Movie prime

ସିମ କାର୍ଡକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ସିମ ଅଦଳ ବଦଳ କଲେ ଯାଇ ପାରନ୍ତି ଜେଲ୍ !!

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସିମ୍ କାର୍ଡ ପାଇଁ ବଦଳିଲା ନିୟମ। ସରକାର କଲେ ନୂଆ ନିୟମ। ୯ରୁ ଅଧିକ ସିମ୍ କିଣିଲେ ଦେବାକୁ ପଡ଼ିବ ଜରିମାନା। ଏହି ନୂଆ ଟେକିଲମ୍ ଆକ୍ଟରେ ସିମ୍ କାର୍ଡ କିଣିବାଠାରୁ ଆରମ୍ଭ କରି ଫେକ୍ କନେକ୍ସନକାଲ୍ ଟାପିଂକୁ ନେଇ ଅନେକ ବଡ଼ ଖବର ରହିଛି। ଗତ ବର୍ଷ ଡିସେମ୍ୱରରେ କେନ୍ଦ୍ର ସରକାର ନୂଆ ଟେଲିକମ୍ ବିଲକୁ ଲୋକସଭାରେ ଆଗତ କରିଥିଲେ। ବିଲ୍ ଉପସ୍ଥାପନ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଥିଲା। ଏବେ ଆକ୍ଟର କିଛି ଭାଗକୁ ଜୁନ୍ ୨୬ରେ ଲାଗୁ କରାଯିବ। ଏହି ନୂଆ ଟେଲିକମ୍ ଆକ୍ଟ ୯ରୁ ଅଧିକ ସିମ୍ କାର୍ଡ କିଣି ଥିବା ଲୋକଙ୍କ ଉପରେ ଭାରି ପଡ଼ିପାରେ। 
Hh
ଟେଲିକମ୍ ଆକ୍ଟ ୨୦୨୩ ଲାଗୁ ହେବା ପରେ ୧୫୦ ବର୍ଷ ପୁରୁଣା ଇଣ୍ଡିଆନ ଟେଲିଗ୍ରାଫ୍ ଆକ୍ଟ ୧୮୮୫ ଶେଷ ହୋଇଯିବ। ନୂଆ ଟିଲେକମ୍ ଆକ୍ଟ ଏହାର ସ୍ଥାନ ନେବ। ଏହାସହ ୧୯୯୩ ୱାୟରଲେସ୍ ଟେଲିଗ୍ରାଫ୍ ଆକ୍ଟକୁ ମଧ୍ୟ ଏହି ନୂଆ ଆଇନ ଶେଷ କରିଦେବ। ସରକାର ଫେକ୍ ସିମ୍ କାର୍ଡ ଏବଂ ଜାଲିଆତି ଉପରେ ଲଗାମ ଲଗାଇବା ପାଇଁ ନୂଆ ଟେଲିକମ୍ ଆଇନରେ ଅନେକ ବଡ଼ ପ୍ରାବଧାନ ଯୋଡିଛନ୍ତି। ଯେଉଁଥିରେ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ମୋଟା ଅଙ୍କର ଜରିମାନା ସାମିଲ ରହିଛି। 
Bb
ଯଦି କୌଣସି ୟୁଜରଙ୍କ ଆଧାର କାର୍ଡରୁ ୯ରୁ ଅଧିକ ସିମ୍ ଜାରି ହୋଇଛି, ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ। ତେବେ ଏହି ଜରିମାନା ପ୍ରଥମଥର ଭୁଲ ପାଇଁ । ଯଦି କୌଣସି ବ୍ୟକ୍ତି ଭୁଲକୁ ବାରମ୍ଵାର ଦୋହରାନ୍ତି ତେବେ ୨ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିବ। ଏହା ବ୍ୟତିତ ଯଦି ଭୁଲ ମାର୍ଗରେ ୟୁଜର ଆଡି ବ୍ୟବହାର କରି ସିମ୍ କାର୍ଡ କିଣାଯାଏ, ତେବେ ତିନି ବର୍ଷ ଯାଏ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ। 
ସେହିପରି ଟେଲିକମ୍ ଅପରେଟର୍ସ ୟୁଜରଙ୍କ ଭେରିଫିକେସନ କେବଳ ବାୟୋମେଟ୍ରିକ ବେସଡ୍ ଆଇଡେଣ୍ଟିଫିକେସନ କରିବାକୁ ପଡ଼ିବ। ଏହା ପୂର୍ବରୁ ୨୦୨୪ ଫେବ୍ରୁଆରୀ ୭ରେ ଫେକ୍ ସିମ୍ କାର୍ଡ ଉପରେ କେନ୍ଦ୍ର ସରକାର କଡ଼ା ପ୍ରହାର କରିଥିଲେ। ସରକାର ୩.୨ ଲକ୍ଷ ସିମ୍ କାର୍ଡକୁ ବ୍ଲକ୍ କରିଥିଲେ। ସରକାର କହିଥିଲେ ଯେ ପୋଲିସ ୩.୨ ଲକ୍ଷ ସିମ୍ କାର୍ଡ ଏବଂ ୪୯ ହଜାର ଆଇ.ଏମ.ଇଆଇର ରିପୋର୍ଟ କରିଥିଲା, ଯାହା ପରେ ସରକାର ଏହି ସିମ୍ କାର୍ଡକୁ ବ୍ଲକ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଇଏମଇଆଇ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.