Movie prime

ଗେହ୍ଲା କରି ନିଜ ଝିଅକୁ ମା-ରିଲା ପରେ ନିଜେ ମ-ରିଗଲେ ବାପା ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ଦ ଘରୁ ଉଦ୍ଧାର ହେଲା ବାପ ଝିଅଙ୍କ ମୃତ ଦେହ। ୫ ବର୍ଷର ଝିଅର ମୃତ ଦେହ ବେଡ୍ ଉପରେ ପଡ଼ିଥିବା ବେଳେ ବାପାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। 
Hh
ଏହି ଘଟଣ ଘଟିଛି ଦେବୋତ୍ତର ଲେନ ୪ ରେ। ମୃତକ ହେଲେ ପୁଲକ ବିଶ୍ବାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ବାଳ। ୩ ମାସ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ ପୁଲକ। ଆଗରୁ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ଯୁ ହୋଇଥିଲା। ଗତ ସୋମବାର ବାପ ଘରକୁ ଯାଇଥିଲେ ପୁଲକଙ୍କ ପତ୍ନୀ। ଗତକାଲି ସେ ଫେରିବା ପରେ ଦେଖିଥିଲେ ଘର ଭିତର ପଟୁ ବନ୍ଦ ଅଛି। 
କବାଟ ବାଡ଼େଇବା ପରେ ମଧ୍ଯ ବହୁ ସମୟ ପର୍ଯ୍ଯନ୍ତ ନ ଖୋଲିବାରୁ ସନ୍ଦେହ ହୋଇଥିଲା। ପୋଲସକୁ ଡକାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ ପ୍ରବେଶ କରିଥିଲା। ଏହା ପରେ ବାପ ଝିଅଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା। ସନ୍ଦେହ କରାଯାଉଛି ଝିଅକୁ ବିଷ ଦେଇ ମାରିବା ପରେ ବାପା ନିଜେ ଝୁଲି ପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.