Movie prime

ନୂଆ ସରକାର ଗଠନ ନେଇ ଚିନ୍ତାରେ ପୁରୁଣା ସରକାର ଦେଖନ୍ତୁ ଅଫିସର ମାନଙ୍କ କେମିତି ହେବ ଆଗାମୀ ସ୍ଥିତି

 
Tt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଖବର ଯାହା ରାଜନୀତିକୁ ନେଇ ଆସିଥାଏ ତାହା ତ ଆପଣମାନେ ଜାଣି ପାରୁଥିବେ । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି । ରାଜନୀତିରେ ଏବେ ନୂଆ ସରକାର ଆସିଛନ୍ତି । 
Bh
ଏବେ ଏହି ୨୦୨୪ ମସିହା ନିର୍ବାଚନରେ ଓଡ଼ିଶାରେ ବିଜେଡି ଦଳ ପରାଜିତ ଲାଭ କରିଥିବା ବେଳେ ବିଜେପି ଦଳ ବାଜିମାତ କରିଛି । ଏବେ ଓଡ଼ିଶାରେ ବିଜେପି ଦଳ ଶାସନ କରିବ । ଆଉ ଏବେ ଏନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଯେଉଁମାନେ ସବୁ ପୁରୁଣା ଅଫିସର ଥିଲେ ସେମାନଙ୍କ ଛାତି ଧଡଧଡ୍ ହେଉଛି କାରଣ ନୂଆ ସରକାର ଆସିଛନ୍ତି । କାଟତି ରହିବ ନା ନୂଆ ସରକାରଙ୍କ କଇଁଚି ଚାଲିବ । ଏବେ ଅଫିସର ମହଲରେ ଛନକା ପଶି ଯାଇଛି । 
Gh
ଏବେ ପରିସ୍ଥିତି ପୁରା ଜଟିଳ । ଯେଉଁମାନେ ଉପର ଅଫିସର ଥିଲେ ସେମାନଙ୍କ ମୁଣ୍ଡରେ ଏବେ ଠେଙ୍ଗା ପଡ଼ିଛି । ଆଇଏଏସ, ଆଇପିଏସ, ଓପିଏସ ଏବଂ ଓଏଏସ ଅଫିସରଙ୍କ ସ୍ତରରେ ଏବେ ଛନକା ପଶିଛି । ସରକାରଙ୍କ ଶୁଭ ଦୃଷ୍ଟିରେ ସେମାନେ ରହିବେ ନା କୋପ ଦୃଷ୍ଟିରେ । ବିଜେଡି ପୂର୍ବରୁ ଅନେକ ଥର ଅଫିସର ରାଜକୁ ପ୍ରସଙ୍ଗ କରିଥିଲା । ଆଉ ଏବେ ଏହାକୁ ସେ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇଛି । ପ୍ରଚାରରେ ସିଧା ସିଧା ସେମାନେ ଅଫିସର ରାଜ ଚାଲିବ ନାହିଁ ବୋଲି କହିଥିଲେ । 
ଏବେ ବିଜେପି ଦଳ ଶାସନ କରୁଛି । ଆଉ କିଛି ପଦବୀରେ ଥିବା ଲୋକଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରି ରଖିଛି ବିଜେପି । ଆଉ ଏବେ ସେହି ଅଫିସରଙ୍କୁ ନେଇ ଆସିବ କିଛି ଖବର । ଏବେ ଏହି ଅଫିସରମାନଙ୍କ ଛାତିରେ ଛନକା ପଶିଛି । କିଏ ଏବେ ଏହି ରାଜନୀତିର ଶିକାର ହେଉଛି ତାହା ଜଣାପଡ଼ିବ । ଅନେକ ଅଫିସରଙ୍କୁ ବଡ ଭୂମିକା ମିଳିପାରେ ଆଉ କିଛି ଅଫିସରଙ୍କୁ ଇଡି ତଦନ୍ତ ବି ହୋଇପାରେ । ଏବଂ ଆଉ କିଛି ଅଫିସରଙ୍କର ବଦଳି ବି ହୋଇପାରେ । ଏବେ ଏଭଳି କିଛି ଖବର ଆସୁଛି ।