Movie prime

ସୁନ୍ଦରୀ ଯୁବତୀକୁ ମାରି ହ-ତ୍ୟା କଲା ଡ୍ରାଇଭର ଦେଖନ୍ତୁ ଆସିଲା ଭୟଙ୍କର ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ସୁନ୍ଦରୀ ଯୁବତୀଙ୍କୁ ହ-ତ୍ୟା କଲା ଡ୍ରାଇଭର। ଜଣାଶୁଣା କୋରିଓଗ୍ରାଫରର ଜୀବନ ନେଇଗଲା ଡ୍ରାଇଭର।
Gg
ବନ୍ଧୁଗଣ ମୃ-ତ ଯୁବତୀ ଜଣଙ୍କ ହେଉଛନ୍ତି ଜଣେ କୋରିଓଗ୍ରାଫର। ଏହି କୋରିଓଗ୍ରାଫରଙ୍କୁ ହ-ତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏବେ ସେହି କୋରିଓଗ୍ରାଫରଙ୍କ ମୃ-ତ-ଦେ-ହ ମିଳିଛି। ପୋଲିସ ଶବକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି। ଏବେ ତିନିଜଣ ବ୍ୟକ୍ତି ଥାନାରେ ଅଟକ ଅଛନ୍ତି। ଥାନାରେ ଅଟକ ଥିବା ତିନିଜଣଙ୍କ ମଧ୍ୟରୁ ଜଣେ ଯୁବତୀ ଥିବାବେଳେ ଦୁଇଜଣ ଯୁବକ ଅଛନ୍ତି। ଏହି କୋରିଓଗ୍ରାଫରଙ୍କ ହ-ତ୍ୟା-କା-ରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବିକ କୋରିଓଗ୍ରାଫର ନାଁ ହେଉଛି ନବ୍ୟାୟାଶ୍ରୀ। 
Gg
ନବ୍ୟାୟାଶ୍ରୀ ବେଙ୍ଗାଲୁର ଆରଆର ନଗରରେ ରୁହନ୍ତି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ ଯୁବତୀଙ୍କ ସହିତ ଫୋଟରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତାଙ୍କ ସ୍ଵାମୀ। ଯୁବତୀଙ୍କ ସ୍ବାମୀ ହେଉଛନ୍ତି ଜଣେ କ୍ୟାପ ଡ୍ରାଇଭର। ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଏହାପରେ କୋରିଓଗ୍ରାଫର୍ ଜଣେ ଦୁଇଜଣ ସାଙ୍ଗ ଆସି କଳି ଝଗଡ଼ାର ସମାଧାନ ମଧ୍ୟ କରିଥିଲେ। ତା'ପରେ ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ, କିନ୍ତୁ ସକାଳୁ ଦେଖିଲା ବେଳକୁ କୋରିଓଗ୍ରାଫରଙ୍କର ମୃ-ତ୍ୟୁ ହେଇଯାଇଥିଲା। 
ଏବେ ଥାନାରେ ଅଭିଯୋଗ ହେଇଛି ଯେ ତାଙ୍କ ସ୍ଵାମୀ ତାଙ୍କର ହ-ତ୍ୟା କରିଛି ବୋଲି। ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି କୋରିଓଗ୍ରାଫର ମୃ-ତ-ଦେ-ହକୁ ଜବତ କରିବା ସହ ତିନିଣଙ୍କୁ ଅଟକ ରଖିଛନ୍ତି। ଦୁଇଜଣ ସାଙ୍ଗ ସାମିଲ ଥିବାବେକେ ଆଉ ଜଣେ ତାଙ୍କ ସ୍ଵାମୀ ଅଛନ୍ତି ବୋଲି ଜଣାପଡିଛି। ମୃ-ତ-କଙ୍କ ପରିବାର ଲୋକେ ଜ୍ବାଇଁ ପୁଅ ଡ୍ରାଇଭରଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ତେବେ ପୋଲିସର ସ୍ପଷ୍ଟ ତଦନ୍ତ ପରେ ଜଣାପଡ଼ିବ ଯେ କୋରିଓଗ୍ରାଫରଙ୍କର ମୃ-ତ୍ୟୁ କେମିତି ହେଲା ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.