Movie prime

ବିଧାୟକଙ୍କ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ନାବାଳିକା ଙ୍କ ସହ କଣ ହୋଇଥିଲା

 
Gv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଧାୟକ ଓ ତାଙ୍କ ପତ୍ନୀଙ୍କ ନାରେ ଆସିଛି ସଂଘାତିକ ଅଭିଯୋଗ। ନାବାଳିକାଙ୍କୁ ନି-ର୍ଯା-ତ-ନା ଦେଇ ଫସି ଗଲେ ବିଧାୟକ। ବିଧାୟକଙ୍କ ନା'ରେ ମାମଲା ରୁଜୁ ହେଇଛି। ଏବେ ଗିରଫ ହେବେ ବିଧାୟକ। ଖାଲି ବିଧାୟକ ନୁହେଁ ବିଧାୟକଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରିବ ପୋଲିସ। ଏକା ବେଳେ ବିଧାୟକ ଓ ବିଧାୟକଙ୍କ ସ୍ତ୍ରୀ ଗିରଫ ହେବେ। ରାଜରାସ୍ତାରେ ବିଧାୟକଙ୍କୁ ଟାଣି ଟାଣି ଥାନାକୁ ନେବ ପୋଲିସ। 
Gg
କାରଣ ବିଧାୟକ ଜଣେ ନାବାଳିକା ସହିତ କରିଛନ୍ତି ଭୁଲ। ଯାହାଫଳରେ ତାଙ୍କୁ ଏବେ ଦଣ୍ଡ ମିଳିବ। ନାବାଳିକା ଝିଅ ସହିତ ଅନ୍ୟାୟ କରିଛନ୍ତି ବିଧାୟକ। ପୁରା ୯ ବର୍ଷ ହେବ ନାବାଳିକା ଝିଅକୁ ନି-ର୍ଯା-ତ-ନା ଦେଇଥିବା ଅଭିଯୋଗ ହେଇଛି। ଏବେ ଏହି ମାମଲା ଥାନାରେ ପହଞ୍ଚିଛି। ସୂଚନା ମୁତାବିକ ଉତ୍ତରପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟିର ବିଧାୟକ ଯାହିଦ୍ ବେଗ ଓ ତାଙ୍କ ପତ୍ନୀ ସୀମା ବେଗଙ୍କ ନାମରେ ଥାନାରେ ମାମଲା ରୁଜୁ ହେଇଛି। 
Vcff
ବିଧାୟକ ଜଣେ ନାବାଳିକା ଝିଅକୁ ଘରେ ରଖି କାମ କରାଉଥିଲେ। ଦୀର୍ଘ ୯ ବର୍ଷ ହେବ ବିଧାୟକଙ୍କ ଘରେ ନାବାଳିକା ଜଣଙ୍କ କାମ କରୁଥିଲେ। ଏଥିସହିତ ତାଙ୍କୁ ନି-ର୍ଯା-ତ-ନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ଶ୍ରମ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବିଧାୟକଙ୍କ ଘରେ ଶ୍ରମ ବିଭାଗର ଅଧିକାରୀ ମାନେ ପହଞ୍ଚି ଝିଅକୁ ଉଦ୍ଧାର କରିଛନ୍ତି। ବିଧାୟକଙ୍କ ଘରେ ସେ ସହାୟିକା ଭାବେ କାମ କରୁଥିଲେ। 
ବିଧାୟକ ବଳ ପୂର୍ବକ ଭାବରେ ଝିଅକୁ ଘରେ ବନ୍ଦ ରଖିଥିଲେ। ଏବଂ ବିନା ପାରିଶ୍ରମିକରେ ତାଙ୍କୁ ଘର କାମ କରାଉଥିଲେ ବୋଲି ଅଭିଯୋଗ ହେଇଛି। ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇଛି ପୋଲିସ। କୁହାଯାଉଛି ଯେ, ନାବାଳିକା ଜଣଙ୍କ ବିଧାୟକଙ୍କ ଘରେ ୯ ବର୍ଷ ହେଲା କାମ କରି ଆସୁଥିଲେ। ଏବେ ପ୍ରାଗରାଜରେ ଥିବା ଶିଶୁ ଆଶ୍ରମକୁ ଝିଅକୁ ପଠେଇ ଦିଆଯାଇଛି। ତେବେ ଶ୍ରମ ବିଭାଗ ପକ୍ଷରୁ ବିଧାୟକ ଓ ତାଙ୍କ ପତ୍ନୀଙ୍କୁ ନୋଟିସ ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.