Movie prime

ପ୍ରି ବଜେଟ ଉପରେ ମୁଁହ ଖୋଲିଲେ ମୁଖ୍ୟମନ୍ତ୍ରୀ ଦେଲେ ଏହି ବଡ଼ ସୂଚନା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ବିଜେପି ସରକାର ଆସିବା ପରେ ଅନେକ କିଛି କଥା ସାମ୍ନାକୁ ଆସୁଛି । ଏବେ ୨୦୨୪ ମସିହା ପାଇଁ ବଜେଟ ବୈଠକ ପ୍ରସ୍ତୁତ କରାଯାଇଛି । ଏହି ବଜେଟରେ ଅନେକ କିଛି କଥା ବିଷୟରେ ଜଣାପଡିଛି । ଆଜି ୨୦୨୪-୨୫ ମସିହାର ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।
Hg
ଏହି ବଜେଟ ଆସିବା ପୂର୍ବରୁ ଏକ ପ୍ରି ବଜେଟ ପ୍ରସ୍ତୁତ କରାଯାଇଛି । ଯେଉଁମାନେ ଏହି ବଜେଟ ଉପରେ ଅଧ୍ୟୟନ କରିଛନ୍ତି ଆଉ ବଜେଟକୁ କାର୍ଯ୍ୟକାରୀ କରିଛନ୍ତି ଆଉ ଯିଏ ଅର୍ଥ ବିଭାଗର ସଚିବ ଏବଂ ଯେଉଁମାନେ ଅର୍ଥ ଉପରେ ପାଣ୍ଡିତ୍ୟ ଲାଭ କରିଛନ୍ତି ଏବଂ ବିଭିନ୍ନ ଅର୍ଥ ସମ୍ବନ୍ଧୀୟ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଏହି ବୈଠକକୁ ଡକା ଯାଇଥିଲା । ବିଜେପି ସରକାର ଅନେକ କିଛି ପରିବର୍ତ୍ତନ କରୁଛି । ଆଉ ବିଜେପି ସରକାର ଶାସନ ଭାର ସମ୍ଭାଳିବା ପରେ ଅନେକ କିଛି ପରିବର୍ତ୍ତନ ହେଉଛି ।
Bh
୨୦୨୪-୨୫ ମସିହା ପାଇଁ ହୋଇଥିବା ବଜେଟ ଏବେ ପ୍ରସ୍ତୁତ କରାଯାଇଛି ଆଉ ଏହା ଲୋକମାନଙ୍କ ସାମ୍ନାକୁ ଆସିବ । ଆଉ ଏହା ଆଗାମୀ ୨୫ ତାରିଖରେ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ବଜେଟ ବାସ୍ତବରେ ଲୋକମାନଙ୍କର ବଜେଟ ହୋଇ ଲୋକମାନଙ୍କ ପାଖରେ ଉପସ୍ଥାପନ ହୋଇପାରିବ ସେହି ସବୁ ବିଷୟରେ ଏହି ବଜେଟରେ କୁହାଯାଇଛି । ବଜେଟକୁ ପ୍ରତିଫଳିତ କରାଯାଇପାରିବା ପାଇଁ ଏହି ଉଦ୍ୟମ ଜାରି ରହିଛି । ଏଥିପାଇଁ ମତାମତ ମଧ୍ୟ ଲୋଡା ଯାଇଥିଲା ।
ଅନଲାଇନ୍ ମାଧ୍ୟମରେ ଲୋକମାନେ ମତାମତ ଦେଇଛନ୍ତି । ଏହା ପୂର୍ବବର୍ଷ ତୁଳନାରେ ୬ ଗୁଣ ଅଧିକ ବୋଲି ଜଣାପଡିଛି । ଏହି ବୈଠକରେ ୧୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ସମାଜର ସବୁ ବର୍ଗର ଲୋକମାନେ ଏହି ବୈଠକରେ ମତାମତ ଦେଇଛନ୍ତି । ଲିଖିତ ଆକାରରେ ସେମାନେ ପ୍ରସ୍ତାବ ଦେଇଛନ୍ତି । ଆଉ ଏହି ସବୁକୁ ଭିତ୍ତି କରି ଆସନ୍ତା ତାରିଖରେ ବଜେଟ ଆସିବ । ଲୋକମାନଙ୍କ ପାଇଁ ବଜେଟ ପ୍ରସ୍ତୁତ ହେବାକୁ ଯାଉଛି । ଆଉ ଏବେ ଏହା ନୂଆ ଓଡ଼ିଶା ଗଠନ କରିବାରେ ସହାୟକ ହେବ ।

Around The Web