Movie prime

ଶଙ୍ଖ ହେବକି ଫାଳଫାଳ ଆସିଲା ସେହି ବେଳ !ଦେଖନ୍ତୁ ଏହି ଖବର

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବିଜେଡି ଭିତରେ ଘନେଇଲା ଗୋଷ୍ଠୀ କନ୍ଦଳ ପ୍ରବଳ।ସନ୍ଦେହ ହେଲାଣି ଆଗାମୀ ଦିନରେ ଦଳ ଫାଳ ଫାଳ ହୋଇପାରେ।ନିଜ ଦଳ ଭିତରେ ଆଉ ଭବିଷ୍ୟତ ଡେଖୁ ନାହାନ୍ତି ନେତା ଗଣ।ବିଜେଡି କୁ ଛାଡ଼ି ଫୁଲ ଧରିବାକୁ ମନ କରୁଛନ୍ତି।ପ୍ରଥମେ ମମତା ଆଗକୁ ଆହୁରି ଲମ୍ବି ପାରେ ଏହାର ତାଲିକା ଯାହାକି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Bb
ରାଜ୍ୟସଭା ସାଂସଦ ପଦ ରୁ ମମତା ଙ୍କ ଇସ୍ତଫା ବିଜେଡି ର ମୂଳଦୁଆ ପୁରା ଭାଙ୍ଗି ଦେଇଛି।ବିଜେଡି ନେତା ମାନେ ଅନୁଭବ କରିଲେଣି ଯେ ବିଜେଡ଼ି ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।ମମତା ଙ୍କ ପରେ ଆହୁରି କିଛି ନେତା ମାନେ ଦଳ ଛାଡି ବିଜେପି କୁ ଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏହି ନେତା ମାନେ ବିଜେପି ର ପୁରା ସମ୍ପର୍କ ରେ ଥିବା କୁହାଯାଉଛି।
Bb
କେବଳ ଦିଲ୍ଲୀ ରେ ନୁହେଁ ରାଜ୍ୟ ରେ ମଧ୍ୟ କିଛି ବିଜେଡି ନେତା ବର୍ତ୍ତମାନ ବିଜେପି କୁ ଆସି ପାରନ୍ତି।ତେବେ ଏହାର ମୁଖ୍ୟ କାରଣ ହେଉଛି ବିଜେଡି ରେ ନେତା ମାନେ ଆଉ ତାଙ୍କ ଭବିଷ୍ୟତ ସେହି ଦଳ ରେ ଦେଖୁ ନାହାଁନ୍ତି।ଏଥିପାଇଁ ସେମାନେ ଜାତୀୟ ଦଳ ମୁହାଁ ହେଉଛନ୍ତି।ଗତକାଲି ବାଇଟ ଦେଲା ବେଳେ ବିଜେଡି କୁ ଭାଙ୍ଗିବାକୁ ପ୍ରୟାସ ହେଉଥିବା କୁ ନେଇ କହିଥିଲେ ବରିଷ୍ଠ ବିଜେଡି ନେତ୍ରି ପ୍ରମିଳା ମଲ୍ଲିକ।
ସେ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ଯାଏଁ ଏହା ସମ୍ଭବପର ନୁହେଁ।ଆହୁରି କହିଛନ୍ତ ଯେ ଜାତୀୟ ଦଳ ଚକ୍ରାନ୍ତ କରି ତାଙ୍କୁ ଇସ୍ତଫା କରାଇ ଛନ୍ତି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଏହି ବିଷୟରେ ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.