Movie prime

ରିଲ୍ସ କରି କରି ବେକରେ ରଶି ଲଗାଇ ମ-ରିଗଲା ପ୍ରେମିକା

 
Jj
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ଯୁବତୀ ବାପା ଙ୍କୁ ମିଛ କହି ପ୍ରେମିକ ସହ ବୁଲିବାକୁ ଯାଉଥିଲା।ରାତି ରେ ପ୍ରେମିକର ଘରେ ରହିଥିବା ଯୁବତୀ ଙ୍କ ବାପା ଜାଣି ଦେଇଥିଲେ।ବାପାଙ୍କୁ ମିଛ କହି ଯିବା ଝିଅକୁ ମହଙ୍ଗା ପଡିଥିଲା।ସକାଳେ ପ୍ରେମିକ ର ଘରେ ପହଞ୍ଚି ଯାହା ଦେଖିଥିଲେ ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
Vb
ଗ୍ଲାମର ଦୁନିଆରେ ସବୁବେଳେ ଯୁବତୀ ଜଣଙ୍କ ନିଜର ସୁନ୍ଦରତା କୁ ନେଇ ପ୍ରଶଂସକ ଙ୍କ ମନରେ ଛାଇ ହୋଇ ରହି ଯାଇଥିଲେ।ଯେତେବେଳେ ରିଲ୍ସ ତ ଆଉ କେତେବେଳେ ଭିଡ଼ିଓ ଆଉ କେତେବେଳେ ଫ୍ୟାସନ ଦୁନିଆରେ ବୁଡି ରହୁଥିଲେ।ପୁଣି କେତେବେଳେ ବାଘ ପାଖରେ ଠିଆ ହୋଇ ଭିଡିଓ କରୁଥିଲେ ଏବଂ ଇନ୍ଷ୍ଟା ଗ୍ରାମରେ ପୋଷ୍ଟ କରିଥାନ୍ତି। ଯାହାକୁ ଅନେକ ଲୋକମାନେ ଦେଖୁଥିଲେ।ବର୍ତ୍ତମାନ ସୂଚନା ମିଳିଛି ଯେ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ ସହିତ ବାହାରକୁ ବୁଲିବାକୁ ଯାଇଥିଲେ।
Bb
ନିଜ ବାପା ମା ଙ୍କୁ କିଛି କହି ନଥିବାରୁ ବାପା ଚିନ୍ତାରେ ପଡି ଯାଇଥିଲେ।ସକାଳେ ବାପା ଜାଣିବାକୁ ପାଇଥିଲେ ଯେ ଝିଅ ପ୍ରେମିକ ଘରେ ରହିଛି।ଏହାପରେ ଝିଅକୁ ଆଣିବା ପାଇଁ ବାପା ପ୍ରେମିକ ଘରେ ପହଞ୍ଚି ଥିଲେ।ପ୍ରେମିକ ଘରେ ଝିଅର ଦେହ ଟଙ୍ଗା ଯାଇଥିବାର ଦେଖିଲେ।ଆଉ ତଳେ ବନ୍ଧୁକ ଧରି ପଡ଼ିଛି ଝିଅର ପ୍ରେମିକ।ଯୁବତୀ ଙ୍କ ର ମୃ-ତ୍ୟୁ ହୋଇ ଯାଇଥିଲା।ଏଭଳି ଘଟଣା ରାଜସ୍ଥାନ ରେ ଦେଖିବାକୁ ମିଳିଛି।
ମୃ-ତ ମଡେଲ ହେଲେ ଇସ୍ପିତ କର।ପେଶାରେ ଜଣେ ଫେମଶ ମଡେଲ। ଇଷ୍ପିତ ତାଙ୍କ ସାଙ୍ଗ ଘରକୁ ଯାଉଛି ବୋଲି ଘରେ କହିକି ଆସିଥିଲେ।ହେଲେ ଗୋଟେ ଦିନ ପରେ ମଧ୍ୟ ସେ ଘରକୁ ଫେରି ନଥିଲେ।ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।ବର୍ତ୍ତମାନ ଯୁବତୀ ଙ୍କ ର ମୃ-ତ-ଦେ-ହ ଉଦ୍ଧାର କରାଯାଇଛି।ଆଉ ଘଟଣା ବିଷୟରେ କିଛି ଜଣା ପଡିନାହିଁ।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.