Movie prime

ସୁନ୍ଦରୀ ମହିଳାଙ୍କ ପାଇଁ ସ୍ତ୍ରୀ ଜୀବନ ନେଇଗଲେ ସ୍ୱାମୀ ଦେଖନ୍ତୁ ଘଟିଗଲା କେତେବଡ ହୃଦୟ ବିଦାରକ ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ ଯିଏ ନିଜ ସ୍ତ୍ରୀ ଆଉ ଝିଅ ଥାଉ ଥାଉ ପରକୀୟା ପ୍ରୀତି କରୁଛି । ଏହି ବ୍ୟକ୍ତି ଜଣକ ୧୭ ବର୍ଷ ହେଲା ବିବାହ କରିଥିଲେ । ଆଉ ତାଙ୍କର ଗୋଟିଏ ଝିଅ ବି ଥିଲା ।
Gg
ଝିଅ ଆଉ ସ୍ତ୍ରୀ ଥାଉ ଥାଉ ପରକୀୟା ପ୍ରୀତି କରୁଥିଲା ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କ ପାଇଁ ଆଜି ନୃଶଂସ ପାଲଟି ଯାଇଛନ୍ତି । ଏହି ସ୍ବାମୀ ଜଣକ ପରକୀୟା ପ୍ରୀତି କରିବ ବୋଲି ନିଜ ସ୍ତ୍ରୀକୁ ମାରି ରାସ୍ତାରୁ ହଟାଇ ଦେଇଛି । ଏବେ ଏହି ମହିଳାଙ୍କ ଝିଅ କାନ୍ଦି ପକାଉଛି । ଝିଅ ସ୍କୁଲ ଯାଇଥିଲା ଆଉ ସ୍କୁଲରୁ ଆସିବା ପରେ ସେ ତାର ମାଆକୁ ପାଇନଥିଲା । ଆଉ ଦେଖିଲା ବେଳକୁ ତାର ମାଆ ଏହି ଦୁନିଆରେ ନାହିଁ । ଏହି ବ୍ୟକ୍ତି ଜଣଙ୍କ ତାର ସ୍ତ୍ରୀ କୁ କରିଦେଇଛି । ଆଉ ଏହି କଥା ଝିଅ ଜାଣି ପାରିନଥିଲା । 
Ff
ମାଆ ଘରେ ନଥିବାର ଦେଖିବା ପରେ ଝିଅ କାନ୍ଦି ପକାଇଥିଲେ । ଆଉ ମେଡ଼ିକାଲରେ ମାଆର ମୃତଦେହ ଦେଖିବାକୁ ମିଳିଥିଲା । ଏହି ମହିଳାଙ୍କ ପରିବାର ତାଙ୍କ ପାଖରେ ପହଞ୍ଚିଥିଲେ । ଏବେ ଏହି ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି କି ତାଙ୍କ ଭଉଣୀକୁ ପରକୀୟା ପ୍ରୀତି ପାଇଁ ତାଙ୍କ ସ୍ଵାମୀ ତାଙ୍କୁ କରିଦେଇଛି । ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ଅନ୍ତର୍ଗତ କୁଣ୍ଠପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଏବେ ଏହି ମେଡ଼ିକାଲରେ ମହିଳାଙ୍କ ପରିବାର ସମେତ ଅନେକ ଲୋକ ଉପସ୍ଥିତ ହୋଇଥିଲେ । 
ଏହି ମହିଳା ଜଣକ ୨୦୦୭ ମସିହାରେ ବିବାହ କରିଥିଲେ । ଆଉ ସେମନେ ୧୭ ବର୍ଷ ଏକାଠି ରହିବା ପରେ ସ୍ବାମୀ ଜଣକ ଏଭଳି କରିବେ ବୋଲି କିଏ ବା ଜାଣିଥିଲା । ପରକୀୟା ପ୍ରୀତି ପାଇଁ ଆଜି ଚାଲିଗଲା ଏହି ମହିଳାଙ୍କ ଜୀବନ । ଏବେ ଏହି ଘଟଣାକୁ ନେଇ ପୋଲିସ ଥାହତେ ଅଭିଯୋଗ କରାଯାଇଛି । ମୃ-ତ-କ ମହିଳା ଜଣକ ହେଉଛନ୍ତି ଜୟନ୍ତୀ ବିଶ୍ଵାଳ । ଆଉ ଏହି ମହିଳା ଜଣକର ସ୍ବାମୀ ପରକୀୟା ପ୍ରୀତି ରଖିଥିବା ମହିଳା ଜଣକ ହେଉଛନ୍ତି ଅନିତା ନାୟକ । ଏବେ ଏହି ଘଟଣା ଥାନାରେ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Around The Web