Movie prime

ମୁଣ୍ଡ ଫଟା ଖରାରେ ଛୁଆ କାଖେଇ ଜନସେବା କେନ୍ଦ୍ର ଆଗରେ ଜିଗିଛି ମା, ସୁଭଦ୍ରା ଯୋଜନା ପାଇଁ ବଢୁଛି ଗହଳି

 
Hhg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ ଆସୁଥିବା ଖବର ଗୁଡ଼ିକ ଆପଣମାନେ ଜାଣି ପାରୁଛନ୍ତି । ଲୋକମାନେ ସୁଭଦ୍ରା ଯୋଜନା ପାଇଁ ଏଭଳି ସବୁ କରୁଛନ୍ତି ଯାହାକୁ ନେଇ ଏବେ ଖବର ଆସିଛି । ସହର ହେଉ ବା ଗାଁ ଏବେ ସବୁଠି ସୁଭଦ୍ରା ଯୋଜନାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଟ୍ରାଫିକ ବଢ଼ାଉଛି ସୁଭଦ୍ରା । ଏବେ ଗାଁ ସହର ହେଉ ବା ଗଳି କନ୍ଧି ସବୁଠି ଲାଗିଛି ଭିଡ । 
Hh
ମୋହନ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ଏବେ ସବୁଠି ଆସୁଛି ନୂଆ ଖବର । ସରକାର ସୁଭଦ୍ରା ଯୋଜନା ନେଇ ଏସଓପି ଜାରି କରିବା ପରେ ଏହାକୁ ୪ ତାରିଖ ରୁ ଦାଖଲ କରିବା ପାଇଁ ଭିଡ ଲାଗିଥାଏ । ସଚେତନ ଅଭାବରୁ ଗ୍ରାହକ ସେବା, ଆଧାର କେନ୍ଦ୍ର ଗୁଡିକରେ ଭିଡ ଦେଖିବାକୁ ମିଳୁଛି । ଏବେ ମହିଳାମାନଙ୍କ ଭିଡ ଦେଖିବାକୁ ମିଳୁଛି । ଆଉ ମହିଳାମାନେ ତାଙ୍କ ଛୁଆପିଲା ନେଇ ସବୁ ଆଧାର କେନ୍ଦ୍ରରେ ଭିଡ ଜମାଇଛନ୍ତି । ଏବେ ଏହାକୁ ନେଇ ଆସିଛି ଖବର ।
Bb
ଗଜପତି ଜିଲ୍ଲା ମୋହନା ସହରରେ ସକାଳୁ ସକାଳୁ ଅନେକ ମହିଳା ଜନସେବା କେନ୍ଦ୍ର, ଆଧାର ସେବା କେନ୍ଦ୍ର ଗୁଡିକରେ ଡେରା ପକାଇ ବସିଛନ୍ତି । ସୁଭଦ୍ରା ଯୋଜନା ଫର୍ମ ଲିଙ୍କ କରିବା ପାଇଁ ସବୁଠି ଭିଡ ଦେଖିବାକୁ ମିଳୁଛି । ସରକାର ଲୋକମାନଙ୍କୁ ବ୍ୟସ୍ତ ନହୋଇ କି ରସ ନକରି ଆବେଦନ କରିବାକୁ କହିଥିବା ବେଳେ ସରକାରଙ୍କ କଥାକୁ ମହିଳାମାନେ ଶୁଣୁ ନାହାଁନ୍ତି । ଆଉ ସେମାନେ ଭିଡ ଜମାଉଛନ୍ତି । ସରକାର ଏହି ଯୋଜନା ପାଇଁ କୌଣସି ଶେଷ ତାରିଖ ନାହିଁ ବୋଲି ଘୋଷଣା କରିଥିଲେ । 
କିନ୍ତୁ ଏହା ମହିଳାମାନେ ଜାଣି ମଧ୍ୟ ସବୁ କାମ ଛାଡି ନିଜ ଛୁଆଙ୍କୁ ଧରି ଆଧାର କେନ୍ଦ୍ର ବା ମୋ ସେବା କେନ୍ଦ୍ର ଆଗରେ ଧାଡ଼ି ନେଇ ଛିଡ଼ା ହେଉଥିବାର ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଲୋକମାନଙ୍କୁ ଆଧାର କେନ୍ଦ୍ର ଅପଡେଟର ମଧ୍ୟ ଗହଳି କରିବାକୁ ମନା କରୁଥିବା ବେଳେ କେହି ଏହାକୁ ଶୁଣୁ ନାହାଁନ୍ତି । ମହିଳା ମାନଙ୍କ ଭିଡ ଦେଖିବାକୁ ମିଳୁଛି । ମହିଳାମାନେ ଏଭଳି ସବୁ କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ମହିଳାମାନେ ନିଜ ରୋଗୀଣା ଛୁଆଙ୍କୁ ନେଇ ମଧ୍ୟ ସେଠାରେ ପହଞ୍ଚିଛନ୍ତି ବୋଲି ଜଣାପଡିଛି ।