Movie prime

ସାଙ୍ଘାତିକ ବିସ୍ଫୋରଣରେ ଚାଲିଯାଉଛି ଗୋଟେ ପରେ ଗୋଟେ ଜୀବନ ଦେଖନ୍ତୁ ବଞ୍ଚେଇ ପାରୁ ନାହାନ୍ତି ଡ଼ାକ୍ତର

 
Hg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ପୁରୀ ବିସ୍ଫୋରଣରେ ବଢ଼ି ଚାଲିଛି ମୃ-ତ୍ୟୁ ସଂଖ୍ୟା। ଶନିବାର ଦିନ ୯ ଜଣଙ୍କର ମୃ-ତ୍ୟୁ ହେଇଥିବା ବେଳେ ରବିବାର ଆହୁରି ୨ ଜଣଙ୍କର ମୃ-ତ୍ୟୁ ହେଇଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଗୁରୁତର ହେଇଥିବା ଲୋକ ମାନେ ସଙ୍ଗେ ସଙ୍ଗେ ମରି ଯାଉଛନ୍ତି। ପ୍ରତିଦିନ ସକାଳୁ ହେଉ ହେଉ ବଢ଼ିଚାଲିଛି ମୃ-ତ୍ୟୁ ସଂଖ୍ୟା। 
Vh
ବନ୍ଧୁଗଣ ଶେଷ ଚନ୍ଦନ ଯାତ୍ରାରେ ଘଟିଗଲା ବଡ ଅଘଟଣ ବାଣ ଫୁଟିବା ବେଳେ ହେଲା ବିସ୍ଫୋରଣ ୪୦ ରୁ ଅଧିକ ଲୋକ ଭକ୍ତ ଜୀବନ୍ତ ଜଳିବାକୁ ଲାଗିଥିଲେ। ସମସ୍ତଙ୍କର ଦେହ ୪୦%ରୁ ଅଧିକ ପୋଡ଼ି ଯାଇଥିଲା। ପ୍ରତିଦିନ ସକାଳୁ ଗୁରୁତର ମାନଙ୍କର ମୃତ୍ୟୁ ହେଇଯାଉଛି। ବଞ୍ଚେଇବାକୁ ଡାକ୍ତର ମାନେ ଚେଷ୍ଟା କଲେ ବଞ୍ଚେଇ ପାରୁନାହାଁନ୍ତି। ମୃ-ତ୍ୟୁର କାରଣ ହେଉଛି ଆ-ହ-ତ ମାନଙ୍କ ଶରୀର ୪୦%ରୁ ଅଧିକ ପୋଡ଼ି ଯାଇଥିବାରୁ ବଢିବାରେ ଲାଗୁଚି ମୃ-ତ୍ୟୁ ସଂଖ୍ୟା। 
Hh
ଡ଼ାକ୍ତର ମାନେ କୁହନ୍ତି ଯେ, "୪୦%ରୁ ଅଧିକ ଶରୀର ପୋଡ଼ି ଗଲେ ସେମାନଙ୍କର ବଞ୍ଚିବା ପ୍ରାୟ ଅସମ୍ଭବ ହେଇଯାଏ। ଆଉ ଯଦି ବି ବଞ୍ଚି ଯାଆନ୍ତି ତାହାଲେ ସେମାନଙ୍କର ବଞ୍ଚିବା କିଛି ମୂଲ୍ୟ ନଥାଏ। ଚିକିତ୍ସା କିଛି କାମ କରେ ନାହିଁ"। ସେଥିପାଇଁ ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କାରଣ ଗୁରୁତର ମାନେ ୪୦%ରୁ ଅଧିକ ପୋଡ଼ି ଯାଇଥିଲେ। ସେମାନଙ୍କୁ ଭୁବନେଶ୍ୱର ଏବଂ କଟକରେ ଚିକିତ୍ସା କରାଯାଉଛି। 
ତେବେ ପ୍ରଥମ ଦିନ ଜଣଙ୍କର ମୃ-ତ୍ୟୁ ହେଇଥିବା ବେଳେ ଏବେ ମୃ-ତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ମୃ-ତ୍ୟୁ ସଂଖ୍ୟା ୯ ଥିବା ବେଳେ ଆଜି ଆଉ ଦୁଇଜଣଙ୍କର ମୃ-ତ୍ୟୁ ହେଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଆଉ ଏବେ ରବିବାର ସକାଳୁ ସକାଳୁ ଦୁଇଜଣଙ୍କର ମୃ-ତ୍ୟୁ ହେଇଯାଇଛି। ଅନ୍ୟ ୧୯ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.