Movie prime

ସରିଲା ଲଘୁଚାପ ଆସିଲା ଗରମ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ଗୁଳୁଗୁଳି ସହ ଭୀଷଣ ଖରା

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି
କିଛି ଖବର ଜାଣିପାରିବେ ଯାହା ପାଣିପାଗକୁ ନେଇ ଆସିଛି । ପାଣିପାଗ ବିଷୟରେ ସବୁ ପ୍ରକାରର ଖବର ଆପଣମାନେ ପାଇପାରିବେ । ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଖରା ମଧ୍ୟ ହେଉଛି । ଏବେ କମିବ ନାହିଁ ଖରା ।
Gg
ଆଉ ତାସହ କମିବ ନାହିଁ ତାପମାତ୍ରା । ଆଗକୁ ପ୍ରବଳ ଗରମ ସାଙ୍ଗକୁ ହେବ ଗୁଳୁଗୁଳି । ବର୍ଷା ହେଲେ ବି ଗରମରେ ସିଝିବ ରାଜ୍ୟ । ଏବେ ସାରା ରାଜ୍ୟରେ ଖରା ଅନୁଭୂତ ହେଉଛି । ଆଉ ଏହି ଖରା ଏଭଳି ଲାଗି ରହିବ ବୋଲି ସୂଚନା ମିଳିଛି ।
ଏହି ଖରା ପାଇଁ ସାରା ରାଜ୍ୟ ଆଜି ଗରମରେ ଶିଝିବ । ବର୍ଷା ହେଲେ ମଧ୍ୟ ଖରା ଲୋକମାନଙ୍କୁ ଜାଳିବ । ଗରମ ସାଙ୍ଗକୁ ଗୁଳୁଗୁଳି ସାରା ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ଏବେ ସୂଚନା ମିଳିଛି । ଆଗକୁ ଲଘୁଚାପ ହେବ ବୋଲି ସୂଚନା ମିଳିଛି । 
ବାତ୍ୟା ମଧ୍ୟ ହୋଇପାରେ ବୋଲି ସୂଚନା ମିଳିଛି । କିନ୍ତୁ ଏହି ବର୍ଷା ହେଲେ ମଧ୍ୟ ଲୋକମାନଙ୍କୁ ଖରା ଅନୁଭୂତ ହେବ । ବର୍ଷା ହେଲେ ମଧ୍ୟ ଲୋକମାନେ ଖରାରୁ ଆଶ୍ୱସ୍ତି ପାଇପାରିବେ ନାହିଁ । ରଜ ପର୍ଯ୍ୟନ୍ତ ଖରା କମିବ ନାହିଁ କି ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ ନାହିଁ ।
Vb
ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ରାଜ୍ୟ ଭିତରେ ଆଉ ରାଜ୍ୟ ବାହାରେ ଖରା ଅନୁଭୂତ ହେବ ବୋଲି ସୂଚନା ମିଳିଛି । ଏବେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ରାଜଧାନୀ ଦିଲ୍ଲୀରେ ଏବେ ତତଲା କଡାଇରେ ଭାଜି ହେଉଛନ୍ତି ଦିଲ୍ଲୀବାସୀ ।  
ଆଗାମୀ ପାଞ୍ଚଦିନ ଯାଏଁ ରେଡ ଆର୍ଲଟ ଜାରି କରାଯାଇଛି । ପ୍ରବଳ ଖରା ଯୋଗୁଁ ବିଦ୍ୟୁତର ଚାହିଦା ସବୁଠାରୁ ଅଧିକରେ ପହଞ୍ଚିଛି । ଆସନ୍ତା ଶୁକ୍ରବାର ଯାଏଁ ଗ୍ରୀଷ୍ମର ପ୍ରଭାବ ସେଭଳି ରହିବ । ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ ବିଦ୍ୟାଳୟ ଗୁଡ଼ିକ ଖୋଲା
ରହିଛି ସେସବୁକୁ ବନ୍ଦ କରିବାକୁ ସରକାର କହିଛନ୍ତି । ଆଉ ଏହାସହ ସେଠାରେ ଅଧିକ ଖରା ଅନୁଭୂତ ହେଉଛି । ଦିଲ୍ଲୀରେ ଏବେ ତାପମାତ୍ରା ୪୭ ଡିଗ୍ରୀ ଖରା ଅନୁଭୂତ ହେଉଛି । ରବିବାର ଦିନ ସବୁ ବନ୍ଦ ହେବ ବୋଲି ସରକାରଙ୍କ ତରଫରୁ ଖବର ଆସିଛି ।