Movie prime

ଡ୍ରେସ ଖୋଲି ଶୋଇଥିଲା କଲେଜ ଝିଅ ରୁମ୍ ଭିତରେ ପଶିଗଲା ପୋ-ଲି-ସ୍

 
Cc
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ହଷ୍ଟେଲ ଭିତରେ ଉ-ଲ-ଗ୍ନ ହୋଇ ଖଟ ଉପରେ ସୋଇଥିଲେ ଯୁବତୀ।ଜଣେ ସାଙ୍ଗ ଆସି ଯୁବତୀ ଙ୍କ ନାମ ଧରି କବାଟ କୁ ଠକ୍ ଠକ୍ କରି ବାଡେଇବା ଆରମ୍ଭ କରିଥିଲା।
Gg
ଏପଟେ ଯୁବତୀ ଜଣଙ୍କ ଉ-ଲ-ଗ୍ନ ହୋଇ ଶୋଇଥିଲା କିନ୍ତୁ ସେପଟେ ଯେତେ ଡାକିଲେ ବି କିଛି ଶୁଣି ନଥିଲା।ପରେ ହଷ୍ଟେଲ ଭିତରେ ସମସ୍ତେ ଏକାଠି ହୋଇଥିଲେ ଏବଂ ଝିଅ ସୋଇଥିବା ରୁମ୍ ର କବାଟ ଭାଙ୍ଗି ଦେଇଥିଲେ।ଶେଷରେ ଯାହା ସବୁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ପ୍ରଥମେ ମୌମିତା ଆଉ ଏବେ ଅନିକା। ଅନିକା ଙ୍କ ବୟସ ମାତ୍ର ୨୦ ବର୍ଷ ହୋଇଥିଲା।
Vv
ଆଉ ସେ ଲ କଲେଜ ରେ ପାଠ ପଢୁଥିଲେ।ଅନିକା ଦେଖିବାକୁ ବହୁତ ସୁନ୍ଦର ଥିଲେ।ରୂପରେ ଗୁଣରେ ଆଉ ପାଠ ପଢାରେ ଅନିକା ସବୁବେଳେ ଆଗୁଆ ଥିଲେ।କିନ୍ତୁ କଣ ଘଟିଥିଲା କେଜାଣି ଲ କଲେଜ ଭିତରେ ଅନିକା ଏଭଳି କରି ଦେଇଛନ୍ତି।ଅନିକା ଙ୍କ ବାପା ଜଣେ ପୋଲିସ ଅଫିସର।ସକାଳ ୧୦ ଟା ସମୟ ହୋଇଥିଲା ଆଉ କ୍ଲାସ ଟାଇମ ମଧ୍ୟ ହୋଇ ଯାଇଥିଲା। ଲେଡିଶ ହଷ୍ଟେଲ ଭିତରେ ଅନିକା ଙ୍କ ସାଙ୍ଗ ମାନେ ତାଙ୍କ ରୁମ୍ ର କବାଟ କୁ ଠକ୍ ଠକ୍ କରି ବାଡେଇବା ଆରମ୍ଭ କରିଥିଲେ।
କବାଟ ଖୋଲି ଦେଖିଲା ବେଳକୁ ଅନିକା ଙ୍କ ମୃ-ତ-ଦେ-ହ ଦେଖିବାକୁ ମିଳିଥିଲା।ପରେ ତାଙ୍କ ବାପା ଙ୍କୁ କଲ କରାଯାଇଥିଲା।ଅନିକା ଙ୍କ ବାପା କଲେଜ କୁ ଆସିଲେ ହଠାତ ଝିଅର ଶବ କୁ ନେଇ ସେଠାରୁ ଚାଲି ଯାଇଥିଲେ। କଣ ପାଇଁ ଅନିକା ଏଭଳି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.