Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଉଡ଼ିଯାଇଥାନ୍ତେ ଯବାନ ହଠାତ୍‌ ଢୋ କରି ଫୁଟିଲା ଲ୍ୟାଣ୍ଡମାଇନ୍

 
Bb
ଉଡ଼ି ଯାଇଥାନ୍ତେ ଯବାନ କାରଣ ଢୋ କରି ଫୁଟିଥିଲା ଲ୍ୟାଣ୍ଡ ମାଇନ୍। ମାତ୍ର କ୍ଷଣିକ ମଧ୍ୟରେ ଚାଲି ଯାଇଥାନ୍ତା ଜୀବନ।ସବୁକିଛି ଓଲଟା ପାଲଟା ହୋଇ ଯାଇ ଥାଆନ୍ତା। ମାତ୍ର କ୍ଷଣିକ ମଧ୍ୟରେ ଫୁଟି ଥିଲା ଲ୍ୟାଣ୍ଡ ମାଇନ୍। ଏଭଳି ଭାବରେ ଜୋର୍ ଶବ୍ଦ କରି ଲ୍ୟାଣ୍ଡ ମାଇନ୍ ଫୁଟି ଥିଲା ଯେ ଯାହା ଆପଣ ମଧ୍ୟ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ଏହାର ଟାର୍ଗେଟ ରେ ଥିଲେ ଯବାନ ମାନେ।
Bb
ନକ୍ସଲ ମାନେ ବଡ଼ କାଣ୍ଡ ଘଟାଇବା ପାଇଁ ସବୁକିଛି ଭଲ ଭାବରେ ପ୍ରସ୍ତୁତ କରି ରଖିଥିଲେ। ହେଲେ ସଠିକ୍ ସମୟରେ ଚାଲାକ୍ ପଡି ଯାଇଥିଲେ ଯବାନ। ଆଉ କରି ଦେଇଥିଲେ ନକ୍ସଲ ମାନଙ୍କ ଯୋଜନା କୁ ପଣ୍ଡ। ଛତିଶଗଡ଼ ସୀମାନ୍ତ ରେ ସୁରକ୍ଷା କର୍ମୀ ଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ରାସ୍ତାରେ ଲଗାଇ ଥିଲେ ପ୍ରାୟ ୨୫ କିଲୋଗ୍ରାମ ଓଜନର ଲ୍ୟାଣ୍ଡ ମାଇନ। ହେଲେ ମାଓବାଦୀ ମାନଙ୍କ ଏହି ଚାଲାକ୍ କୁ ପୁଣି ଥରେ ପଣ୍ଡ କରିଛନ୍ତି ଯବାନ।
Hg
ଲ୍ୟାଣ୍ଡ ମାଇନ୍ ଡିଟେକ୍ଟର ରେ ଏହା ଠାବ ହେବା ପରେ ଏହାକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରା ଯାଇଛି। ଅବାପଲ୍ଲୀ ଜଙ୍ଗଲ ରାସ୍ତାରେ ଯବାନ ମାନେ ମିଳିତ ଭାବରେ କୁମ୍ବିନ ଅପରେସନ କରିଥିଲେ। ମୂଖ୍ୟ ରାସ୍ତା ଉପରେ ଏକ ଆଇଡି ଲଗାଇ ଥିଲେ ମାଓବାଦୀ ମାନେ। ହେଲେ ଯବାନ ମାନେ ଏହାକୁ ଚିହ୍ନଟ କରି ଏକ ବଡ଼ ଅଘଟଣ କୁ ଏଡାଇ ଦେଇଛନ୍ତି। ଯାହାର ଦୃଶ୍ୟ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।
ମାଓବାଦୀ ମାନେ ରାସ୍ତା କଡ଼ରେ ଏକ ଡ୍ରମ ଭିତରେ ଏହାକୁ ପୋତି ଥିବାର ଜଣା ପଡ଼ି ଥିଲା। ସୁରକ୍ଷା ବାହିନୀ ଙ୍କ ଗାଡ଼ି କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସେମାନେ ଏଭଳି କରିଥିବା ଜଣା ପଡିଥିଲା। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଥିବା ବେଳେ ସୁରକ୍ଷା କର୍ମୀ ଙ୍କ ଖୁବ ପ୍ରଶଂସା ମଧ୍ୟ କରା ଯାଉଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.