ଆରେ ସରକାର କଣ ମୂର୍ଖ? ଦେଖା ଯାଉନି କି ଏହା ମ-ର୍ଡ-ର,କେସ କଣ ପାଇଁ ଦବେଇ ଦିଆ ହଉଛି : ସୁର ରାଉତରାୟ

ଏସବୁ ଯାହା ଚାଲିଛି ତାହା ସମସ୍ତଙ୍କୁ ଜଣା ଆଉ ଏହା ସୁପରିକଳ୍ପିତ ମ-ର୍ଡ-ର, ଦୋଷୀ ଙ୍କୁ ଦଣ୍ଡ ମିଳୁ, ସରକାର କଣ ପାଇ ଏଇ ଘଟଣା ଦବେଇ ଦେଉଛନ୍ତି କେଜାଣି , ଯିଏ ବି ଦେଖିବ କହିବ ଏହା ସୁପରିକଳ୍ପତ ମ-ର୍ଡ-ର

ବିରୋଧୀ ଦଳ ନେତା ସୁର ରାଉତରାୟ ସିଧା ସଳଖ ଏଇ ମାମଲା କୁ ମ-ର୍ଡ-ର ବୋଲି ଦାବି କରିଛନ୍ତି ଆଉ ସରକାର ଙ୍କୁ ଟାର୍ଗେଟ କରି କହିଛନ୍ତି କି ସରକାର ସାମିଲ ଅଛନ୍ତି ଏଇ ମାମଲା ରେ ବୋଧେ ନହେଲେ ଘଟଣା କୁ ଦବେଇ ଦେଉଛନ୍ତି କଣ ପାଇଁ

ତେବେ କହି ରଖୁଛୁ ଆଶ୍ଚର୍ୟ୍ଯ ଜନମ ଭାବେ ବିଦ୍ୟା, ରୋଷେଇଆ, ଆଉ ସଂପୃକ୍ତ DFO ଙ୍କୁ ଗୋଟେ ଦିନ ରେ ଜେରା କରି ସନ୍ଧ୍ୟା ବେଳକୁ ସମସ୍ତେ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିବା ଗଜପତି ଏସପି ଙ୍କ ଭୂମିକା ବି ସନ୍ଦେହ ଜନକ ଲାଗୁଛି

ଏଇ ଘଟଣା ରେ ବହୁତ୍ ବଡ଼ ବଡ଼ ମାଛ ଅଛନ୍ତି ଯେଉଁମାନେ DFO କୁ ଘଣ୍ଟ ଘୋଡେ଼ଇ ଦେଲେ, କାରଣ ଏଇ ସବୁ ଦେଖିଲେ ଛୋଟ ଛୁଆ ବି କହିଦେବ ଏହା ହ-ତ୍ୟା, ଏମାନେ କହୁଛନ୍ତି କି ସବୁ ନିର୍ଦ୍ଦୋଷ, ତାହାଲେ ସୌମ୍ୟ କେମିତି ମଲେ

ସବୁ ଅନ୍ଧ ଏଠି ବୋଧେ, କିଛି ଦିନ ଅପେକ୍ଷା କରନ୍ତୁ ସୌମ୍ୟ ଙ୍କୁ ମୁଣ୍ଡ ଦୋଷ ଥିଲା ଆଉ ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି କହି ପୋଲିସ କେସ କୁ ବନ୍ଦ କରିଦେବ ଆପଣ ଖାଲି ଦେଖନ୍ତୁ

ତେବେ ସୌମ୍ୟ ଙ୍କ ବାପା ହାଇକୋର୍ଟ ଯିବାକୁ ନିଷ୍ପତି ନେଇଛନ୍ତି ହେଲେ ପୋଲିସ ହୁଏତ ପ୍ରମାଣ ନଷ୍ଟ କରିଥିବ, ଯାହା ପ୍ରାଥମିକ ତଦନ୍ତ ତାହା ବି ପୋଲିସ ହାତରେ ତେଣୁ କେସ କୁ ବାଟବଣା କରିବାରେ ପୋଲିସ ର ଭୂମିକା ବି ବଡ଼ ଅଛି ବୋଲି ସୌମ୍ୟ ଙ୍କ ଓକିଲ କହିଛନ୍ତି, ତେବେ ଦେଖ ଯାଉ କଣ ହଉଚି ଆଗକୁ

Leave a Reply

Your email address will not be published. Required fields are marked *