Movie prime

ସୁନା ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ଏତିକି କମିଲା ସୁନା ଦର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର। ସପ୍ତାହ ଶେଷ ବେଳକୁ ଖସିଲା ସୁନା ରେଟ୍। ଗତକାଲି ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ସୁନା ରେଟରେ ପରିବର୍ତ୍ତନ ଦେଖିବାକୁ ମିଳିଛି। 
Gg
ଆଗକୁ ଆସୁଛି ପାର୍ବଣ ଆଉ ତା ପୂର୍ବରୁ ଶସ୍ତା ହୋଇଛି ସୁନା। ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ନିଶ୍ଚିନ୍ତ କିଣନ୍ତୁ। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ରେଟ୍ ୭୩,୧୫୦ ଟଙ୍କା ରହିଛି। ତେବେ, ୨୨ ଓ ୨୪ କ୍ୟାରେଟରେ ୧୦୦ ଟଙ୍କା ହ୍ରାସ ପାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୬୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟରେ ରେଟ୍ ୭୩,୩୦୦ ଟଙ୍କା ରହିଛି। 
Gg
୨୨ ଓ ୨୪ କ୍ୟାରେଟରେ ୧୦୦ ଟଙ୍କା କମିଛି। ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୧୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟରେ ୧୦୦ ଟଙ୍କା ହ୍ରାସ ପାଇଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ସୁନା ଦର ୧୦ ଗ୍ରାମ୍ ପିଛା ୬୭,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ରେଟ୍ ୭୩,୧୫୦ ଟଙ୍କା ରହିଛି। 
୨୨ ଓ ୨୪ କ୍ୟାରେଟରେ ୧୦୦ ଟଙ୍କା ହ୍ରାସ ପାଇଛି। ସେହିପରି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୧୫୦ ଟଙ୍କା ରହିଛି। ତେବେ, ଆଣେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦୦ ଟଙ୍କା ଖସିଛି। ସେହିପରି, ରୂପା କେଜି ପିଛା ୫୦୦ ଟଙ୍କା ହ୍ରାସ ହୋଇ କେଜି ପିଛା ଦର ୯୩,୦୦୦ ହଜାରରେ ପହଞ୍ଚିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.