Movie prime

ମା ବଜାର ଯାଇଥିଲା ଆଉ ..ଦୁଇ ଝିଅ ଙ୍କ ମୁଣ୍ଡ କାଟିଦେଲା କିଏ

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଦୁଇ ଜଣ ଝିଅ ଘରେ ହସ ଖୁସି ରେ ରହୁଥିଲେ ଆଉ ଏପଟେ ମଜା ମସ୍ତି ମଧ୍ୟ କରୁଥିଲେ।ହେଲେ ହଠାତ୍ ଏମିତି କଣ ହେଲା ଯେ ଘର ଭିତରୁ ବାହାରିଲା ଦୁଇ ଝିଅଙ୍କ କଟା ଶରୀର।ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଦୁଇ ଜଣ ଝିଅ ଘରେ କେହି ନଥିବା ସମୟରେ ନିଜ ନିଜ ଭିତରେ ଘରେ ବସି ଖେଳୁଥିଲେ ଆଉ ମଜା ମସ୍ତି ମଧ୍ୟ କରୁଥିଲେ।
Gg
କିନ୍ତୁ ଘର ଭିତରେ ଏମିତି କଣ ହୋଇଥିଲା କେଜାଣି ଚିତ୍କାର କରିବାକୁ ଲାଗିଲେ ଏବଂ ପଡୋଶୀ ଶୁଣି ଘର ପାଖକୁ ଯାଇ ଦେଖିଲେ ଦୁଇ ଛୁଆ ଙ୍କ କଟା ଶରୀର ପଡ଼ିଛି। ଝିଅ ମାନେ ବହୁତ ସରଳ ଥିଲେ।ସୂଚନା ଅନୁସାରେ ଦୁଇ ଜଣ ଝିଅ ହରିୟାଣା ରେ ରହୁଥିଲେ। ଗୋଇତା ଙ୍କ ବୟସ ମାତ୍ର ୧୧ ବର୍ଷ।ଆଉ ସାନ ଝିଅ ନାଁ ହେଉଛି ଅମାୟୀରା।ଯାହାର ବୟସ ମାତ୍ର ୬ ବର୍ଷ।ଦୁଇ ଜଣ ଘରେ କେହି ନଥିବା ସମୟରେ ଖେଳୁଥିଲେ।
Hhh
ଆଉ ସେହି ସମୟରେ ମା ଦୁଇ ପିଲାଙ୍କୁ ଛାଡି ଘର ବାହାରକୁ କୁଆଡେ ଯାଇଥିଲେ।ଯେଉଁ ସମୟରେ ପିଲା ଦୁଇଟି ସହିତ ଘଟିଲା ଏମିତି କିଛି ଘଟଣା।ଏହି ଝିଅ ମାନଙ୍କ ବାପା ସୋନୁ କୁମାର ଫ୍ୟାକ୍ଟ୍ରି ରେ କାମ କରି ନିଜର ପରିବାର ପୋଷୁ ଥିଲେ।ହେଲେ କାହା ସହିତ କିଛି ଶତ୍ରୁତା ନଥିଲା।ତଥାପି କିଏ ଆଉ କାହିଁକି ଏପରି କରିଲେ ତାହା ଏବେ ପର୍ଯ୍ୟନ୍ତ ବାପା ମା ଜାଣି ପାରୁ ନାହାଁନ୍ତି।କାନ୍ଦି କାନ୍ଦି ତଳେ ଗଡି ଯାଉଛି ଝିଅଙ୍କ ବାପା।
ଆଉ ଦୁଇ ଝିଅର ଶ-ବ କୁ ଧରି ବସିଛନ୍ତି।୩୧ ତାରିଖ ଦିନ ସୋନୁ କାମ କରିବାକୁ ଯାଇଥିବା ବେଳେ ନିଜ ପୁଅକୁ ସାଙ୍ଗରେ ନେଇ ଯାଇଥିଲେ।ଏହାପରେ ଏଭଳି ଘଟଣା ଘଟିଛି।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.