Movie prime

ନୂଆ ବାହା ହେଇ ସମୁଦ୍ର କୁଳ ରେ ବୁଲୁଥିଲେ ସ୍ବାମୀ ସ୍ତ୍ରୀ..ଅଚାନକ ଏମିତି ଲହଡ଼ି ଆସିଲା ଯେ, ଦୁଇଜଣ ମ-ରି-ଗଲେ

 
Hb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ଲୋକ ମାନେ ମୋବାଇଲ ରେ ରିଲସ କରିବା ପାଇଁ ପାଗଳ ହୋଇ ଯାଉଛନ୍ତି।ସେମାନେ ନିଜ ଜୀବନ କୁ ମଧ୍ୟ ଖାତିର କରୁ ନାହାନ୍ତି।
Bb
ତେବେ ଆଜି ଆମେ ସେଭଳି ଗୋଟିଏ ଖବର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ମୋବାଇଲ ରେ ଭିଡିଓ କରୁ କରୁ ଚାଲି ଗଲା ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ।ତେବେ ଏହି ଘଟଣା ଟି କେଉଁ ଠାରେ ଘଟିଛି ତାହା ଏ ଯାଏଁ ଜଣା ପଡି ନାହିଁ।
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଏଭଳି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯାହାକୁ ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ସ୍ଵାମୀ ସ୍ତ୍ରୀ ଉଭୟ ରିଲ୍ସ କରିବା ପାଇଁ ସମୁଦ୍ର କୂଳ ରେ ଥିବା ପଥର ଉପରେ ବସି ଥିଲେ।
ଏହା ପରେ ତାଙ୍କ ସହିତ ଯାହା ବି କିଛି ଘଟିଥିଲା ତାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ତାଙ୍କ ପୁଅ ଭିଡିଓ କରୁଥିଲା।ଏହି ସମୟ ରେ ସମୁଦ୍ର ରେ ଗୋଟିଏ ବଡ ଜୁଆର ଆସି ଥିଲା।ସ୍ଵାମୀ ସ୍ତ୍ରୀ ଙ୍କ ଦେହ ରେ ବାଡେଇ ହୋଇ ଚାଲି ଯାଇ ଥିଲା।
Bb
ସେହି ଜୁଆର ରେ ଭାସି ଯାଇଥିଲେ ଉଭୟ। ରିଲ୍ସ କରିବା ପାଇଁ ଆଜି ଜୀବନ କୁ ବାଜି ଲଗେଇ ଉଭୟ ସ୍ବାମୀ ସ୍ତ୍ରୀ।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ପିଲା ଟି ନିଜ ମା ବାପା ଙ୍କୁ ଆଜି ସବୁଦିନ ପାଇଁ ହରେଇ ଦେଇଚି।ଯେ କେହି ଏହି ଭିଡିଓ କୁ ଦେଖୁଚି ତାହାର ଆଖି ରୁ ଲୁହ ଆସି ଯାଉଚି।ସ୍ଵାମୀ ସ୍ତ୍ରୀ ଉଭୟ ଏହି ଭିଡିଓ ରେ ଖୁବ୍ ଖୁସୀ ଥିଲେ।ସେମାନେ ବାହାରକୁ ବୁଲିବାକୁ ଯାଇ ଥିଲେ।
ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏପରି କିଛି ହେବ ବୋଲି।ତାଙ୍କର ସବୁ ଆଶା ସବୁ ସ୍ବପ୍ନ ସମୁଦ୍ର ପାଣି ମିଶି ଗଲା।ତେବେ ଏହି ଘଟଣା ଟି କେଉଁ ଠାରେ ଘଟିଛି ତାହା ଏଯାଏଁ ମଧ୍ୟ ଜଣା ପଡି ନାହିଁ।କିଛି ଦିନ ପରେ ସୋସିଆଲ ମିଡ଼ିଆ ରେ ସେହି ସ୍ଵାମୀ ସ୍ତ୍ରୀ ଙ୍କ ମୃ-ତ ଦେହ ର ଏକ ଭିଡିଓ ଆସି ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.