Movie prime

ପୋଲିସ ହାତରେ ପୁଣି ଲାଗିଲା ନୂଆ ତଥ୍ୟ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Nn
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କୋଲକାତା ଡାକ୍ତରଙ୍କ ମୃ-ତ୍ୟୁକୁ ନେଇ ଆସିଲା ବଡ ଅପଡେଟ। ହସ୍ପିଟାଲରେ ଚାଲିଥିଲା ଏକ ବଡ କାରବାର। ଏହି ବିଷୟରେ ଜାଣିଦେଇଥିଲେ ଡାକ୍ତର ମୌମିତା ଦେବନାଥ। ଡାକ୍ତରଙ୍କ ପିତା ମାତାଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲର ଡାକ୍ତର ମଧ୍ୟ ଗୋଟେ କଥା ହିଁ କହୁଛନ୍ତି କି, "ପୋଲିସ ଭଲ୍ୟୁଣ୍ଟର ସଞ୍ଜୟ ରାୟଙ୍କୁ ଗିରଫ ଉପରେ ପ୍ରଶ୍ନ ଉଠାଉଛନ୍ତି"। ସେମାନେ ଦାବି କରିଛନ୍ତି କି, "ସଞ୍ଜୟ ହେଉଛି ଏକ ଛୋଟ ମହରା କିନ୍ତୁ ପ୍ରକୃତ ଅପରାଧୀ ଏ ପର୍ଯ୍ୟନ୍ତ ଧରାପଡ଼ି ନାହିଁ"। 
Hb
ଏ ପର୍ଯ୍ୟନ୍ତ ପୋଲିସ ମୃ-ତ ଡାକ୍ତରଙ୍କ ଡାଇରୀ ଏବଂ ତାଙ୍କ ବାପା ମାଙ୍କ ଠାରୁ ଯେତିକି ତଥ୍ୟ ହାସଲ କରିଛି। ସେଥିରୁ ଜାଣିବାକୁ ମିଳିଛି ଯେ, ଗତକିଛି ସପ୍ତାହ ଧରି ଡାକ୍ତର ମୌମିତା ଚାପ ଏବଂ କାମରେ ବ୍ୟସ୍ତ ଥିଲେ। ଦ୍ୱିତୀୟ ବର୍ଷର ପିଜିଟି ଡାକ୍ତର ହେଇଥିବା କାରଣରୁ ସେ ସରକାରୀ ମେଡିକାଲ କଲେଜରେ ପ୍ରାୟ ବର୍ଷରୁ ଅଧିକ ସମୟ ବିତେଇ ସାରିଥିଲେ। ଏମିତି ସଂସ୍ଥାରେ ଜୁନିୟର ଡାକ୍ତରଙ୍କ ପାଇଁ ଲଗାତାର ୩୬ ଘଣ୍ଟା କାମ କରିବା ସାଧାରଣ କଥା। 
Hh
ସେ ନିଜ ଡାଇରୀରେ ମଧ୍ୟ ଏ ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। କିଛି ଲୋକେ ଆରଜି ମେଡିକାଲ କଲେଜକୁ ଡ୍ରକ୍ସ ରାକେଟ ଆଡ଼କୁ ଇସାରା କରିଛନ୍ତି। ଆଉ ଜଣେ ସହକର୍ମୀ କହିଛନ୍ତି ଯେ, ତାଙ୍କ ବିଭାଗରେ ସମ୍ଭାବିତ ଡ୍ରକ୍ସ ରାକେଟ ବିଷୟରେ ଚର୍ଚ୍ଚା ହେଉଥିଲା। ଯାହାର ପରଦା ଫାସ କରିବାକୁ ଚାହୁଁଥିଲେ ଟ୍ରେନି। ତେବେ ଅଗଷ୍ଟ ୬ ତାରିଖରେ ନିଜ ଝିଅର ମୃ-ତ୍ୟୁ ଖବର ଶୁଣିବାକୁ ମିଳିବା ପରେ ମୃ-ତ ଡାକ୍ତରଙ୍କ ମାତା ପିତା ପୋଲିସକୁ ଝିଅ ଚାପରେ ଥିବା କଥା ଜଣାଇଥିଲେ। 
ମାମଲା ସିବିଆଇକୁ ଯିବା ପରେ ପୂର୍ବରୁ ମାତା ପିତା କଥିତ ଭାବରେ ପୋଲିସକୁ କହିଥିଲେ କି, "ତାଙ୍କ ଝିଅ ବିଭାଗରେ ଏମିତି କିଛି ହେବାର ଦେଖି ଦେଇଥିଲା କିମ୍ବା ଶୁଣିଥିଲା ଯାହା ତାକୁ ଜାଣିବା ଉଚିତ୍ ନଥିଲା"। ସହକର୍ମୀ ଏବଂ ଅଧିକାରୀ ମାନେ ହସ୍ପିଟାଲରେ ଅନେକ ପ୍ରକାରର ଗଡବଡି ଚଲେଇଥିବା ଆଡ଼କୁ ଇଙ୍ଗିତ କରି କହିଛନ୍ତି ଯେ, "ଯିଏ ବି ଏସବୁ ବିରୁଦ୍ଧରେ ଛିଡ଼ା ହେବାକୁ ଚେଷ୍ଟା କରିବ ତାକୁ ଯେ କୌଣସି ପ୍ରକାର ଦଣ୍ଡ ମିଳିବ"। ଆଉ ଏବେ ଦେଖିବାକୁ ବାକି ରହିଲା ଡାକ୍ତର ଟ୍ରେନିଙ୍କୁ କେବେ ମିଳୁଛି ନ୍ୟାୟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.