Movie prime

କ୍ୟାମେରା ଆଗକୁ ଆସି ସତ କହିଲେ ଐଶ୍ବର୍ୟା..ଅଭିଷେକ ଙ୍କ ବୋଉ ମତେ ଖାଲି କହୁଛନ୍ତି ରୋଷେଇ କର

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଐଶୋର୍ୟା ରାୟ ବଲିଉଡ ର ଜଣେ ଏଭଳି ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଯାହାଙ୍କ ବିଷୟରେ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ହୋଇଥାଏ।
ସେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ଏଥି ସହ ମଧ୍ୟ ସେ ହେଉଛନ୍ତି ଏଭଳି ଏକ ଅଭିନେତ୍ରୀ ଯାହାକୁ କି ଅନେକ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି। ପ୍ରାୟ ସମୟରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥାଏ।
Nn
ହେଲେ ଏବେ ଐଶୋର୍ୟା ରାୟ ଙ୍କ ସହ ଏଭଳି କିଛି ଘଟିଛି ଯାହାକୁ ନେଇ ତାଙ୍କର ପ୍ରଶଂସକ ମାନେ ବ୍ୟସ୍ତ ବିବ୍ରତ ହୋଇ ଯାଇଛନ୍ତି। ତେବେ ତାଙ୍କ ସହ ଏଭଳି କଣ ଘଟି ଯାଇଛି ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଐଶୋର୍ୟା ରାୟ ଙ୍କ ଅବସ୍ଥା ଖରାପ୍ ହୋଇ ଯାଇଛି। ଏହା ଦେଖିବାକୁ ମିଳିଛି କି ତାଙ୍କ ହାତରେ ବ୍ୟାଣ୍ଡେଜ ଗୁଡ଼ା ହୋଇଥିଲା। ଯାହାକୁ ବେଇ ବର୍ତ୍ତମାନ୍ ସମୟରେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ବୋଧ ହୁଏ ତାଙ୍କର ହାତ ଭାଙ୍ଗି ଯାଇଛି।
ତାଙ୍କୁ ଏଭଳି ଅବସ୍ଥାରେ ଏୟାର ପୋର୍ଟ ରେ ଦେଖିବାକୁ ମିଳିଥିଲା। ତାଙ୍କର ଏହି ବିମାନ ବନ୍ଦର ଲୁକ ସୋସିଆଲ ମିଡିଆରେ ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।
Hh
ଐଶୋର୍ୟା ରାୟ ଙ୍କ ହାତକୁ ଏକ ବ୍ୟାଣ୍ଡେଜରେ ବାନ୍ଧି ଦିଆଯାଇଥିଲା ଏବଂ ସେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ସତ୍ତ୍ୱେ ମଧ୍ୟ ଐଶୋର୍ୟା ରାୟ କାନ୍ସ ଫିଲ୍ମ୍ ଫେଷ୍ଟିଭାଲ କୁ ଯାଇଥିଲେ। ଆଉ ସେଠାରେ ରେଡ କାର୍ପେଟ ଉପରେ ମଧ୍ୟ ଚାଲିଥିଲେ।ଏହି ସମୟରେ ସେ ତାଙ୍କ ହାତରେ ବ୍ୟାଣ୍ଡେଜ ବାନ୍ଧି ନଥିଲେ ବରଂ ହଟାଇ ଦେଇଥିଲେ।
ଏଥିରୁ ଜଣା ପଡିଥିଲା କି ସେ ପୁର୍ବ ଅପେକ୍ଷା ଖୁବ ଭଲ ଅଛନ୍ତି ବୋଲି। ଆମେ ଏହା ମଧ୍ଯ ଆଶା କରୁଛୁ କି ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ।ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ତେବେ ଆପଣ ଏହାକୁ ନେଇ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।