Movie prime

ପତ୍ର କେଇଟା ଖାଇଲା ବୋଲି ହାଣି ପକାଇଲା ମଣିଷ ଦେଖନ୍ତୁ ଘଟିଲା କେତେବଡ ହୃଦୟ ବିଦାରକ ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧିରେ ଧିରେ ସେସବୁ ସୁବିଧା ଦେଖିବାକୁ ମିଳିଛି।
Hg
ବନ୍ଧୁଗଣ ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ବାଡିରେ ଷଣ୍ଢଟି ପସି କିଛି ଗଛ ଖାଇଦେବାରୁ ତା ଗୋଡକୁ ବାଡେଇ ବାଡେଇ ନଷ୍ଟ କରିଦେଇଛନ୍ତି। ଖବର ସଂଗ୍ରହ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଷଣ୍ଢଟି ରାସ୍ତା କଡ଼ରେ କଷ୍ଟ ଯନ୍ତ୍ରଣାରେ ଛାଟିପିଟି ହେଉଥିବାର ଜଣେ ଯୁବକ ଦେଖିବାକୁ ପାଇଥିଲେ। ଏନେଇ ଜଣେ ସ୍ଥାନୀୟ ଯୁବକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବୈସୀଙ୍ଗଘ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଡିରେ ଗୋଟିଏ ଷଣ୍ଢ ପସି କିଛି ଗଛ ଖାଇଦେବାରୁ ତାକୁ ନିର୍ମମ ଭାବରେ ବାଡେଇ ବାଡେଇ ତା'ର ଗୋଡ ଭାଙ୍ଗି ଦେଇଛନ୍ତି। 
ଖାଲି ସେତିକି ନୁହେଁ ଆହୁରି ଏକ ଧାରୁଆ କୁରାଢ଼ିରେ ଗୋଡ଼କୁ ଏମିତି ଆଘାତ ଦେଇଥିଲେ ଯେ ଶେଷରେ ଷଣ୍ଢଟିର ଗୋଡ ଭାଙ୍ଗି ଯାଇଥିଲା। ବ୍ୟକ୍ତି ଜଣଙ୍କ ଏଭଳି ନିର୍ମମ ଭାବରେ ମାରିଛନ୍ତି ଯେ ଷଣ୍ଢଟିକୁ ଯନ୍ତ୍ରଣା ହେବା ସହିତ ସେ ଆଉ ଜୀବନ ସାରା ଚାଲିପାରିବନି ବୋଲି ଜଣାପଡିଛି। ତେବେ ସ୍ଥାନୀୟ ଯୁବକ ଜଣଙ୍କ ଷଣ୍ଢଟିର ଏପରି ଅସହ୍ୟ ଅବସ୍ଥା ଦେଖିନପାରିବାରୁ ସେ ନିଜେ ଷଣ୍ଢଟିର ଚିକିତ୍ସା କରିଛନ୍ତି। ଖାଲି ସେତିକି ନୁହେଁ ଏଭଳି କର୍ମ କରିଥିବା ଲୋକକୁ ଉଚିତ୍ ଶାସ୍ତି ଦେବା ପାଇଁ ସେ ନିବେଦନ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.