Movie prime

ଅଭିନେତ୍ରୀଙ୍କୁ ଝୁରି ଝୁରି ଚାଲିଗଲେ ସ୍ୱାମୀ ଦେଖନ୍ତୁ କିଛିଦିନ ଆଗରୁ ଯାଇଥିଲା ପତ୍ନୀଙ୍କ ଜୀବନ

 
Vb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା
ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ତେଲୁଗୁ ସିନେମା ଜଗତକୁ ନେଇ ଆସୁଥିବା ଖବର ପାଇପାରିବେ । ଅନେକ ହିରୋ ଆଉ ହିରୋଇନ୍ ଅଛନ୍ତି କିନ୍ତୁ ତାଙ୍କ ମଧ୍ୟରୁ କିଛି ହିରୋ ସୁପରଷ୍ଟାର ଅଟନ୍ତି । 
Bb
ଏବେ ତେଲୁଗୁ ଜଗତର ଏହି ଖବର ଶୁଣି ତେଲୁଗୁ ସିନେ ଜଗତ ଦୁଃଖରେ ଭାଙ୍ଗି ପଡ଼ିଛି । ନିକଟରେ ଆପଣମାନେ ତେଲୁଗୁ ଅଭିନେତ୍ରୀଙ୍କର ଦେହାନ୍ତ ହୋଇଥିବା ଖବର ଜାଣିଥିବେ । ଆଉ ଏହାକୁ ନେଇ ମଧ୍ଯ ଅନେକ ଖବର ଆସିଥିଲା ଆଉ ଏବେ ପୁଣି
ତେଲୁଗୁ ଜଗତକୁ ନେଇ ଦୁଃଖର ଖବର ଆସିଛି । ଏହି ଖବର ଏବେ ଶୋକର ବାତାବରଣ ସୃଷ୍ଟି କରିଛି । ସହକର୍ମୀ ଅର୍ଥାତ୍ ଅଭିନେତ୍ରୀଙ୍କ ମୃ-ତ୍ୟୁ ଖବର ଶୁଣି ସହି ପାରିଲେ ନାହିଁ ଅଭିନେତା । ଆଉ ସେ ମଧ୍ୟ ସବୁଦିନ ପାଇଁ ଆଖି ବୁଜିଦେଲେ । 
ଅଭିନେତ୍ରୀ ଜଣଙ୍କର ମୃତ୍ୟୁ ପରେ ପରେ ଚାଲିଗଲେ ହିରୋ । ଆଉ ନାହାଁନ୍ତି ଚନ୍ଦ୍ରକାନ୍ତ । ତେଲେଙ୍ଗାନାର ଅଙ୍ଗୁଲ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସେଠାରେ ତାଙ୍କର ମୃତଦେହ ମିଳିଛି । ଅଭିନେତ୍ରୀ ପବିତ୍ରା ନିକଟରେ ମୃତ୍ୟୁବରଣ କରିଥିଲେ ।
Hh
ତାଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଆଉ ଏହାପରେ ଏହି ଖବର ଶୁଣି ରହିପାରି ନଥିଲେ ତେଲୁଗୁ ଜଗତର ଅଭିନେତା ଚନ୍ଦ୍ରକାନ୍ତ । ଏହି ଦୁର୍ଘଟଣା ବହୁତ ଭୟାନକ ଥିଲା । ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଭଉଣୀ ଆଉ ଅଭିନେତା ଆହତ ହୋଇଥିଲେ ।
ଏକାଠି ଫିଲ୍ମ୍ କରୁଥିଲେ ଅଭିନେତା ଚନ୍ଦ୍ରକାନ୍ତ ଆଉ ଅଭିନେତ୍ରୀ ପବିତ୍ରା । ଦୁହେଁ ବହୁତ ସୁନ୍ଦର ଅଭିନୟ କରୁଥିଲେ । ଏହି ଅଭିନେତା ଆଉ ଅଭିନେତ୍ରୀ ଅନେକ ଫିଲ୍ମ୍ ମଧ୍ୟ କରିଛନ୍ତି । ଅଭିନେତ୍ରୀ ଜଣଙ୍କର ମୃ-ତ୍ୟୁ ପରେ ଅଭିନେତା ଜଣକ ମୃ-ତ୍ୟୁବରଣ କରିଛନ୍ତି । ଅଭିନେତା ଜଣଙ୍କର ମୃ-ତ୍ୟୁ କିପରି ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
ପାବିତ୍ରାଙ୍କୁ ଫେରି ଆସିବାକୁ କହିଥିଲେ ଚନ୍ଦ୍ରକାନ୍ତ ।ଅଭିନେତା ଚନ୍ଦ୍ରକାନ୍ତ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଅନେକ କିଛି ପୋଷ୍ଟ କରିଥିଲେ ଆଉ ତାଙ୍କର ଶେଷ ପୋଷ୍ଟ ଏହି ଅଭିନେତ୍ରୀଙ୍କ ବିଷୟରେ ହିଁ ଥିଲା । ଏବେ ଏହି ଅଭିନେତ୍ରୀ ଆଉ ଅଭିନେତାଙ୍କ ବିୟୋଗରେ ତେଲୁଗୁ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡିଛି ।