Movie prime

ସେ ଝିଅ କିଛିବି ଭୁଲ କରିନି ଅରୁଆକୁ ଡାଲମା ବାହା ହେଇକି ଖୁସିରେ ରହୁ - ଗଜପତି

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ନିକଟରେ ଭାଇରାଲ ହୋଇଥିବା ଭିଡିଓ ଡାଲମା, ଡାଲମା ଆଉ ସାଲୁଟୁ, ସାଲୁଟୁ ଦେଖିଥିବେ । ଏହି କଥାକୁ ନେଇ ହୋଇଥିବା ଭିଡିଓ ଆପଣମାନେ ସମସ୍ତେ ଦେଖି ଅନେକ କିଛି କଥା ଭାବିଥିବେ । ଏହି କଥା ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । 
Bv
ଏହି କଥା କହିଥିବା ଝିଅଟି ଏବେ ଚର୍ଚ୍ଚାକୁ ଆସିଛି । ଏହି ଝିଅଟି ଏହି ଭିଡିଓ ମାଧ୍ୟମରେ ଅନେକ ଭଲପାଇବା ପାଇଛି । ନବୀନ ପଟ୍ଟନାୟକ ନୂଆ ଯୋଜନା କରିଥିଲେ । ସେ ଏହି ଯୋଜନା ପାଇଁ ଅନେକ ସ୍କୁଲ ଆଉ କଲେଜ ଯାଉଥିଲେ । ଆଉ ସେଠାରେ ଏହି ଝିଅଟି ଏହିଭଳି କଥା କହି ଭିଡିଓ କରିଥିଲା । ଏହି ଭିଡିଓ ବହୁତ ପରିମାଣରେ ଭାଇରାଲ ହେଇଥିଲା । ଏବେ ଏହି ଝିଅଟିକୁ ନେଇ ଆସୁଛି କିଛି ଖବର ଯାହା ଆପଣମାନେ ସୋସିଆଲ ମିଡିଆରେ ଦେଖିଥିବେ । ଏହି ଯୁବତୀ ଜଣଙ୍କର ବିବାହ ହେବାକୁ ଯାଉଛି ।
Cc
ଏହି ଯୁବତୀ ଜଣକର ନିର୍ବନ୍ଧ ସରିଛି ଏବେ ଏହାକୁ ନେଇ ଗଜପତି କିଛି କଥା କହିଛନ୍ତି । ସେ କହିଛନ୍ତି, ଯେଉଁ ଝିଅ ଏହି ଭିଡିଓ କରିଛି ସେ ଖରାପ ନୁହେଁ । ଡାଲମା ଅରୁଆ ଚାଉଳକୁ ବିବାହ କରୁଛି ଆଉ ଏକ ବର୍ଷ ପରେ ସାଲୁଟୁ ହୋଇଯିବ । ବିବାହ ଭୋଜିରେ ଯେତେ ପ୍ରକାରର ଖାଇବା କର କିନ୍ତୁ ଡାଲମା କରିବାକୁ ଭୁଲିଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ଏହି ଝିଅ ଏହି କଥା କହିବା ପରେ ଅନେକ କଥା ସାମ୍ନାକୁ ଆସିଥିଲା । ଏହି ଯୁବତୀ ଜଣଙ୍କୁ ଅନେକ କଥା ମଧ୍ୟ ଲୋକମାନେ କହିଥିଲେ । କିନ୍ତୁ ଏହା ଭୁଲ ଅଟେ । 
ଏହି ଝିଅ ଖରାପ ନୁହେଁ । ସାଙ୍ଗସାଥୀରେ ମଜାମସ୍ତିରେ ଏଭଳି କରାଯାଇଥାଏ ତାହାର ଅର୍ଥ ନୁହେଁ ଝିଅଟି ଖରାପ ବୋଲି । ଏଇଟା କିଛି କଥା ନୁହେଁ । ଏହି ଝିଅ ବାହା ହୋଇ ତାର ଶାଶୁଘରେ ଖୁସିରେ ରହୁ ବୋଲି ସେ କହିଛନ୍ତି । ଏହି ଝିଅ ନାଁରେ କେହି ଖରାପ କଥା ଆସୁଛି । ଏହି ଝିଅ ବହୁତ ଭଲ ଆଉ ବାହାଘର ପରେ ସେ ଖୁସିରେ ରହୁ ବୋଲି ଗଜପତି କହିଛନ୍ତି । ଏହି ଝିଅ କିଛି ଭୁଲ କରି ନାହାଁନ୍ତି । ବୟସରେ ଏଭଳି ହୋଇଥାଏ ଆଉ ଏହି ଭୁଲ ଭୁଲ ନୁହେଁ । ଏବେ ଡାଲମା କହିଥିବା ଝିଅର ନିର୍ବନ୍ଧ ଦେଖି ଲୋକମାନେ ଅନେକ କଥା ଭାବୁଛନ୍ତି l