Movie prime

ସ୍ବାମୀର ଛାତିକୁ ଧାରୁଆ ବ୍ଲେଡରେ କାଟି ଡାମ୍ଫଣରେ ସିଲେଇ କଲା ସ୍ତ୍ରୀ ଆଉ ତାପରେ ...

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଅନେକ କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କିଛି କଥା ଆସିବ । ଆଜିକାଲି ଦୁନିଆରେ ସବୁ ପରିବାରରେ ଝଗଡ଼ା ହେଇଥାଏ । ପତି ଏବଂ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ନିତିଦିନିଆ ଘଟଣା ଅଟେ । 
Nn
ଆଜିର ବ୍ୟସ୍ତ ବହୁଳ ଜୀବନରେ ଭୁଲ ବୁଝାମଣା ହେବା ଏକ ସ୍ଵାଭାବିକ ଘଟଣା ହୋଇଗଲାଣି । ଏହି ଭୁଲ ବୁଝାମଣା ପାଇଁ ଅନେକ ପରିବାରରେ ସ୍ଵାମୀ ସ୍ତ୍ରୀ ଅଲଗା ହୋଇଗଲେଣି । ଯାହାକୁ ସାତ ଜନ୍ମର ସାଥୀ କରିବା ପାଇଁ ଭାବିଥିଲେ ତାହା ଅଳ୍ପ କ୍ଷଣରେ ନଷ୍ଟ ହୋଇଯାଉଛି । ବୈବାହିକ ଜୀବନରେ ଏଭଳି ଘଟଣା ସତେ ଯେପରି ସାମାନ୍ୟ ହୋଇଗଲାଣି । ଏମିତି କିଛି ଭୁଲ ପାଇଁ ନିଜ ସାଥିକୁ ମାରିଦେବା ଏହା କଣ ଠିକ୍ ? ଏବେ ଏଭଳି କିଛି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Bb
ସ୍ୱାମୀର ଛାତିକୁ ବ୍ଲେଡରେ କାଟି ଦେଲା ନୃଶଂସ ସ୍ତ୍ରୀ ଆଉ କାଟିବା ପରେ ଡାମ୍ଫଣରେ ସିଲେଇ କରିଲା । ସ୍ଵାମୀ ରଡ଼ି ଛାଡି ଛାଡି କାନ୍ଦୁଥିଲା ଆଉ ସ୍ତ୍ରୀକୁ ନେହୁରା ହେଉଥିଲା କିନ୍ତୁ ଏହି ନୃଶଂସ ସ୍ତ୍ରୀ ଜଣକ କିଛି ବି ଶୁଣୁ ନଥିଲା । ନୃଶଂସ ସ୍ତ୍ରୀ ଜଣକ ସ୍ୱାମୀର ଛାତି ଆଉ ପେଟକୁ ବ୍ଲେଡରେ କାଟି ଗୋଡ ପୋଛା ଅଖାର ସୂତାକୁ ନେଇ ସିଲେଇ କରିଥିଲା । ରକ୍ତ ଦେଖି ହସୁଥିଲା ସ୍ତ୍ରୀ ଜଣକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମ ଅଞ୍ଚଳରେ । ଏହି ଅଞ୍ଚଳର ବିଜୟ କୁମାରଙ୍କ ସହିତ ଏଭଳି ଘଟଣା ଘଟିଥିଲା ।
ହଠାତ୍ ବିଜୟଙ୍କ ପରିବାର ଲୋକଙ୍କୁ ଖବର ଆସିଥିଲା କି ବିଜୟଙ୍କ ଦେହାନ୍ତ ହୋଇଛି । ଆଉ ପରିବାର ଲୋକ ପଚାରିବାରୁ ତାଙ୍କ ସ୍ତ୍ରୀ କହିଥିଲେ ପଡି କରି ସେ ମୃ-ତ୍ୟୁବରଣ କରିଛନ୍ତି । ଏହାପରେ ତାଙ୍କୁ ଶ୍ମଶାନକୁ ନେବା ପାଇଁ ସବୁ ବ୍ୟବସ୍ଥା କରାଗଲା । ଏହାପରେ ତାଙ୍କ ଡ୍ରେସ୍ ଖୋଲିବା ପରେ ବ୍ଲେଡ ଦାଗ ଆଉ ଡାଫଣ ଦେଖି ଥାନାରେ ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ସ୍ତ୍ରୀ ଜଣଙ୍କୁ ପଚାରିବାରୁ ସେ ସବୁ ସତ କଥା କହିଥିଲେ । ଏବେ ଏନେଇ ଚର୍ଚ୍ଚା ହେଉଛି ।

Around The Web