Movie prime

ବୃଦ୍ଧ ମାଲିକ ର ଇଚ୍ଛା ବିରୁଦ୍ଧ ରେ ସେ-କ୍ସ କଲା ଚାକରାଣୀ... ସମ୍ପର୍କ ପରେ ବୃଦ୍ଧ ହେଲେ ଗୁରୁତର, ଆଉ ତାପରେ..

 
Vb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ କାହାକୁ ବିଶ୍ଵାସ କରିବା ଠିକ୍ ନୁହେଁ।ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେ ଚାକରାଣୀ ବିଷୟ ରେ କହିବାକୁ ଯାଉଛୁ।ଯିଏ ଘରେ କେହି ନ ଥିବା ବେଳେ ଏପରି କରି ଦେଇଚି ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଯିଏ ଘର ର କାମ କରି ଟଙ୍କା ରୋଜଗାର କରୁ ଥିଲା।ସେ ଏପରି କାମ କରିବ ବୋଲି କେହି ବିଶ୍ବାସ କରି ପାରୁ ନ ଥିଲା।ଟଙ୍କା ର ଲୋଭ ସମସ୍ତ ଙ୍କୁ ପାଗଳ କରି ଦେଇ ଥାଏ।ତେବେ ସେହି ଚାକର କୁ ମଧ୍ୟ ଟଙ୍କା ର ଲୋଭ ପାଗଳ କରି ଦେଇଚି।
Bb
ସୂଚନା ଅନୁସାରେ ସେହି ଚାକରାଣୀ ର ନାମ ହେଉଛି ବାସନ୍ତୀ।ଯିଏ କି ଜଣେ ବ୍ୟବସାୟୀ ଙ୍କ ଘରେ ସବୁ କାମ କରୁ ଥିଲେ।ବ୍ୟବସାୟୀ ଙ୍କ ଘର ଲୋକ ତାଙ୍କୁ ନିଜ ପରିବାର ର ସଦସ୍ୟ ବୋଲି ଭାବୁ ଥିଲେ।ତାଙ୍କୁ ସବୁ କିଛି ଦେଉ ଥିଲେ।
ତେବେ ଏତେ ସବୁ କିଛି କରି ମଧ୍ୟ ତାଙ୍କ ସହିତ ଏପରି ବାସନ୍ତୀ କରିବ ବୋଲି କେହି ବିଶ୍ଵାସ କରି ନ ଥିଲେ। ମାଲିକ ଙ୍କ ପରିବାର ଲୋକେ ବାହାରକୁ ବୁଲିବା ପାଇଁ ଯାଇ ଥିଲେ।ମାଲିକ ଙ୍କ ଦେହ ଅସୁସ୍ଥ ଥିଲା।
Hh
ସେ ଘରେ ରହି ଯାଇ ଥିଲେ।ମାଲିକ ଠିକ୍ ଭାବରେ ଚାଲି ମଧ୍ୟ ପାରୁ ନ ଥିଲେ।ଘରେ ମାଲିକ କୁ ଏକୁଟିଆ ଦେଖି ଏହାର ଫାଇଦା ନେଇ ଥିଲା ସେହି ଚାକରାଣୀ ବାସନ୍ତୀ। ତା ମନ ରେ ଲୋଭ ଆସି ଯାଇ ଥିଲା।
ସେ ମାଲିକ କୁ ହ-ତ୍ୟା କରି ତାଙ୍କର ସବୁ ଟଙ୍କା ସୁନା ଚୋରି କରି ନେଇ ଯାଇ ଥିଲା।ସେ ଅନେକ ଦିନ ପର୍ଯ୍ୟନ୍ତ ଫେରାର ହୋଇ ଯାଇ ଥିଲା।ତେବେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରି ଥିଲା।ବାସନ୍ତୀ ଜାଣି ନ ଥିଲା କି ସେହି ଘରେ କ୍ୟାମେରା ଲାଗିଚି।
ତେବେ ବାସନ୍ତୀ ତାର ମାଲିକ କୁ ମା-ରି-ବା ସମୟ ର ସବୁ ଭିଡିଓ ସେହି କ୍ୟାମେରା ରେ ରହି ଯାଇ ଥିଲା।ଯାହାକି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ପୋଲିସ ପରେ ବାସନ୍ତୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଆଗକୁ ଏହି ଘଟଣା ଟି କେଉଁ ମୋଡ ନେଇଛି ତାହା ଦେଖିବାକୁ ବାକି ରହିଲା।