ସ୍ବାମୀ ନଥିବା ଶିକ୍ଷୟିତ୍ରୀଙ୍କୁ ଏକୁଟିଆ ପାଇ କିଏ ଏମିତି କଲା
Feb 22, 2025, 11:08 IST

ମହିଳା ଜଣଙ୍କର ସ୍ଵାମୀ ଦୁଇବର୍ଷ ତଳେ ଏହି ଦୁନିଆ ଛାଡି ଚାଲି ଯାଇଥିଲେ । ଆଉ ଏବେ ସେ ଏକୁଟିଆ ତାଙ୍କ ଶାଶୁଘରେ ରହୁଥିଲେ । ସ୍ଵାମୀ ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲା ପରେ ମଧ୍ୟ ନିଜ କର୍ତ୍ତବ୍ୟରେ କେବେବି ହେଳା କରିନଥିଲେ ଏହି ଶିକ୍ଷୟତ୍ରୀ ଜଣକ । ପ୍ରଧାନ ଶିକ୍ଷୟତ୍ରୀ ଭାବରେ ପ୍ରଭାତୀ ଦେହୁରିଙ୍କ ନାଁ ବହୁତ ଖ୍ୟାତି ଥିଲା । ଏହି ଶିକ୍ଷୟତ୍ରୀ ଜଣକ ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି ।

ଏହି ଶିକ୍ଷୟତ୍ରୀ ଜଣଙ୍କ ମୃ-ତଦେହ ଆଜି ଦେଖିବାକୁ ମିଳିଛି । ଏହି ଖବର ଏବେ ଢେଙ୍କାନାଳ ଜିଲ୍ଲାର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶଶୁର ଘର ସାମ୍ନାରେ ଥିବା ବନ୍ଦ କୋଠରୀ ଭିତରୁ ମିଳିଲା ଶିକ୍ଷୟତ୍ରୀ ଜଣଙ୍କର ମୃ-ତଦେହ । ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଥିଲା । ଏହି ଜିଲ୍ଲାର ତୁମୁସିଙ୍ଗା ଥାନା ଅଧୀନ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତୀ ପରିଡ଼ା । ସେ କେବେବି ତାଙ୍କ କାର୍ଯ୍ୟରେ ହେଳା କରନ୍ତି ନାହିଁ ।

ଏହି ଶିକ୍ଷୟତ୍ରୀ ଜଣଙ୍କର ପରିବାର ଲୋକେ ଏହା ହ-ତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଶିକ୍ଷୟତ୍ରୀ ଜଣକ ସ୍ଵାମୀ ମରିଯିବା ପରେ ମଧ୍ୟ ନିଜକୁ ସମ୍ଭାଳି ନେଇଥିଲେ । ଆଉ ହଠାତ୍ ଏଭଳି ଘଟଣା ଘଟିବାକୁ ନେଇ ପରିବାର ଲୋକଙ୍କ ଏଭଳି ବୟାନ ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ସାଇଣ୍ଟିଫିକ ଟିମ୍ ସାଥିରେ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତଦନ୍ତ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ।
ଏହି ଶିକ୍ଷୟତ୍ରୀ ଜଣଙ୍କୁ କେହି ମାରି ଦେଇ ଏଭଳି ରସିରେ ଟାଙ୍ଗି ଦେଇଛି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ଏହାକୁ କେହି ଆ-ତ୍ମ-ହ-ତ୍ୟା ବୋଲି କହିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରୁଛି । ଏବେ ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ଉଚିତ୍ ବୋଲି ପରିବାର ଲୋକେ ଦାବି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାର କଣ କାରଣ ରହିଛି ତାହା ଜଣାପଡ଼ିବ ।