Movie prime

ସ୍ତ୍ରୀ ସୁନ୍ଦରୀ ବୋଲି ମାରିଦେଲା ସ୍ୱାମୀ ଦେଖନ୍ତୁ ବାହାଘର ୪ ମାସରେ ଘଟିଗଲା ସାଙ୍ଘାତିକ ଅଘଟଣ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Tt
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ବିବାହର ୪ ମାସ ଭିତରେ ଚାଲିଗଲା ବୋହୂର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅଞ୍ଚଳରେ। ଜ୍ବାଇଁ ଓ ଝିଅକୁ ମାରିଥିବା ସନ୍ଦେହ କରି ତାଙ୍କୁ ମାରପିଟ କରିଥିବା ବେଳେ ଉଭୟ ଆହତ ହୋଇ ମେଡିକାଲ ଚିକିତ୍ସିତ ହେଉଛନ୍ତି। 
Bb
ବନ୍ଧୁଗଣ ତେବେ ସୂଚନା ଅନୁସାରେ ଉକ୍ତ ନବବଧୂ ଜଣଙ୍କ ହେଉଛନ୍ତି ରାଇନ୍ଦ୍ରଶେଖର ଦେଓଙ୍କ ଝିଅ ମାନି। ସେ ବର୍ଷ ପୂର୍ବେ ବଣାଇଁ ଥାନା ଅଧୀନ ସିଂ ଟୋଲା ବସ୍ତିରେ ରହୁଥିବା ଅମିର ସିଂକୁ ବିବାହ କରିଥିଲେ। ବିବାହ ପରେ ସବୁକିଛି ଠିକଠାକ ଚାଲିଥିଲା। ହେଲେ ମାସେ ପରେ ଶାଶୁଘର ଲୋକେ ସମେତ ସ୍ବାମୀ ନଣନ୍ଦ ମାନେ ମିଶି ଝିଅକୁ ନି-ର୍ଯା-ତ-ନା ଦେଉଥିଲେ। ହେଲେ ଗତକାଲି ରାତିରେ ଝିଅକୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। 
ଏହାକୁ କେନ୍ଦ୍ର କରି ଡାକ୍ତରଖାନାରେ ମାନିଙ୍କ ସ୍ବାମୀ ଓ ତାଙ୍କ ବାପା ହାତାହାତି ହେଇଥିଲେ। ଆଉ ସେପଟେ ମାନିଙ୍କୁ ଡାକ୍ତରଖାନାରେ ଡାକ୍ତର ମୃ-ତ୍ୟୁ ହେଇଯାଇଛି ବୋଲି ଘୋଷଣା କରିଥିଲେ। ମାନିଙ୍କ ମୃ-ତ୍ୟୁ ଖବର ସାରା ଅଞ୍ଚଳରେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ। ଆଉ ଝିଅର ମୃ-ତ୍ୟୁ ଖବର ଶୁଣି ତାଙ୍କୁ ହତ୍ୟା କରିଥିବା ନେଇ ମାନିଙ୍କ ପରିବାର ଲୋକେ ବଣାଇଁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.