Movie prime

ସ୍ବାମୀ କରୁଥିଲେ ମାଳିସାହିରେ ଖେଳ ରେଡ ହ୍ୟାଣ୍ଡ ରେ ଧରିଲେ ସ୍ତ୍ରୀ ଆଉ ତା ପରେ ହେଲା ଏମିତି

 
Hb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hv
ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ ବନ୍ଧୁଗଣ ମାଳିସାହିରେ ସ୍ଵାମୀ ନେଉଥିଲା ଦେହସୁଖ। ପୋଲିସ ଧରି ମାଳିସାହିରେ ପହଞ୍ଚିଥିଲା ସ୍ତ୍ରୀ। ସ୍ବାମୀ ଫରେଷ୍ଟର ହୋଇ ସହକର୍ମୀଙ୍କ ସହିତ ରଖୁଥିଲେ ସମ୍ପର୍କ। ମାଳିସାହିରୁ ସହକର୍ମୀଙ୍କ ଘରୁ ରେଡ ହ୍ୟାଣ୍ଡରେ ସ୍ୱାମୀକୁ ଧରି ପକାଇଲା ସ୍ତ୍ରୀ। 
Gg
ସୂଚନା ଅନୁସାରେ ସ୍ବାମୀ ପ-ର-କି-ୟା-ପ୍ରି-ତି କରୁଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଲା ସ୍ତ୍ରୀ। ଏଭଳି ଏକ ଘଟଣା ଘଟିଛି ଗଣିଆ ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରେ। ସ୍ବାମୀ ଦେବାଶିଷ ବେହେରା ବଡକୁଳ ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ଦେବାଶିଷଙ୍କର ତାଙ୍କ ସହକର୍ମୀ ପୁଷ୍ପା ପଣ୍ଡାଙ୍କ ସହିତ ଦୁଇବର୍ଷ ଧରି ଅନୈତିକ ସଂପର୍କ ଥିବା ନେଇ ଅଭିଯୋଗ କରିଛନ୍ତି ଦେବାଶିଷଙ୍କ ସ୍ତ୍ରୀ କଳ୍ପନା ବେହେରା। 
ଗତକାଲି ବିଶେଷସୂତ୍ରରୁ ଖବର ପାଇ କଳ୍ପନା ସାଙ୍ଗରେ ପୋଲିସ ଧରି ସ୍ବାମୀ ଦେବାଶିଷଙ୍କ ସହକର୍ମୀ ପୁଷ୍ପାଙ୍କ ଘରକୁ ଯାଇ ସ୍ବାମୀଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲେ। ତେବେ ଗଣିଆ ପୋଲିସ ଦେବାଶିଷ ଓ ପୁଷ୍ପାଙ୍କ ଥାନାକୁ ଆଣି ଅଟକ ରଖିଥିବା ବେଳେ କଳ୍ପନା ଏ ବାବଦରେ ଏତଲା ଦେଇଛନ୍ତି। ତେବେ ଗଣିଆ ଥାନା ଅଧିକାରୀ ଅନୁପସ୍ଥିତି ଥିବାରୁ ଏ ସଂପର୍କରେ ପୋଲିସର ମତାମତ ମିଳି ପାରିନାହିଁ।ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
ତେବେ ବନ୍ଧୁଗଣ ଆଜିକାଲି ସବୁସ୍ଥାନରେ ପରକୀୟାପ୍ରୀତି ଘଟଣା ଦେଖିବାକୁ ମିଳୁଛି। ଘରେ ସ୍ତ୍ରୀକୁ ଛାଡ଼ି ବାହାରେ ପ୍ରେମ ସମ୍ପର୍କ ବଢ଼ାଉଛନ୍ତି ସ୍ୱାମୀ। କେବଳ ପୁରୁଷ ନୁହେଁ, କେତେକ ସ୍ଥାନରେ ମହିଳା ମଧ୍ୟ ବାହାରେ ପ୍ରେମ ସମ୍ପର୍କ ରଖୁଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ ବନ୍ଧୁଗଣ ମାଳିସାହିରେ ସ୍ଵାମୀ ନେଉଥିଲା ଦେହସୁଖ। ପୋଲିସ ଧରି ମାଳିସାହିରେ ପସିଥିଲା ସ୍ତ୍ରୀ। ସ୍ବାମୀ ଫରେଷ୍ଟର ହୋଇ ସହକର୍ମୀଙ୍କ ସହିତ ରଖୁଥିଲେ ସମ୍ପର୍କ। ମାଳିସାହିରୁ ସହକର୍ମୀଙ୍କ ଘରୁ ରେଡ ହ୍ୟାଣ୍ଡରେ ଧରି ପକାଇଲା ସ୍ତ୍ରୀ। 
ସୂଚନା ଅନୁସାରେ ସ୍ବାମୀ ପ-ର-କି-ୟା-ପ୍ରି-ତି କରୁଥିବା ସମୟରେ ରେଡ ହ୍ୟାଣ୍ଡରେ ଧରିଲା ସ୍ତ୍ରୀ। ଏଭଳି ଏକ ଘଟଣା ଘଟିଛି ଗଣିଆ ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରେ। ସ୍ବାମୀ ଦେବାଶିଷ ବେହେରା ବଡକୁଳ ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ଦେବାଶିଷଙ୍କର ତାଙ୍କ ସହକର୍ମୀ ପୁଷ୍ପା ପଣ୍ଡାଙ୍କ ସହିତ ଦୁଇବର୍ଷ ଧରି ଅନୈତିକ ସଂପର୍କ ଥିବା ନେଇ ଅଭିଯୋଗ କରିଛନ୍ତି ଦେବାଶିଷଙ୍କ ସ୍ତ୍ରୀ କଳ୍ପନା ବେହେରା। 
ଗତକାଲି ବିଶେଷସୂତ୍ରରୁ ଖବର ପାଇ କଳ୍ପନା ସାଙ୍ଗରେ ପୋଲିସ ଧରି ସ୍ବାମୀ ଦେବାଶିଷଙ୍କ ସହକର୍ମୀ ପୁଷ୍ପାଙ୍କ ଘରକୁ ଯାଇ ସ୍ବାମୀଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲେ। ତେବେ ଗଣିଆ ପୋଲିସ ଦେବାଶିଷ ଓ ପୁଷ୍ପାଙ୍କ ଥାନାକୁ ଆଣି ଅଟକ ରଖିଥିବା ବେଳେ କଳ୍ପନା ଏ ବାବଦରେ ଏତଲା ଦେଇଛନ୍ତି। ତେବେ ଗଣିଆ ଥାନା ଅଧିକାରୀ ଅନୁପସ୍ଥିତି ଥିବାରୁ ଏ ସଂପର୍କରେ ପୋଲିସର ମତାମତ ମିଳି ପାରିନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.