Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ବାମୀର କିଡନୀ ବିକି ପ୍ରେମିକକୁ ପଠାଉଥିଲା ଟଙ୍କା ହଠାତ୍‌ ଧରା ପଡ଼ିଗଲା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ଵାମୀ ଜଣକ ସହିତ ତାର ସ୍ତ୍ରୀ ଏଭଳି କାମ କରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ପ୍ରେମିକ ପାଇଁ ଏଭଳି କାମ କରୁଥିଲା ସ୍ତ୍ରୀ ଜଣକ । ନିଜ ସ୍ଵାମୀ ପକେଟରୁ ସବୁବେଳେ ଟଙ୍କା ଚୋରି କରି ସ୍ତ୍ରୀ ଜଣକ ତାର ପ୍ରେମିକକୁ ଦେଉଥିଲା । ଏହି ସ୍ତ୍ରୀ ଜଣକ କେତେବେଳେ ୧୦୦ ଟଙ୍କା ନେଉଥିଲା ।
Gv
ଆଉ କେତେବେଳେ ୧୦୦୦ ଟଙ୍କା ଆଉ କେତେବେଳେ ୫୦୦୦ ଟଙ୍କା ନେଉଥିଲା । ସ୍ଵାମୀର ପକେଟରୁ ଏଭଳି ଟଙ୍କା ଚୋରି କରି ଗାଁରେ ଥିବା ପ୍ରେମିକ ପାଖକୁ ପଠାଇ ଦେଉଥିଲା । ଏହି ସ୍ତ୍ରୀ ଜଣକ କରିଥିଲା ଏଭଳି କିଛି କାମ । ଏହି ସ୍ତ୍ରୀ ଜଣକ ସବୁ ଟଙ୍କା ଚୋରି କରି ତାର ପ୍ରେମିକ ପାଖକୁ ଦେଉଥିଲା । କିନ୍ତୁ ଏହି ଚୋରି ଆଉ ବେଶିଦିନ ଚାଲି ନଥିଲା ତାର ଚୋରି ଧରା ପଡି ଯାଇଥିଲା । ଏହି ସ୍ଵାମୀ ଜଣକ ଯେତେବେଳେ ଏହି ବିଷୟରେ ଜାଣିଥିଲେ ସେତେବେଳେ ଅନେକ କିଛି କଥା ସାମ୍ନାକୁ ଆସିଥିଲା । ଏହି ସ୍ତ୍ରୀ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । 
Gg
ଏହି ସ୍ତ୍ରୀ ଜଣକ ୮ ବର୍ଷ ହେଲା ଘର ସଂସାର କରିଥିଲେ । ଆଉ ୮ ବର୍ଷ ହେଲା ଘର ସଂସାର କରିବା ପରେ ମଧ୍ୟ ଏହି ଯୁବତୀ ଜଣକ ତାର ପ୍ରେମିକ ସହ ସମ୍ପର୍କରେ ଥିଲେ ଆଉ ତାଙ୍କୁ ଟଙ୍କା ପଠାଉଥିଲେ । ଏହି ମହିଳାଙ୍କ ସ୍ଵାମୀ ଏବେ ଏହି ବିଷୟରେ ଜାଣି ପାରିଥିଲେ ।ଆଉ ଏହାର ଭିଡିଓ କରିଥିଲେ । ଏହି ମହିଳା ଜଣକ ବିବାହ ପୂର୍ବରୁ ପ୍ରେମ କରୁଥିଲେ ଆଉ ତାଙ୍କର ପ୍ରେମିକ ସହ ବିବାହ କରିବାକୁ ଘର ଲୋକେ ମନା କରିଥିଲେ । ତାପରେ ଏହି ମହିଳା ଜଣକ ଏହି ବ୍ୟକ୍ତି ଜଣଙ୍କୁ ବିବାହ କରି ଦେଇଥିଲେ । ତାପରେ ମଧ୍ୟ ଏହି ମହିଳା ଜଣକ ତାର ପ୍ରେମିକ ଜଣଙ୍କୁ ଭୁଲିପାରିି ନଥିଲେ । 
ଏହି ମହିଳା ଜଣକ ସ୍ବାମୀଙ୍କ ପକେଟରୁ ଟଙ୍କା ଚୋରି କରି ତାର ପ୍ରେମିକ ଜଣଙ୍କୁ ଦେଉଥିଲା । ଆଉ ଏଭଳି କରି ଏହି ମହିଳା ଜଣକ ତାର ପ୍ରେମିକକୁ ୮୦ ହଜାର ଟଙ୍କା ଦେଇ ସାରିଲାଣି । ଏହି ସ୍ଵାମୀ ଜଣକ ଏହି ବିଷୟରେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଆଉ ସବୁ ସତକଥା ସ୍ତ୍ରୀ ଜଣକ କହିଥିଲେ । ଏବେ ଏହି ସ୍ତ୍ରୀ ଜଣଙ୍କୁ ତାର ସ୍ଵାମୀ ଛାଡ଼ପତ୍ର ଦେଇଛି । ଆଉ ଏବେ ସ୍ତ୍ରୀ ଜଣକ ତାର ବାପଘରେ ରହୁଥିବା ବେଳେ ସ୍ଵାମୀ ଏବଂ ଦୁଇଛୁଆ ଅଲଗା ରହୁଛନ୍ତି । ଏବେ ଏହି ସ୍ତ୍ରୀ ଜଣଙ୍କୁ ନେଇ ଅନେକ କଥା ଆସୁଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web