Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସୁରଙ୍କୁ ଆସିଛି କଲ୍ ଆମେ ଆଉ ନଙ୍ଗୁଳି ଡ୍ୟାନ୍ସ କରିବୁ ନାହିଁ

 
Gt
ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପୂର୍ବତନ ବିଧାୟକ ସୁର ରାଉତରାୟ ସବୁବେଳେ ଖୁବ ଚର୍ଚ୍ଚାରେ ରହି ଥାଆନ୍ତି। କାରଣ ସେ ମିଡ଼ିଆ ସମ୍ମୁଖରେ ଏଭଳି କିଛି କଥା କହିଥାନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ଯ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ନଜର ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତେବେ ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।
Gg
ସାରା ଓଡ଼ିଶାରେ ଏବେ ଏହି ଗୋଟେ କଥା ହିଁ ଚର୍ଚ୍ଚା ହେଉଛି। ଏବେ ଏହି ନୃତ୍ୟକୁ ସାରା ଓଡ଼ିଶାରେ ଖୁବ ବିରୋଧ ମଧ୍ୟ କରାଯାଉ ଥିବାର ଦେଖିବାକୁ ମିଳିଛି। ଆଉ ବର୍ତ୍ତମାନ ଯେଉଁମାନେ ଅଶ୍ଳୀଳ ନୃତ୍ୟ କରୁଛନ୍ତି ସେମାନଙ୍କୁ ଖଣ୍ଡଗିରି ଯାତ୍ରା କୁ ମନା କରାଯାଇ ଥିବା ଶୁଣିବାକୁ ମିଳିଛି। ଆଉ ଏହାରି ଭିତରେ ବିଧାୟକ ସୁର ରାଉତରାୟ କହିଛନ୍ତି କି ତାଙ୍କ ନିକଟକୁ ଅନେକ କଲ୍ ଆସୁଛି। ଆଉ ସେମାନେ କହୁଛନ୍ତି କି ଆମେ ସେମିତି କରିବୁନି ଆମକୁ ଖଣ୍ଡଗିରି ଡାକ।
Hh
ଆଉ ଉଲଗ୍ନ ବସ୍ତ୍ର ପିନ୍ଧି ଡାନ୍ସ କରିବେନି ବୋଲି ମଧ୍ୟ ସେମାନେ ବାରମ୍ବାର ଏହା ମନା କରିଛନ୍ତି। ଏହା ସେମାନେ ନିଜ ଆଡୁ କହୁଥିବା ନେଇ ବିଧାୟକ ସୁର ରାଉତରାୟ କହିଛନ୍ତି। ସେଥିପାଇଁ ସେ କହିଛନ୍ତି କି ଯେଉଁଠାରେ ଫୁଟୁକା ରେ କାମ ଦେବ ସେଠାରେ ଆଉ କୁରାଢି ର ଆବଶ୍ୟକତା ନାହିଁ।ପୂର୍ବତନ ବିଧାୟକ ସୁର ରାଉତରାୟ ଙ୍କ କଥା ଶୁଣିବା ପରେ ଏହା ଲାଗୁଛି ସତରେ ବୋଧେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ କରୁଥିବା ଅଭିନେତ୍ରୀ ମାନେ ଏବେ ପସ୍ତଉ ଛନ୍ତି।
ଏଭଳି ଅନେକ କଥା ପୂର୍ବତନ ବିଧାୟକ ସୁର ରାଉତରାୟ କହିଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଲୋକମାନେ ମଧ୍ଯ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି।ତେବେ ଏହି ଖବର ସମ୍ପର୍କରେ ଜାଣି ସାରିବା ପରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭଲ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web