Movie prime

ରାସନ କାର୍ଡକୁ ନେଇ ମନ୍ତ୍ରୀ ଦେଲେ ବଡ଼ ଖବର ଦେଖନ୍ତୁ କେଉଁମାନେ ପାଇବେ ଏବଂ କେଉଁମାନେ ହରେଇବେ

 
Ty
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାସନ୍ କାର୍ଡକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏବେ ରାସନ୍ କାର୍ଡ ବିଷୟରେ ଆସିଥିବା ଖବର ଜାଣିପାରିବେ । ରାସନକାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । କେଉଁମାନେ ରାସନ୍ କାର୍ଡରେ ରହିବେ ଆଉ କେଉଁମାନେ ରହିବେ ନାହିଁ ଏନେଇ ଆସୁଛି ଖବର ।
Gh
ଜଣାପଡ଼ିବ ରାସନ୍ କାର୍ଡ ଉପଭୋକ୍ତା କେଉଁମାନେ ରହିବେ ଆଉ କେଉଁ ମାନଙ୍କର ରାସନ୍ କାର୍ଡ କଟିଯିବ । ମନ୍ତ୍ରୀ ଏନେଇ ସୂଚନା ଦେଲେ ଲିଷ୍ଟ ବାହାରିବ । ମାସ ଶେଷ ସୁଦ୍ଧା କିଛି ଲୋକଙ୍କ ରାସନ୍ କାର୍ଡ କଟିଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ରାଜ୍ୟରେ କେତେ ଲୋକ ରାସନ୍ କାର୍ଡର ସେବା ପାଉ ନାହାନ୍ତି ଆଉ କେତେ ଲୋକ ଅଛନ୍ତି ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ନହୋଇ ମଧ୍ୟ ରାସନ୍ କାର୍ଡ ପାଉଛନ୍ତି । ଏବେ ଏହାର ଏକ ଲିଷ୍ଟ ବାହାରିବ ଆଉ ଏହି ଲିଷ୍ଟ ହିସାବରେ ଅନେକ ଲୋକଙ୍କ ରାସନ୍ କାର୍ଡ କଟିଯିବ ବୋଲି ଜଣାପଡିଛି ।
Hh
ଓଡ଼ିଶାରେ ୨୫ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଏହି ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୃ-ତ୍ୟୁବରଣ କରିଛନ୍ତି କିନ୍ତୁ ତାଙ୍କର ରାସନ୍ କାର୍ଡ ଅଛି । ସେମାନଙ୍କର ସବୁ ରାସନ୍ କାର୍ଡ କଟିଯିବ ବୋଲି ଏବେ ମୋହନ ସରକାର ଲାଗି ପଡିଛନ୍ତି । ମୋହନ ସରକାର ଏନେଇ ଅନେକ କିଛି କରିବେ ବୋଲି ଏବେ ଖବର ଆସିଛି । ଆଗାମୀ ଦିନରେ ଏନେଇ ଅନେକ ଯାଞ୍ଚ କରାଯିବ ଆଉ ଯାଞ୍ଚ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଖବର ଆସିଛି । 
ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ରାସନ୍ କାର୍ଡ ନେଇ ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଜାଲ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ଆଉ ତାଙ୍କ ରାସନ୍ କାର୍ଡ କାଟି ସେହି ସ୍ଥାନରେ ଏହି ଯୋଗ୍ୟ ହିତାଧିକାରୀ ଅର୍ଥାତ୍ ଯେଉଁମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କିନ୍ତୁ 
ପାଇ ନାହାଁନ୍ତି ତାଙ୍କୁ ଏହି ରାସନ୍ କାର୍ଡ ଦିଆଯିବ ବୋଲି ସୂଚନା ମିଳିଛି । ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ନୂଆ ରାସନ୍ କାର୍ଡ ମଧ୍ୟ ମିଳିବ ବୋଲି ଖବର ମିଳିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.