ପଡନ୍ତା ତାହେଲେ ତାର ଗାଲକୁ ଦୁଇ ଯାବୁଡ଼ା ମାରିଥାଆନ୍ତେ । ସେ ତାର ଗାଲକୁ ଏଭଳି ଚିକ୍କଣ କରିବେ ଯେ ସେ ସବୁ ଭୁଲିଯିବ । ଆଜି ଫୁଟବଲ ଖେଳର ଫାଇନାଲ ଅଛି ଆଉ ସେ ସେଠାକୁ ଯାଇଛନ୍ତି । ଏବେ ଏହିଭଳି ଅନେକ ପ୍ରକାରର କଥା ଯାହା ଭୂତ ମାନଙ୍କର ସଭାପତିଙ୍କୁ ନେଇ ଆସିଛି ସେ ସବୁ କଥା ସୁର ଭାଇ ଗଣମାଧ୍ୟମ ଆଗରେ କହି ଦେଇଛନ୍ତି । ଏବେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Around The Web