Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଟ୍ରଫି ପୂର୍ବରୁ ବିବାଦ ପୁଣି ଭାରତକୁ ଅପମାନିତ କଲା ପାକିସ୍ତାନ

 
Yh
ଆପଣମାନେ ତ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ ।ଚାଲିଛି ଆଇସିସି ଚମ୍ପିୟାନ ଟ୍ରଫି ୨୦୨୫ ର ଆୟୋଜନ । ପାକିସ୍ତାନ ମାଟିରେ ଏହି ବିରାଟ ଆୟୋଜନ ଚାଲିଛି ବୋଲି ସୂଚନା ମିଳିଛି । ଭାରତ ସହ ପାକିସ୍ତାନ ବଡ ଖେଳ ଖେଳିଛି ବୋଲି ସୂଚନା ମିଳିଛି । ପୁଣି ଭାରତକୁ ଅପମାନିତ କରାଯାଉଛି ବୋଲି ଖବର ଆସିଛି । ପାକିସ୍ତାନ କରିଛି ଏଭଳି କାମ ବୋଲି ଏବେ ସୂଚନା ମିଳିଛି । 
Hh
ପାକିସ୍ତାନ ସହ ଭାରତର ସମ୍ପର୍କ ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । କେବେ ଷ୍ଟାଡିୟମକୁ ନେଇ ତ ଆଉ କେତେବେଳେ ଆୟୋଜନକୁ ନେଇ ଆସୁଛି ଖବର । ଏବେ ପତାକାକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ଏହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଭାରତର ସମ୍ମାନ ହେଉଛି ତ୍ରିରଙ୍ଗା ପତାକା । ଆଉ ଏବେ ଏହାକୁ ନେଇ ଆସିଛି କିଛି ଖବର ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Hh
ପାକିସ୍ତାନରେ ହେଉଛି ଆଇସିସି ଚମ୍ପିୟାନ୍ସ ଟ୍ରଫିର ବଡ ଆୟୋଜନ । ଏବେ ଏହାକୁ ନେଇ ବିବାଦ ସାମ୍ନାକୁ ଆସୁଛି ବୋଲି ସୂଚନା ମିଳିଛି । ଏବେ ଏହି ବଡ ଆୟୋଜନ ପୂର୍ବରୁ ଘଟିଛି ଏହି ଘଟଣା । ଏହି ଘଟଣା ହେଉଛି କରାଚିରେ ଆୟୋଜନ ହେଉଥିବା ଏହି ଚମ୍ପିୟାନ୍ସ ଟ୍ରଫିରେ ଭାରତର ପତାକା ଲାଗି ନଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏବେ ଏହାକୁ ନେଇ ବିବାଦ ଆସୁଛି । ଏହି ସ୍ଥାନରେ ଅନ୍ୟ ଦେଶର ପତାକା ଦେଖାଯାଉଛି ଆଉ ଭାରତର ପତାକା ସେଥିରେ ନାହିଁ । ଏବେ ଏହାକୁ ନେଇ ଭାରତୀୟ କ୍ରିକେଟ ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି । 
ପାକିସ୍ତାନକୁ ଖେଳିବାକୁ ଇଣ୍ଡିଆ ଟିମ୍ ଯିବ ନାହିଁ ବୋଲି ସୂଚନା ମିଳିଛି । କରାଚିରେ ହେବାକୁ ଯାଉଥିବା ଆୟୋଜନରେ ଭାରତର ପତାକା ଲାଗି ନାହିଁ ଏହାର ସଠିକ୍ କାରଣ ଜଣାପଡି ନାହିଁ । ଭାରତ ଟିମ୍ ଫାଇନାଲ ଗଲେ ମଧ୍ୟ ମ୍ୟାଚ୍ ଦୁବାଇରେ ହେବ ବୋଲି ସୂଚନା ମିଳିଛି । କରାଚିରେ ନ୍ୟୁଜଲ୍ୟାଣ୍ଡ, ସାଉଥ୍ ଆଫ୍ରିକା, ପାକିସ୍ତାନ ଏବଂ ଅନେକ ଦଳ ଖେଳ ଖେଳିବେ ବୋଲି ସୂଚନା ମିଳିଛି । କିଛିଦିନ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସିଛି । ୧୯ ଫେବୃଆରୀ ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖ ଯାଏଁ ଏହି ଖେଳ ଖେଳାଯିବ । ଭାରତ ପାକିସ୍ତାନ ମଧ୍ୟରେ ଖେଳ ୨୩ ତାରିଖରେ ଦୁବାଇରେ ଖେଳାଯିବ ବୋଲି ସୂଚନା ମିଳିଛି ।

Around The Web