Movie prime

ଛାଡପତ୍ରକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ନେବେ ଏହି ନିଷ୍ପତି

 
Gh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଐଶ୍ଵର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତି ଗଲାଣି। ଏହି ଦମ୍ପତିଙ୍କର୍ ଗୋଟେ ଝିଅ ଆରାଧ୍ୟା ମଧ୍ୟ ରହିଛି ଯିଏ କି ତାଙ୍କ ମାଆ ଐଶ୍ଵର୍ଯ୍ୟାଙ୍କ ସହିତ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ଗତ କିଛିଦିନ ହେବ ପ୍ରସଂଶକ ମାନେ ଐଶ୍ଵର୍ଯ୍ୟା ଓ ଅଭିଷେକଙ୍କ ଯୋଡ଼ିକୁ ନେଇ ଚିନ୍ତିତ ଥିଲେ। ଅନୁମାନ କରାଯାଉଥିଲା ଯେ, ଏହି ଦମ୍ପତି ପରସ୍ପରକୁ ଛା-ଡ଼-ପ-ତ୍ର ଦେବାକୁ ଚାହୁଁଛନ୍ତି ଯାହାକୁ ନେଇ ଅନେକ ଖବର ମଧ୍ୟ ପ୍ରଚାର ହେଇଥିଲା। 
Vv
ମାତ୍ର ଏବେ ସବୁ ସତ ଧିରେ ଧିରେ ସାମ୍ନାକୁ ଆସିଛି। ପ୍ରଚାର ହେଇଥିବା ଖବର ମିଛ ବୋଲି ଜଣାପଡିଛି। ଏହାକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିଷେକ ବଚ୍ଚନ। ତେବେ ବେଶ୍ କିଛିଦିନ ହେଲା ଅଭିଷେକ ବଚ୍ଚନ ଓ ପତ୍ନୀ ଐଶ୍ଵର୍ଯ୍ୟା ରାୟଙ୍କ ବିବାହ ବିଛେଦକୁ ନେଇ ଚର୍ଚ୍ଚା ହେଇ ଆସୁଥିବା ବେଳେ ଗତ ଜୁଲାଇ ମାସରେ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହରେ ଅଭିଷେକ ଓ ଐଶ୍ଵର୍ଯ୍ୟା ଅଲଗା ଅଲଗା ଯାଇ ଯୋଗ ଦେଇଥିଲେ। 
Gg
ଉଭୟଙ୍କୁ ପରସ୍ପର ଠାରୁ ଦୂରେଇ ରହୁଥିବାର ଦେଖି ଦୁହିଁଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ନାହିଁ ବୋଲି ଲୋକ ମାନେ ଭାବି ନେଥିଲେ। ଆଉ ଏହାପରେ ଅଭିଷେକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା।। ଏଥିରେ ଐଶ୍ଵର୍ଯ୍ୟାଙ୍କ ସହିତ ଅଭିଷେକଙ୍କର ବିବାହ ବିଚ୍ଛେଦ ହେଇଥିବା ସେ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ତାହା ଏଆଇ ଦ୍ଵାରା ପ୍ରସ୍ତୁତ ଡିଫେକ୍ ଭିଡିଓ ବୋଲି ଜଣାପଡିଛି। ଭିଡିଓଟି ଭାଇରାଲ ହେବା ପରେ ଅଭିଷେକ ବିବାହ ବିଚ୍ଛେଦ ଖବରକୁ ନେଇ ମୁଁହ ଖୋଲିଛନ୍ତି। 
ବଲିଉଡ ୟୁକେ ମିଡିଆ ସହିତ ସାକ୍ଷାତକାରରେ ଏନେଇ ଅଭିଷେକଙ୍କୁ ପ୍ରଶ୍ନ କରାଯାଇଥିଲା। ଆଉ ଅଭିଷେକ ଉତ୍ତରରେ ନିଜ ଆଙ୍ଗୁଳିରେ ପିନ୍ଧିଥିବା ବିବାହ ମୁଦି ଦେଖାଇ କହିଥିଲେ ଯେ, ମୁ ଏବେବି ବିବାହିତ। ଆପଣଙ୍କୁ କହିବା ପାଇଁ ମୋ ପାଖରେ କିଛି ବି ନାହିଁ। ଆଉ ଏହି ବିବାହ ବିଚ୍ଛେଦ ମିଛ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଉ ସେଦିନ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ବିବାହରେ ଅଲଗା ଅଲଗା ପହଞ୍ଚିବାର କାରଣ ମଧ୍ୟ କହିଥିଲେ ଅଭିଷେକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.