Movie prime

ନବମ ଶ୍ରେଣୀ ଛାତ୍ର କୁ ଧରି..କଚ୍ କଚ୍ କରି ହାଣିଦେଲା ଦଶମ ଶ୍ରେଣୀ ଛାତ୍ର

 
Bh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖୁ ଦେଖୁ ସ୍କୁଲ ସାମ୍ନାରେ ଘଟିଗଲା ଏକ ବଡ଼ ଅଘଟଣା।ସ୍କୁଲ ସାମ୍ନାରେ ମାଂସ କଟା କଟୁରୀ ରେ ନବମ ଶ୍ରେଣୀ ଛାତ୍ର ଉପରେ ଆକ୍ରମଣ କରାଯାଇଛି।କାହିଁକି ହେଲା ଆଉ କିଏ କରିଲା ଜାଣିଲା ବେଳକୁ ସବୁକିଛି ସରି ଯାଇଥିଲା।ଆଉ ଏପଟେ ହାଣିବା ପରେ କଟୁରୀ କୁ ତଳେ ପକାଇ ଅଭିଯୁକ୍ତ ଜଣଙ୍କ ସେଠାରୁ ଫେରାର ହୋଇ ଯାଇଥିଲା।
Hh
ସ୍କୁଲ ରେ ପିଲାମାନ ପାଠ ପଢ଼ିବା ସମୟରେ ଅଳ୍ପ ବହୁତ ଦୁଷ୍ଟ ହୋଇଥାନ୍ତି।କିନ୍ତୁ ସାମାନ୍ୟ କଥାକୁ ନେଇ ଏଭଳି କାଣ୍ଡ ଘଟିଯିବ ତାହା କେବେ ଭାବି ନଥିବେ।ସ୍କୁଲ କୁ ପିଲାମାନେ ପାଠ ପଢ଼ିବାକୁ ଯାଇଥାନ୍ତି ହେଲେ ସେଠାରେ ଯାଇ ପାଠ ପଢ଼ିବା ଦୂରର କଥା ନିଜ ମନମାନି କାମ କରିଥାନ୍ତି। ଯାହାକୁ ପଡ଼ିଲା ତାଙ୍କୁ ମାଡ଼ ମାରନ୍ତି ଆଉ ନିଜକୁ ବଡ଼ ବୋଲି ଦେଖେଇ ହୁଅନ୍ତି।ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଘଟିଛି। 
Bb
ରାଧା ରମଣପଡ଼ା ଅଞ୍ଚଳର ଜଣେ ନବମ ଶ୍ରେଣୀ ର ଛାତ୍ର ଓ ହାତୀ ସାଳପଡ଼ା ଅଞ୍ଚଳର ୧୦ ଶ୍ରେଣୀ ରେ ପଢୁଥିବା ଜଣେ ଛାତ୍ର ଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡ ରେ ସାଇକେଲ ରଖିବାକୁ ନେଇ ଝଗଡ଼ା ହୋଇଥିଲା।ଏହା ଫଳରେ ସେଠାରେ ଅନେକ ସାଙ୍ଗ ମାନେ ବାହାରେ ସେମାନଙ୍କୁ ବୁଝାଇ ଥିଲେ।କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବାରୁ ଦଶମ ଶ୍ରେଣୀ ଛାତ୍ର ରାଗୀ ଯାଇଥିଲେ।
ଷୋମବାର ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ୍ ଏକ ମାଂସ କଟା କଟୁରୀ ରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲେ।ସ୍କୁଲ ର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ର ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଏବଂ ତାଙ୍କ ବାପା ମା ଥାନାରେ ଅଭିଯୋଗ କରିଥିଲେ।ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.