Movie prime

ଥାନାରେ କାନ୍ଦି କାନ୍ଦି ଏମିତି କହୁଛି ପ୍ରେମିକା ମୋ ପେଟରେ ଛୁଆ ରଖି କୁଆଡେ ପଳେଇଲ...

 
Tt
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅ ଆଉ ପୁଅ ଦେଢବର୍ଷ ଧରି ପ୍ରେମ କରୁଥିଲେ । ଆଉ ପୁଅ ଜଣକ ସହ ଝିଅ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲା । ଏହି ପ୍ରେମିକ ଆଉ ପ୍ରେମିକା ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । ସେମାନଙ୍କ ଭିତରେ ଶାରିରୀକ ସମ୍ପର୍କ ଥିଲା । ଆଉ ଏହାପରେ ଏହି ପ୍ରେମିକା ଜଣକ ସବୁଦିନ ପାଇଁ ତାର ଘର ଛାଡ଼ି ଏହି ପ୍ରେମିକ ଜଣଙ୍କ ପାଖକୁ ପଳାଇ ଆସିଥିଲେ । ଆଉ ଏବେ ଏହି ପ୍ରେମିକା ଜଣଙ୍କୁ ଧୋକା ଦେଇଛନ୍ତି ପ୍ରେମିକ ଜଣକ ।
Gg
ଏହି ପ୍ରେମିକ ଆଉ ପ୍ରେମିକା ଘର ଛାଡ଼ି ପଳାଇ ଆସିବା ପରେ ଏକ ଭଡ଼ା ଘରେ ରହିଥିଲେ । ଆଉ ଭଡ଼ା ଘରେ କିଛି ଦିନ ରହିବା ପରେ ପ୍ରେମିକା ଜଣକ ଗର୍ଭବତୀ ଅଛନ୍ତି ବୋଲି ଜଣା ପଡ଼ିଥିଲା । ଆଉ ଏହି ଗର୍ଭବତୀ ପ୍ରେମିକା ଜଣଙ୍କୁ ଛାଡି ପ୍ରେମିକ ଜଣକ ଏଭଳି କାମ କରିବ ବୋଲି କେହି କେବେ ଭାବି ନଥିଲେ । ଏହି ପ୍ରେମିକ ଆଉ ପ୍ରେମିକା ପରସ୍ପରକୁ ବହୁତ ଭଲ ପାଉଥିଲେ କିନ୍ତୁ ଠିକ୍ ସମୟରେ ପ୍ରେମିକ ଜଣକ ଏଭଳି ନିର୍ଲଜ୍ଜ କାମ କରିବ କିଏ ବା ଜାଣିଥିଲା ।
Gg
ଏହି ପ୍ରେମିକ ଆଉ ପ୍ରେମିକା ମନ୍ଦିରରେ ବିବାହ କରିଥିଲେ । ଆଉ ଆପଣମାନେ ବିବାହ ସମୟର ଫଟୋ ମଧ୍ୟ ଦେଖିପାରିବେ । ପ୍ରେମିକ ଜଣକ ପ୍ରେମିକା ଜଣକ ଗର୍ଭବତୀ ହେବାର ଜାଣିବା ପରେ ଗାଁକୁ ଯାଇ ବୁଲିକରି ଆସୁଛି କହି କେଉଁଆଡେ ପଳାଇ ଗଲା । ଏବେ ଏହି ପ୍ରେମିକ ଜଣଙ୍କୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାର ସ୍ତ୍ରୀ ପାଇ ନଥିଲା । ଏହି ସ୍ତ୍ରୀ ଜଣକ ଏବେ ଥାନାରେ ସ୍ବାମୀଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ନେଇ ଏବେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଏବେ ଏହି ଯୁବତୀ ଜଣକ ଗର୍ଭବତୀ ଅଛନ୍ତି ଆଉ ଏବେ ନିଜ ସ୍ବାମୀଙ୍କୁ କେମିତି ଖୋଜିବେ କଣ କରିବେ ? ସେଥିପାଇଁ ଏହି ଯୁବକ ଆଉ ଯୁବତୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଅଞ୍ଚଳରୁ ହୋଇଥିବା ବେଳେ ସେମାନେ ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ରହୁଥିଲେ । ଆଉ ଏହି ଯୁବକ ଜଣକର ପରିବାର ଆଉ ଯୁବତୀ ଜଣଙ୍କର ପରିବାର ସବୁ କଥା ଜାଣିଛନ୍ତି । ଏବେ ଏହି ଯୁବତୀ ଜଣକ କଣ କରିବେ ବୋଲି ପ୍ରଶ୍ନ ଆସୁଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଦେଖାଯାଉ ଏହି ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି ।

Around The Web