ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ବାମୀକୁ ମା-ରି ଅଖାରେ ଧରି ବାଇକରେ ବୁଲିଲା ସ୍ତ୍ରୀ
Mar 21, 2025, 11:14 IST

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ଵାମୀଙ୍କ ସହିତ ଏଭଳି କାମ କରୁଛନ୍ତି । ସ୍ତ୍ରୀମାନେ ଏଭଳି ସବୁ କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ନିକଟରେ ଆପଣମାନେ ଏକ ଖବର ପାଇଥିବେ ଯାହା ହେଉଛି ଜଣେ ସ୍ତ୍ରୀ ତାର ସ୍ୱାମୀର ସାଙ୍ଗକୁ ଭଲ ପାଇଥିଲା । ଆଉ ଶେଷରେ ଏହି ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ମାରି ଡ୍ରମରେ ପୁରାଇ ଦେଇଥିଲା । ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟରେ ଘଟିଥିଲା ।

ଆଉ ଏବେ ଏଭଳି ପୁଣି କିଛି ଘଟଣା ଘଟିଛି ।ଜଣେ ସ୍ତ୍ରୀ ତାର ସ୍ଵାମୀ ଥାଉ ଥାଉ ପରକୀୟା ପ୍ରୀତି କରୁଥିଲା । ଆଉ ସ୍ତ୍ରୀ ଜଣକ କରୁଥିବା ପରକୀୟା ପ୍ରୀତି ସ୍ଵାମୀ ଜଣକ ଜାଣିବା ପରେ ଏଭଳି କରିଥିଲା ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣକ ତାର ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରୁ ମାରି ଦେଇଛି । ଏବେ ଏହି ସ୍ତ୍ରୀ ଜଣକ କରିଥିବା କାମକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ସିସିଟିଭି କ୍ୟାମେରାରେ ଏହି ସ୍ତ୍ରୀ ଜଣକ କରିଥିବା କାମ ରେକର୍ଡ ହୋଇଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ସ୍ତ୍ରୀ ଜଣକ ଲୁହା ରଡରେ ପିଟି ସ୍ୱାମୀର ଜୀବନ ନେଇଗଲେ ସ୍ତ୍ରୀ ଆଉ ପ୍ରେମିକ । ଏହି ସ୍ତ୍ରୀ ଜଣକ ନିଜ ସ୍ୱାମୀର ମୃ-ତ ଦେହକୁ ଅଖାରେ ପୁରାଇ ପ୍ରେମିକ ସହ ଗାଡ଼ିରେ ବୁଲିଲା । ଆଉ ଏହି ଘଟଣା ରାଜସ୍ଥାନ ରାଜ୍ୟ ଜୟପୁର ସହରରେ ଘଟିଛି । ଏହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ମାରି ତାକୁ ଏଭଳି ଅଖାରେ ପୁରାଇ ରାସ୍ତାରେ ବୁଲୁଥିଲା । ଏବେ ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏହି ସ୍ତ୍ରୀ ଜଣକ ଆଉ ତାର ପ୍ରେମିକ ସ୍ଵାମୀ ଜଣଙ୍କ ମୃତଦେହକୁ ପୋଡ଼ିବାକୁ ନେଉଥିଲେ ।
ସେମାନେ ତାଙ୍କୁ ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ଚାହୁଁଥିଲେ ।ଏହି ବ୍ୟକ୍ତି ଜଣକ ହେଉଛନ୍ତି ଧନ ଲାଲ । ଆଉ ତାଙ୍କ ସ୍ତ୍ରୀ ଗୋପାଳି । ସେ ପାଞ୍ଚ ବର୍ଷ ହେବ ଅନ୍ୟ ଜଣେ ପୁରୁଷ ଦିନ ଦୟାଲ ସହ ଅନୈତିକ ସମ୍ପର୍କ ରଖିଥିଲେ । ସ୍ତ୍ରୀ ଜଣକ ସବୁବେଳେ ତାର ପ୍ରେମିକ ସହ ଦେଖା କରିବାକୁ କାମ କରାଯିବ ବୋଲି ବାହାନା କରୁଥିଲା । ଆଉ ଦିନେ ସ୍ଵାମୀ ଜଣକ ସନ୍ଦେହ କରି ତାଙ୍କ କମ୍ପାନୀକୁ ଯାଇଥିଲେ । ଏହିପରେ ସ୍ଵାମୀ ଜଣକ ସ୍ତ୍ରୀ ଆଉ ତାର ପ୍ରେମିକ ଜଣଙ୍କୁ ଦେଖି ଅନେକ ପ୍ରଶ୍ନ କରିଥିଲେ । ଆଉ ଏହିପରେ ସେଠାରେ ଏଭଳି କିଛି ଘଟଣା ଘଟି ଯାଇଥିଲା । ଏବେ ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।