Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଟ୍ରାକରେ ପଡ଼ିଛି ମୁଣ୍ଡ ବିହୀନ ମୃ-ତଦେହ,ହ-ତ୍ୟା ସନ୍ଦେହ...!

 
Gg
ତିନିଦିନ ହେଲା ନିଖୋଜ ଥିଲେ ହେଲେ ଆଜି ରେଳ ଧାରଣା ରୁ ମିଳିଲା ଯୁବକଙ୍କ ମୃ-ତ ଦେହ। କେନ୍ଦ୍ରାପଡ଼ାର ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଠାରେ ରେଳ ଧାରଣାରେ ଯୁବକଙ୍କ ମୃ-ତ ଦେହ ଠାବ କରାଯାଇଛି। ରେଳ ଧାରଣା ରେ ଯୁବକଙ୍କ ମୁଣ୍ଡ ଅଲଗା ହୋଇ ଯାଇଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସ କୁ ଖବର ମଧ୍ୟ ଦିଆଯାଇ ଥିଲା। ଏହି ମୃ-ତ ଯୁବକ ଜଣକ ହେଲେ ଚାନ୍ଦ ପଞ୍ଚାୟତର ଦୁର୍ଗା ପ୍ରସାଦ ସାହୁ।
Gg
ସେଠାରେ କେହି କହିଛନ୍ତି କି ଯୁବକ ଜଣକ ବୋଧ ହୁଏ ପ୍ରେମରେ ବିଫଳ ହୋଇ ତାଙ୍କର ଜୀବନ ହାରୀ ଦେଇଛନ୍ତି ବୋଲି। ଏନେଇ କୌଣସି ସତ୍ୟତା ମଧ୍ଯ ଜଣା ପଡି ପାରି ନାହିଁ। ଆଉ କେହି ଏହା ମଧ୍ୟ କହୁଛନ୍ତି କି ମୃ-ତ-କ ଜଣକ ଗାଁ ର ଲୋକଙ୍କ ଠାରୁ ଅନେକ ଟଙ୍କା ଧାର କରଜ କରିଥିଲେ। ଯାହା ଫଳରେ କି ଲୋକମାନେ ଟଙ୍କା ମାଗିବା ପାଇଁ ତାର ପଛରେ ପଡି ଯାଇଥିଲେ। ଶେଷରେ ସେ ଟଙ୍କା ନଦେଇ ପାରି ଜୀବନ ହାରୀ ଥାଇ ପାରେ।
Gg
ମାନସିକ ଭାରସାମ୍ୟ ହରାଇ ସେ ଗତ ଶୁକ୍ରବାର ଦିନ ଠାରୁ କେଉଁ ଆଡେ ଚାଲି ଯାଇଥିଲେ ବୋଲି ଲୋକେ କହିଛନ୍ତି। ତାଙ୍କ ଘରେ ମଧ୍ୟ ବୃଦ୍ଧ ମାଆ ବାପା କୁ ଛାଡି ଦେଲେ ଆଉ କେହି ହେଲେ ମଧ୍ଯ ନାହାଁନ୍ତି। ସେ ଏକମାତ୍ର ପୁଅ ଥିବା ବେଳେ ତାଙ୍କର ଏବେ ମୃ-ତ-ଦେହ ମିଳିଛି। ଉକ୍ତ ଯୁବକ ଦୁର୍ଗା ପ୍ରସାଦ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟ୍ ପକେଟ୍ ରୁ ତାଙ୍କର ଆଧାର କାର୍ଡ ମିଳିଛି। ଯାହା ଫଳରେ କି ପୋଲିସ ତାଙ୍କର ପରିଚୟ ମଧ୍ୟ ପାଇଛି।
ଏହି ରିପୋର୍ଟ ଆସିବା ପରେ ହିଁ ମୃ-ତ୍ୟୁ ପଛରେ ଥିବା ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ। ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ ର ଯୁବପିଢୀ ହଠାତ୍ କିଭଳି ଭାବରେ ନିଷ୍ପତ୍ତି ନେଇ ଯାଉଛନ୍ତି ଯାହାକି ଆଦୌ ହେଲେ ମଧ୍ୟ ଗ୍ରହଣ ଯୋଗ୍ୟ ନୁହେଁ। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.