Movie prime

ସ୍ୱାମୀର ମୁଣ୍ଡ ଗଣ୍ଡି ହେଇଗଲା ଅଲଗା ଛାତି ପିଟି ପିଟି କାନ୍ଦୁଛି ସ୍ତ୍ରୀ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାମ ସାରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଥିଲା ବଡ ଅଘଟଣ। ଘରକୁ ଫେରୁଥିବା ସମୟରେ ବ୍ୟକ୍ତି ଜଣଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍। 
Nn
ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ନାଁ ହେଉଛି ଦିନେଶ୍ୱର ସାହୁ। ଦିନେଶ୍ୱର ସାହୁ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଟ୍ରକଟି ଧକ୍କା ଦେଇଥିଲା। ଆଉ ତା'ପରେ ତାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ଘଟିଥିଲା। ଢେଙ୍କାନାଳ ଜିଲ୍ଲା ବରଜଙ୍ଗ ଥାନା ଜାତୀୟ ରାଜପଥର ସରଙ୍ଗା ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଟ୍ରକ୍ ଧକ୍କାରେ ଦିନେଶ୍ୱରଙ୍କର ମୃ-ତ୍ୟୁ ହେଇଯାଇଛି। ତାଳଚେର ପାୱାର କରପ୍ରେସନର ଜଣେ କର୍ମଚାରୀ ଭାବେ ସେ କାମ କରୁଥିଲେ। 
Bb
ଆଉ ଦିନେଶ୍ୱର ଘର ହେଉଛି ବରଜଙ୍ଗ ଥାନା ଜହ୍ନପଡ଼ା ଗାଁରେ ଦିନେଶ୍ୱର୍ କେସିପିଏଲ ସଂସ୍ଥାରେ ଡ୍ୟୁଟି ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ହେଲେ ବାଟରେ ଚାପି ଦେଲା ଟ୍ରକ୍। ଯାହାଫଳରେ ଦିନେଶ୍ଵରଙ୍କ ଶରୀରରୁ ମୁଣ୍ଡ ଅଲଗା ହେଇଯାଇଛି। ଆଉ ପରିବାର ଲୋକେ ଏହି ଘଟଣା ଦେଖିବା ପରେ ଭାଙ୍ଗି ପଡିଛନ୍ତି। ରାସ୍ତା ମଝିରେ ଚିତ୍କାର କରି ପରିବାର ଲୋକେ କାନ୍ଦୁଛନ୍ତି। ତେବେ ଦିନେଶ୍ୱରଙ୍କର ମୃ-ତ୍ୟୁ ହେବାପରେ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି। 
ତାଳଚେର ଏବଂ ଡ଼ୁବୁରୀ ଯାତାୟାତ ସଂପୂର୍ଣ୍ଣ ରୂପେ ବନ୍ଦ ହେଇଯାଇଛି। କିନ୍ତୁ ସ୍ଥାନୀୟ ଲୋକେ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି। ସେପଟେ ଘଟଣାସ୍ଥଳରେ ବରଜଙ୍ଗ ଥାନା ପୋଲିସ ପହଞ୍ଚି ଯାଇଛି। ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ସହ ଦୁ-ର୍ଘ-ଟ-ଣା ଘଟାଇଥିବା ଟ୍ରକଟିକୁ ଅଟକ ରଖିଛନ୍ତି। ତେବେ ଏଭଳି ଅଭାବନୀୟ ଟ୍ରକ ଦୁ-ର୍ଘ-ଟ-ଣା କେମିତି ଘଟିଲା ପୋଲିସର ତଦନ୍ତ ପରେ ସବୁ ସତ ଜଣାପଡିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.